Daily Archives

ବାଉଁଶୁଣୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ବ୍ଲକ ବାଉଁଶୁଣୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜ଼ିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି ଶିବିରରେ ସର୍ବମୋଟ ୧୪୪ ଗୋଟି ଅଭିଯୋଗ
Read More...

ଫୁଲବାଣୀ ସହରରେ ବିଶ୍ୱ ସାଇକେଲ ଦିବସ ପାଳିତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଫୁଲବାଣୀ ସହରର ସ୍ଥାନୀୟ ମାଦିକୁନ୍ଦ ଛକଠାରେ ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ବାଇସାଇକେଲ ଦିବସ ଗତକାଲି ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବରେ ଡେପୁଟି- ଜ଼ିଲ୍ଲାପାଳ ବୁନା ପ୍ରଧାନ ଯୋଗ ଦେଇଥିବା ବେଳେ
Read More...

ଜିଲ୍ଲାରେ ପ୍ରତିଭାବାନ ହକି ଖେଳାଳି ଚିହ୍ନଟ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ରାଜ୍ୟରେ ଖେଳ ଓ ଖେଳାଳି ତଥା କ୍ରୀଡା ଭିତ୍ତିଭୂମିକୁ ଗରୁତ୍ୱ ପ୍ରଦାନ ପୂର୍ବକ ଅନେକ ବିକାଶ ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟର କୋଣ ଅନୁକୋଣରେ ଲୁଚିରହିଥିବା ପ୍ରତିଭା ସମ୍ପନ୍ନ ଖେଳପ୍ରେମୀ
Read More...

ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ସୂଜନପୂର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାତ୍ତିକପୂର ଗ୍ରାମର ଆରାଧ୍ୟ ଠାକୁର ବାବା ବାଙ୍କାନାଥ ଦେବଙ୍କ ପୀଠସ୍ଥଳୀରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର କଲ୍ୟାଣ ଏବଂ ଜଗତର କଲ୍ୟାଣ ନିମନ୍ତେ ଗ୍ରାମବାସୀ ପକ୍ଷରୁ ଏହି ଯଜ୍ଞ ଆୟୋଜନ
Read More...

ଦୁର୍ବୃତ୍ତ ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ଦେଲେ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ-ଖୋର୍ଦ୍ଧା ରାସ୍ତାର ମହତାବ ହାଇସ୍କୁଲ ସନ୍ନିକଟ ଏବେ ନୂଆ କରି ବସିଥିବା ଷ୍ଟେଟ୍‌ ବ୍ୟାଙ୍କ ଓଫ୍‌ ଇଣ୍ଡିଆର ଏଟିଏମ୍‌ ଓ ସଲଗ୍ନ ସିସି କ୍ୟାମେରାକୁ ଗତ ରାତିରେ କିଛି ଦୁର୍ବୁତ୍ତ ଟଙ୍କା ଲୁଟି ନେବା ପାଇଁ ଏଗୁଡିକୁ ଭାଙ୍ଗି ନଷ୍ଟ କରିଥିବା
Read More...

ପୁରୀରେ ବିଶ୍ଵ ସାଇକେଲ ଦିବସ ପାଳନ ଓ ସାଇକେଲ ଶୋଭାଯାତ୍ରା

ପୁରୀ, (ଦିଲୀପ କୁମାର ଧାଉଡିଆ) : ବିଶ୍ଵ ସାଇକେଲ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ, ଯୁବ ସେବା ଓ କ୍ରୀଡ଼ା ମନ୍ତ୍ରାଳୟ ଓ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଗତକାଲି ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସାଇକେଲ ଶୋଭାଯାତ୍ରାକୁ ଶ୍ରୀମନ୍ଦିର ନିକଟରୁ ପୁରୀ ଇଣ୍ଡୋର୍‌
Read More...

୨୫ ଗ୍ରାମ ଧଳା ଜହର ଜବତ, ଅଭିଯୁକ୍ତ ଗିରଫ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶାକାରବାର ବୃଦ୍ଧି ପାଉଥିବାବେଳେ ଚୋରା ନିଶା ବେପାରୀଙ୍କ ପ୍ରାଦୁର୍ଭାବ ସାଧାରଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଥିବା ନେଇ ଅଭିଯୋଗ ହେଉଛି । ତେବେ ଚୋରା ନିଶା ବେପାର ଧରପଗଡ଼ କ୍ଷେତ୍ରରେ ପୁଲିସ ଆଉ ପାଦେ
Read More...

ଜଳ ବିଶୋଧକ ଯନ୍ତ୍ର ବଣ୍ଟନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ଜାମପଡା ଗ୍ରାମରେ ଜଳ ବିଶୋଧକ ଯନ୍ତ୍ର ବଣ୍ଟନ କରାଯାଇଛି । ଏହି ଅବସରରେ ସରପଞ୍ଚ ଉଦ୍ଧବ ବେହେରା, ଆଶା ସଂସ୍ଥାର ପରେଶ ପ୍ରସାଦ ମହାପାତ୍ର, ମହାଶ୍ୱେତା ଆଲିସାତିଗା, ପରମେଶ୍ୱର ରଣା, ବେଲାରସେନ ସାହୁ, ସରୋଜ ସାହୁ, ନିଳାମ୍ବର ଟାଣି,
Read More...

ସାଧୁ ସାବଧାନ, ବଢୁଛି ତାଳୁଫଟା ତାତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଗତ କିଛିଦିନ ହେଲା ବଢୁଛି ତାଳୁଫଟା ତାତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦିନ ୮ଟାରୁ ଆରମ୍ଭ ହୋଇଯାଉଛି ତାଳୁଫଟା ଖରାର ଦୌରାତ୍ମ୍ୟ । ଦିନ ଦ୍ୱିପହର ବେଳା ନିଆଁ ବର୍ଷୁଥିବା ଭଳି ଅନୁଭବ ହେଉଛି । ସାଧୁ
Read More...

ସୁସ୍ଥ ଓ ନିରାମୟ ଜୀବନ ନିର୍ବାହର ନିଆରା କୌଶଳ

ସବୁ ମଣିଷ ସୁସ୍ଥ ଓ ନିରାମୟ ଜୀବନ ନିର୍ବାହର କାମନା ରଖନ୍ତି । କିନ୍ତୁ ସମସ୍ତଙ୍କ ଜୀବନରେ ଏହା ଯୁଟେ ନାହିଁ । ଜାଗତିକ ଦ୍ୱନ୍ଦ ତଥା ବିଶୃଙ୍ଖଳିତ ଜୀବନ ଶୈଳୀ ଯୋଗୁଁ ମଣିଷର ସୁସ୍ଥତା ଓ ନିରାମୟତାରେ କ୍ଷତି ପହଂଚିଥାଏ । ଏହା ବି ସତ ଯେ, ସୁସ୍ଥ ଓ ନିରାମୟ ଜୀବନ ନିର୍ବାହ କରିବାର କୌଶଳ
Read More...