ଶ୍ରେଷ୍ଠ ଜିଲ୍ଲା କ୍ୟାମ୍ପୋରୀ ଭାବରେ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହେଲା ବୌଦ୍ଧ ଜିଲ୍ଲା
ବୌଦ୍ଧ, (ବଂଶୀଧର ମାଝୀ) : ଶ୍ରେଷ୍ଠ ଜିଲ୍ଲା କ୍ୟାମ୍ପୋରୀ ଭାବରେ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହୋଇଛି ବୌଦ୍ଧ ଜିଲ୍ଲା । କରୋନା ସମୟରେ ବୌଦ୍ଧ ଜିଲ୍ଲାର ସ୍କାଉଟ ଗାଇଡ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ସହିତ ଲୋକଙ୍କୁ ସେବା ଯୋଗାଇ ଦିଆଯାଇଥିଲା । ସେହି ସମୟରେ ଜିଲ୍ଲା!-->…
Read More...
Read More...