ଜିଲ୍ଲାରେ ଅଧାରୁ ପାଠ ଛାଡିଥିବା କିଶୋରୀମାନଙ୍କୁ ସ୍କୁଲରେ ପୁନଃ ନାମଲେଖାଇବା ନିମନ୍ତେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ
ଜିଲ୍ଲାରେ ଗୋଟିଏ ମଧ୍ୟ ଝିଅ ଯେପରି ସ୍କୁଲର ବାହାରେ ନ ରହିବେ ସେଥିପ୍ରତି ସମସ୍ତ ସମ୍ପୃକ୍ତ ବିଭାଗ ଗୁଡିକୁ ଯତ୍ନବାନ ହେବାକୁ ଜିଲ୍ଲପାଳଙ୍କ ପରାମର୍ଶ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଆଜି ଅପରାହ୍ନରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ!-->!-->!-->…
Read More...
Read More...