Daily Archives

ଦୁଇ ବର୍ଷ ପରେ ସହସ୍ରାଧିକ ଭକ୍ତଙ୍କ ମେଳରେ ହର୍ଷୋଲ୍ଲାସରେ ପାଳିତ ହେଲା ପାଟଣାଗଡ଼ ରଥଯାତ୍ରା

ପାଟଣାଗଡ଼, (ଗୋରେଖନାଥ ବରିହା) : ମହାମାରୀ କରୋନା ଯୋଗୁଁ ଦୁଇବର୍ଷ ପର୍ଯ୍ୟନ୍ତ ବିନା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ରଥଯାତ୍ରା ହୋଇଥିଲା । ତେବେ ଦୁଇବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି ।
Read More...

୨ବର୍ଷ ପରେ ଭକ୍ତଙ୍କ ଗ୍ରହଣରେ କାଳିଆ : ଶାନ୍ତି ଶୃଙ୍ଖଳାରେ ଭକ୍ତ ଟାଣିଲେ ରଥ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ଦେଓଗାଁ କଛାରପାଲି, ରତନପୁର, ଅର୍ଡା, ମୁରସିଂହ, ଜରାସିଂହା, ସାଲେପାଲି, ରତନପୁର, କୁତୁର୍ଲା, ସିଆଲବାହାଲି, ସିକୁଆଁ, କରୁଆଁଝର, ଗୌଡଗୋଠ, ବଡବାହାଲ, ରତାଖଣ୍ଡି ସହ ବହୁ ଗାଁରେ ରଥଯାତ୍ରା ପାଳନ ହୋଇଯାଇଛି । ଦୁଇ ବର୍ଷ କରୋନା କଟକଣା ଯୋଗୁଁ
Read More...

ମ.ରାମପୁର ଗାଞ୍ଜିପଦର ବନ ସୁରକ୍ଷା ସମିତିରେ ୭୩ତମ ବନ ମହୋତ୍ସବ ସପ୍ତାହ ପାଳନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି : କଳାହାଣ୍ଡି ଜ଼ିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.. ରାମପୁର ବନାଞ୍ଚଳର ଗାଞ୍ଜିପଦର ବନ ସୁରକ୍ଷା ସମିତିର ଏ.ଏନ.ଆର. ପ୍ଲାଣ୍ଟଟେସନ ଠାରେ ମ.ରାମପୁର ରେଞ୍ଜ ଓ ଭି.ଏସ.ଏସର ମିଳିତ ଆନୁକୂଲ୍ୟରେ ୭୩ତମ ବନ ମହୋତ୍ସବ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ବଲାଙ୍ଗିର ସରକାରୀ ବସଷ୍ଟାଣ୍ଡ ପାଖରେ ଥିବା ଡିଭାଇଡରରେ ପିଟିହେଲା କୋଇଲା ବୋଝେଇ ଡମ୍ଫର : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବିଲମ୍ୱିତ ରାତିରେ ବଲାଙ୍ଗିର ସହର ଭିତରେ ଏକ ଡମ୍ଫର ଭାରସାମ୍ୟ ହରାଇ ସରକାରୀ ବସଷ୍ଟାଣ୍ଡ ପାଖରେ ଥିବା ଡିଭାଇଡରରେ ପିଟିହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ବୋଲି ଖବର ମିଳିଛି । ଡମ୍ଫର ଡ୍ରାଇଭର ନାମ ଏମ୍‌ଡି ସେନା, ବିହାର ବୋଲି
Read More...

ମନହିରା ଗ୍ରାମରେ ବାଇକ ଦୁର୍ଘଟଣା : ଜଣେ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ସମୟରେ ମନହିରା ଗ୍ରାମରେ ଏକ ବାଇକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ମନହିରାର ସଂଜିବ ତ୍ରିପାଠୀ । ସୂଚନା ଅନୁସାରେ ସଂଜିବ କୌଣସି ଏକ କମାରେ
Read More...

ବଲାଙ୍ଗିର ଆୟୁର୍ବେଦିକ କଲେଜ ଠାରେ ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆୟୁର୍ବେଦିକ କଲେଜ ଠାରେ ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜେ ଗଛ ଲଗାଇବା ସହ ଅନ୍ୟମାନଙ୍କୁ ଗଛ ଲଗାଇବା ପାଇଁ କହିଥିବା ବେଳେ
Read More...

ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଠାରେ ଡକ୍ଟରର୍ସ ଡେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ସଭା ଗୃହ ଠାରେ ଡକ୍ଟରର୍ସ ଡେ ପାଳିତ ହୋଇଯାଇଛି । ଏଥିରେ ଡାକ୍ତର ମାନସୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାକ୍ତର ମହେନ୍ଦ୍ର କୁମାର ନାଏକ ଏବଂ ସୁକାନ୍ତ ପଣ୍ଡା ଯୋଗ
Read More...

ରୁଗୁଡିପାଲି ଛକ ନିକଟରେ ସଡକ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ରୁଗୁଡିପାଲି ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ବଲାଙ୍ଗିର ଭୀମ ମୋଇ ମେଡିକାଲ କେଲଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ମନୋଜ ଛତ୍ରିଆ ବୋଲି ଜଣାପଡିଛି । ସୂଚନା
Read More...

ବିଛୁବାହାଲି ଗ୍ରାମରେ ଜମିଜମା ଗଣ୍ଡଗୋଳକୁ କେନ୍ଦ୍ର କରି ଦୁଇ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବିଛୁବାହାଲି ଗ୍ରାମରେ ଜମିଜମା ଗଣ୍ଡଗୋଳକୁ କେନ୍ଦ୍ର କରି ଦୁଇ ଜଣ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ରାତି ପ୍ରାୟ ୮ ଟା ସମୟରେ ବିଛୁପାଲି ଗ୍ରାମର ରୁଦ୍ରମଣି ମାଝୀ ଓ ଜଳନ୍ଧର
Read More...

ଗୁଡେଶିରାରେ ଶ୍ରୀ ଗୁଣ୍ଡିଚାଯାତ୍ରା ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ଗୁଡେଶିରା ନଖୁଆ ବାବାମଠଠାରେ ଭବ୍ୟ ଶୋଭାଯାତ୍ରା ସହ ପାଳନ ହେଲା ଶ୍ରୀ ଗୁଣ୍ଡିଚାଯାତ୍ରା । ଏହି ଶ୍ରୀ ଗୁଣ୍ଡିଚାଯାତ୍ରାରେ କୀର୍ତ୍ତନ ପାର୍ଟି, ଦୁଇଟି ଘଣ୍ଟ ପାର୍ଟି, କସ୍ତାଲ ପାର୍ଟି, ବେଣ୍ଡ ପାର୍ଟି ଇତ୍ୟାଦିମାନଙ୍କ ଦ୍ଵାରା ବିରାଟ
Read More...