Monthly Archives

June 2022

ଚୋରା ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଜବତ

ବାଡମେର୍‌ : ବେଆଇନ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ବାଡମେର୍‌ ଜିଲ୍ଲାର ପୋଲିସର ନିଦ ହଜାଇ ଦେଇଛି । ପୋଲିସ ପକ୍ଷରୁ ଏଭଳି ର‍୍ୟାକେଟର ସଦସ୍ୟଙ୍କୁ ଗିରଫ କରିବା ଲାଗି ଏବେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ରାଜସ୍ଥାନ ବାଡମେର୍‌
Read More...

ଡେଙ୍ଗୁ ଦମନ ପାଇଁ ଆରମ୍ଭ ହେଲା ବିଏମ୍‌ସିର ଡ୍ରାଏ ଡେ ଅଭିଯାନ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଡେଙ୍ଗୁ ଦମନ ପାଇଁ ଆରମ୍ଭ ହେଲା ବିଏମ୍‌ସିର ଡ୍ରାଏ ଡେ ଅଭିଯାନ । ନିଷ୍ପତ୍ତି ଅନୁସାରେ ପ୍ରତି ଗୁରୁବାର ଓ ରବିବାର ହେବ ଡ୍ରାଏ ଡେ । ଘର ଆଖପାଖରେ ପାଣି ଜମୁଥିବା ପାତ୍ର, କୁଣ୍ଡ ଏହି ଦୁଇଦିନ ଓଲଟାଇ ରଖିବାକୁ ନିବେଦନ କଲା ବିଏମ୍‌ସି । ଡ୍ରାଏ ଡେ ଅବସରରେ
Read More...

ଗଛରେ ପିଟିହେଲା କାର୍ : ୪ ଆହତ

ଦାରିଙ୍ଗବାଡ଼ି : ଶ୍ରାନିକେତା ପଞ୍ଚାୟତ ଲିରିକେତା ଘାଟିରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । ବାଲିଗୁଡ଼ାରୁ ମୋହନା ଫେରୁଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ
Read More...

ଫରେଷ୍ଟ ଭିଜିଲାନ୍ସ ପକ୍ଷରୁ ବେଆଇନ୍ କରତକଳ ଉପରେ ଚଢାଉ

ବାଲିପାଟଣା : ବାଲିପାଟଣା ବନାଞ୍ଚଳ ଅଧିନ ସରିପୁର ଏବଂ ଡେଙ୍ଗଠାରେ ଥିବା ୨ଟି କରତକଳ ଉପରେ ଫରେଷ୍ଟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ ହୋଇଛି । ଏହା ସହ ଲକ୍ଷାଧିକ ଟଙ୍କାର ଶାଗୁଆନ୍ ଭଳି ବହୁ ମୂଲ୍ୟବାନ୍ କାଠ ମଧ୍ୟ ଜବତ ହୋଇଛି ।
Read More...

ଖାଇବା ତେଲ ଦାମରେ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ

ନୂଆଦିଲ୍ଲୀ : ଖାଇବା ତେଲ ଦାମକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ପାଇଁ କେନ୍ଦ୍ର ସରକାର ଗ୍ରହଣକରିଥିବା ପଦକ୍ଷେପ ଗୁଡିକର ପ୍ରଭାବ ସ୍ପଷ୍ଟ ପ୍ରତିଫଳିତ ହୋଇଛି । ଦେଶର ପ୍ରମୁଖ ଖାଇବା ତେଲ ବିକ୍ରେତାମାନେ ସେମାନଙ୍କ ଉତ୍ପାଦ ମୂଲ୍ୟରେ ୧୦ରୁ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ବୋଲି ଖାଦ୍ୟ
Read More...

ସାପ କାମୁଡାରେ ନାବାଳକ ମୃତ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଚ୍ଛୁଲା ଗ୍ରାମରେ ବିକ୍ରମ ନାଏକଙ୍କ ନାବାଳାକ ପୁଅ ଛବି ରଞ୍ଜନ ନାଏକର ସାପ କାମୁଡାରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ଭବାନୀପାଟଣା
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ୍ ଗସ୍ତରେ ଯାଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ମହାତ୍ମାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଆଦର୍ଶ ଏବଂ ସିଦ୍ଧାନ୍ତରେ ସେ ସର୍ବଦା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୫୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୪ ଜଣ
Read More...

ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବିବିଧ ଯୋଜନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବିବିଧ ଯୋଜନା ସେମାନଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରୁଛି । କାର୍ଯ୍ୟ ଉପକରଣ ସହାୟତାଠାରୁ ଆରମ୍ଭ କରି ଶିକ୍ଷାବୃତ୍ତି ଏବଂ ଦକ୍ଷତା ଅଭିବୃଦ୍ଧି ସହାୟତା ବ୍ୟବସ୍ଥା ଦ୍ୱାରା ନିର୍ମାଣ ଶ୍ରମିକମାନେ
Read More...

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ଭଉଣୀ ବିନ୍ଦୁ ବରିହାଙ୍କ ଅକାଳ ବିୟୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଗେର୍ଡା ପଞ୍ଚାୟତ ଦାବମାଲ ଗ୍ରାମର ସ୍ୱର୍ଗତ ବିଶିଷ୍ଟ ନାଏବ ସରପଞ୍ଚ ତଥା ବିଂଝାଲ ସମାଜ ସଭାପତି ଦୂର୍ଯ୍ୟୋଧନ ବରିହାଙ୍କ ବଡ଼ ବୋହୂ ତଥା ଟଙ୍କଧର ବରିହାଙ୍କ ଧର୍ମପତ୍ନୀ ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ଭଉଣୀ ବିନ୍ଦୁ
Read More...