Monthly Archives

June 2022

ଜେଜେ ମାଆଙ୍କର ଶୁଦ୍ଧି କାର୍ଯ୍ୟକୁ ଆସି ଜଣେ ନାବାଳକଙ୍କ ଜଳ ଗଣ୍ଡରେ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ପୋଡାପଦର ଗ୍ରାମପଞ୍ଚାୟତ ଅଧୀନ ହୁମ୍ବର ଗ୍ରାମରେ ଶନିବାର ଦିନବେଳା ଗାଁ ପୋଖରୀରେ ଦୁଇ ନାବାଳକ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ନଜରକୁ ଆସିବା ପରେ ସେ ଦୁଇଜଣଙ୍କୁ ଜଳ ଗଣ୍ଡରୁ ଉଦ୍ଧାର କରାଯାଇ ଛତ୍ରପୁର
Read More...

ରୋତ କୃଷି ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ରୋତ କୃଷି ସେବା ସମବାୟ ସମିତିରେ ଚାଷୀମାନେ ତାଲା ପକାଇଥିବା ଜଣାପଡିଛି । ଚାଷୀଙ୍କ କହିବା ଅନୁସାରେ ରବି ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ଅନେକ ଚାଷୀ ଟୋକନ ପାଇ ନାହାନ୍ତି । ରବି ଧାନ ବିକ୍ରି ପାଇଁ ଟୋକନ ମିଳିନଥିବାରୁ ଧାନ
Read More...

ଦଣ୍ଡାଦେଶ ଶୁଣି କୋର୍ଟ ପରିସରରୁ ଫେରାର ହେଲା ନିଶା ବେପାରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦଣ୍ଡାଦେଶ ଶୁଣିବା ପରେ ଭୁବନେଶ୍ୱର କୋର୍ଟ ପରିସରରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନାନୁସାରେ ଫେରାର ଅଭିଯୁକ୍ତ ଜଣକ ହେଲେ ନିଶା ବେପାରୀ ବିଜୟ ମାଣିଆ । ନିଶା କାରବାରରେ ବିଜୟ ମାଣିଆ ଗିରଫ ହୋଇଥିଲା । ଏହି ମାମଲାର ଶୁଣାଣି କରି
Read More...

ଅନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ଅବୈଧ ତସ୍କରୀ ନିରାକରଣ ଦିବସ ପାଳନ

ନିଶା ଦ୍ରବ୍ୟରକୁ ଅଭ୍ୟାସ ଓ ଅବୈଧ ତସ୍କରୀକୁ ରୋକିବା ନିମନ୍ତେ ସବୁ ସ୍ତରରେ ଆନ୍ତରିକ ଉଦ୍ୟମ ରହିବା ଆବଶ୍ୟକ - ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ସାମାଜିକ ସୁରକ୍ଷା ବିଭାଗ ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ
Read More...

ତେଲେନପାଲିରେ ରାଣୀ ଦୂର୍ଗାବତୀଙ୍କ ୪୫୮ତମ ବଳିଦାନ ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ ସ୍ଥାନୀୟ ବଜାର ପ୍ରାଙ୍ଗଣରେ ଗୋଣ୍ଡୱାନା ସାମ୍ରାଜ୍ୟର ମହାନ ବିରଙ୍ଗନା ରାଣୀ ଦୁର୍ଗାବତୀଙ୍କର ୪୫୮ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ଉକ୍ତ ସହୀଦ ଦିବସରେ ଗୋଣ୍ଡୱାନା ଛାତ୍ର ସଂଗଠନ(ଜିଏସ୍‌ୟୁ)
Read More...

ଆନ୍ତର୍ଜାତୀୟ ନିଶାନିବାରଣ ଦିବସ ଉପଲକ୍ଷେ ସଚେତନତା ରାଲି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶା ମୁକ୍ତ ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ଗଞ୍ଜାମ ଅବକାରୀ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରାଲି ବାହାରି ରିକାପଲ୍ଲୀ ଛକ ଦେଇ ଅପରବସଷ୍ଟାଣ୍ଡ ହୋଇ
Read More...

ଖୋର୍ଦ୍ଧାରେ ଲୁଟେରାଙ୍କ ଫର୍ଦାଫାସ

• ୭ ଚୋରା ବାଇକ, ୯ ସୁନା ଚେନ୍ ସହିତ ୩ ଜଣ ଅଭିଯୁକ୍ତ ଗିରଫ ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖୋର୍ଦ୍ଧା ସଦର ଆଦର୍ଶ ଥାନା ପକ୍ଷରୁ ଶନିବାର ଚଢ଼ାଉ କରାଯାଇ ୭ଟି ଚୋରା ବାଇକ, ୯ ଟି ସୁନା ଚେନ୍‌ ସହିତ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା
Read More...

ପବିତ୍ର ରଥଯାତ୍ରା ଉପଲକ୍ଷେ ୨ୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର : ଯାଜପୁର ସହରରେ ଅବସ୍ଥିତ ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ତଥା ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ପର୍ୟ୍ୟାୟ ପ୍ରସ୍ତୁତି ବୈଠକ ତହସିଦାରଙ୍କ କାର୍ୟ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ।
Read More...

ନମାମି ଗଙ୍ଗେ ପକ୍ଷରୁ ଚାରା ରୋପଣ ଓ ବୈତରଣୀ ଘାଟ ସଫେଇ ଅଭିଯାନ

ପାଟଣା : ନମାମି ଗଙ୍ଗେ ପକ୍ଷରୁ ଚାରା ରୋପଣ ଓ ବୈତରଣୀ ଘାଟ ସଫେଇ ଅଭିଯାନ ଆୟୋଜିତ ହୋଇଯାଇଛି । ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପ୍ରଚଣ୍ଡ ରାଷ୍ଟ୍ର ଭକ୍ତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଜୁନ ୨୩ ତାରିଖ ବଳିଦାନ ଦିବସରୁ ଜୁଲାଇ ୬ ତାରିଖ ଜନ୍ମ ଦିବସ
Read More...

ପାଟଣାଗଡ଼ ତାଳୁକ ଆଇନ ସେବା ସହାୟତା ସମିତି ପକ୍ଷରୁ ସଚେତନତା ଶିବିର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ତାଳୁକ ଆଇନ ସହାୟତା ସମିତି ପକ୍ଷରୁ ବାଲ ଅପରାଧ ଆଇନ(ଜୁଭେନାଲ ଧାରା) ଏବଂ ମହିଳା ସୁରକ୍ଷା ଆଇନ (ପୋକ୍ସୋ) ଧାରା ଉପରେ ସ୍ଥାନୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଇନ ସଚେତନତା କର୍ମଶାଳାରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍
Read More...