Daily Archives

ବାହାର ରାଜ୍ୟରେ ଚମକିଲେ ବଲାଙ୍ଗିରର ଛାତ୍ର : ଏମ୍‌ଫିଲ୍‌ରେ ପାଇଲେ ଗୋଲ୍ଡ ମେଡାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ମେଧାବୀ ଛାତ୍ର ବାହାର ରାଜ୍ୟରେ ହାସିଲ କରିଛନ୍ତି ଗୋଲ୍ଡ ମେଡାଲ ଏବଂ ରାଜ୍ୟ ତଥା ବଲାଙ୍ଗିର ପାଇଁ ଆଣି ଦେଇଛନ୍ତି ଗର୍ବ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ଛାତ୍ର ମହମ୍ମଦ ଆଲିରାଜା ଏହି ଉପଲବ୍ଧି ହାସଲ କରିଛନ୍ତି । ତେବେ ସେ ୨୦୧୯-୨୦ ବର୍ଷ ପାଇଁ
Read More...

ସିନାପାଲିରେ ରଥଯାତ୍ରା ପାଇଁ ଚଳଚଞ୍ଚଳ

ସିନାପାଲି, (ନିରାକାର ମେହେର) : କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ସିନାପାଲିରେ ରଥଟଣା ହୋଇ ପାରିନଥିବା ବେଳେ ଏବର୍ଷ ରଥଯାତ୍ରାରେ ଆଖପାଖ ଅଂଚଳ ତଥା ପଡ଼ୋଶୀ ଛତିଶଗଡ଼ ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଶୁକ୍ରବାର ଭୋରରୁ ରୀତିନୀତି ଅନୁଯାୟୀ ସ୍ଥାନୀୟ
Read More...