Daily Archives

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୩୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୯୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୫ ଜଣ
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆନ୍ଧ୍ର ପ୍ରଦେଶର ଭୀମାଭରମ ଠାରେ କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ ଆଲୁରୀ ସୀତାରାମ…

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଲୁରୀ ସୀତାରାମ ରାଜୁଙ୍କ ୩ଠ ଫୁଟ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ“ସ୍ୱାଧୀନତା ସଂଗ୍ରାମ କେବଳ ମାତ୍ର କିଛି ବର୍ଷ, କିଛି ଅଞ୍ଚଳ ଓ କିଛି ବ୍ୟକ୍ତିଙ୍କ ଇତିହାସ ନୁହେଁ”“ଆଲୁରୀ ସୀତାରାମ ରାଜୁ ଭାରତୀୟ ସଂସ୍କତି, ଆଦିବାସୀଙ୍କ ସାହସ, ଧୈର୍ଯ୍ୟ, ଆଦର୍ଶ ଓ
Read More...

ତମିଆଁରେ ବନମହୋତ୍ସବ

ପାଟଣାଗଡ, (ଗୋରେଖନାଥ ବରିହା) : ଗଛ ମଣିଷ ତ୍ରିଲୋଚନ ସାହୁଙ୍କ ଅଧ୍ୟକ୍ଷତାରେ ସରସ୍ଵତୀ ଶିଶୁ ମନ୍ଦିର, ତମିଆଁ ପରିସରରେ ୭୩ ତମ ବନ ମହୋତ୍ସବ ପାଳନ ହୋଇ ଯାଇଛି । ଭାଇ ଭଉଣୀ, ଗୁରୁଜୀ ଗୁରୁମାଙ୍କ ସହ ବନ ବିଭାଗ ଅଧିକାରୀ ମିଶି ବିଭିନ୍ନ ପ୍ରକାର କାଜୁ, ଛତିଆନା, ବଉଳ, ଚାକୁଣ୍ଡା, ଅଁଳା ଏହି
Read More...

ହୋଟେଲ କିମ୍ବା ରେସ୍ତୋରାଁ ଖାଦ୍ୟ ବିଲରେ ସେବା ଶୁଳ୍କ ଆଦାୟ କରିପାରିବେ ନାହିଁ : ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ

● ସ୍ବତଃ କିମ୍ବା ଭୁଲବଶତଃ ସେବା ଶୁଳ୍କ ଆଦାୟ ରୋକିବାକୁ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ଜାରି ହେଲା ମାର୍ଗଦର୍ଶିକା● ହୋଟେଲ ଓ ରେସ୍ତୋରାଁରେ ସେବା ଶୁଳ୍କ ଲାଗୁ କରିବା ସଂକ୍ରାନ୍ତରେ ଅନୁଚିତ ବ୍ୟବସାୟିକ କାର୍ଯ୍ୟ ପଦ୍ଧତି ଏବଂ ଉପଭୋକ୍ତା ଅଧିକାର ଉଲ୍ଲଙ୍ଘନ
Read More...

ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ ସହିତ ରାଜ୍ୟର ସମସ୍ତ ଗଣଶିକ୍ଷକ ସଂଘର ମିଶ୍ରଣ ସଭା

ଭୁବନେଶ୍ୱର, (ମମତା ମହାକୁର) : ଭୁବନେଶ୍ୱର ସ୍ଥିତ ଶିକ୍ଷକ ଭବନଠାରେ ସୋମବାର ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘ ସହିତ ରାଜ୍ୟର ସମସ୍ତ ଗଣଶିକ୍ଷକ ସଂଘର ମିଶ୍ରଣ ହୋଇଯାଇଛି । ବିଭିନ୍ନ ଗଣଶିକ୍ଷକ ସଂଘର ସଭାପତି, ସଂପାଦକ ଓ କାର୍ଯ୍ୟକର୍ତ୍ତା ସୁଧାଂଶୁ ଶେଖର ବଡୁ, ରାଜକିଶୋର
Read More...