Monthly Archives

May 2022

ଲାଠୋରରେ ନାମଯଜ୍ଞ

ଲାଠୋର, (କେନିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ୍‌ ଲାଠୋର ପ୍ରହରୀ ମଣ୍ଡପ ଠାରେ ଚୋବିଶ ପ୍ରହର ନାମଯଜ୍ଞ ଗତକାଲି ଆରମ୍ଭ ହୋଇଯାଇଛି । ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ରଜାକଟାଠାରୁ ଶୋଭାଯାତ୍ରାରେ ପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଶେଷଦେବ ଭଇଁଷାଳ ଓ ଅନିତା ଭଇଁଷାଳ
Read More...

ପାତଲ୍‌ଘଁଟା ଏଛିନ୍‌ ବଢ଼ଉଛେ ମୁଡ଼୍‌ଦୁଖା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହଙ୍ଗା ମାଡ଼୍‌ ଥି ଏଛିନ୍‌ ସଭେ ବାଏବିଛୋ ହେଇ ଯଉଥିଲା ବେଲ୍‌କେ ପାତଲ୍‌ଘଁଟା ବଢ଼ଉଛେ ମୁଡ଼୍‌ଦୁଖା । କେଜି ୬୦ ଟଁକା ନୁଁ ଅଏଧ୍‌କା । ଟିକେ ଚିକନ୍‌ ଚାକନ୍‌ ହେଇଥିଲେ କେଜି ଶହେ କେ ବି ପୁହୁଁଚି ଯଉଛେ । ଆମର୍‌ ଫାଲେ ସବୁ କୁଟୁମ୍‌ ଥି ପାତଲ୍‌ଘଁଟା
Read More...

ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଉଦ୍‌ଘାଟିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରସିଦ୍ଧ ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ପାପ ନାଶିନୀ ଝରଣାରୁ ପୂର୍ଣ୍ଣ କଳସ ଆଣି ସ୍ଥାପନା ସହ ପୂଜାର୍ଚ୍ଚନା କରାଯାଇଥିଲା । ବିଶ୍ଵଶାନ୍ତି ମହାଯଜ୍ଞର କଳସ ଶୋଭାଯାତ୍ରାରେ
Read More...

ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପ୍ରଦର୍ଶନୀ ପଡ଼ିଆରେ କ୍ଷୁଦ୍ରଶସ୍ୟ ଖାଦ୍ୟ ମେଳା ଉଦ୍‌ଘାଟିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ତିନିଦିନ ଧରି ଚଲିଥିବା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପ୍ରଦର୍ଶନୀ ପଡିଆଠାରେ ଆତ୍ମା ବଲାଙ୍ଗିର, ମିଶନ ଶକ୍ତି, ୱାସନ ଏବଂ ଆୟୋଜକ ୱାଇ.ସି.ଡି.ଏଙ୍କ ମିଳିତ ଉଦ୍ୟମରେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୪ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୧ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ନ୍ୟୁୟର୍କ ସୁପର୍‌ ମାର୍କେଟ୍‌ରେ ଫାଇରିଙ୍ଗ୍‌ : ସୁରକ୍ଷାକର୍ମୀଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ, ୩ ଜଣ ଆହତ

ନ୍ୟୁୟର୍କ : ଶନିବାର ନ୍ୟୁୟର୍କର ବଫାଲୋ ଅଞ୍ଚଳରେ ସୁପର୍‌ ମାର୍କେଟ୍‌ରେ ଫାଇରିଙ୍ଗ୍‌ ହୋଇଥିଲା, ଯେଉଁଥିରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି । ଏହି ଗୁଳି ବିନିମୟରେ ୩ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ରହିଥିଲେ । ଶନିବାର
Read More...

‘ଶାଲ ଘୋଡେ଼ଇ ହୋଇ ଜଣେ ମୁନ୍ନାଭାଇ ନିଜକୁ ବାଲ ଠାକ୍‌ରେ ଭାବୁଛନ୍ତି’ : ଉଦ୍ଧବଙ୍କ କଡ଼ା ଆକ୍ରମଣ

ମୁମ୍ବାଇ : ଶିବସେନା ମୁଖ୍ୟ ଏବଂ ମହାରାଷ୍ଟ୍ରର ସିଏମ ଉଦ୍ଧବ ଠାକରେ ଏବଂ ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ମଧ୍ୟରେ ବିବାଦ ଜୋର ଧରିଛି । ଲାଉଡ ସ୍ପିକର ବିବାଦ ପରେ ଉଦ୍ଧବ ଠାକରେ ରାଜ ଠାକରେ ଉପରେ କଡ଼ା ଆକ୍ରମଣ କରିଛନ୍‌ନ୍ତି । ସିଏମ୍ ଉଦ୍ଧବ ଠାକରେ କହିଛନ୍ତି, ଶାଲ ଘୋଡେ଼ଇ ହୋଇ ଜଣେ
Read More...

ସ୍ୱସ୍ତି ଝଙ୍କାର ଆୟୋଜିତ ୨୩ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦର ୪୨ତମ ବାର୍ଷିକ ଉତ୍ସବ ତଥା ସ୍ୱସ୍ତି ଝଙ୍କାର ଆୟୋଜିତ ଛଅଦିନ ଧରି ହେବାକୁ ଥିବା ୨୩ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଗତକାଲି ସ୍ଥାନୀୟ ସିଭିକ୍‌ ସେଣ୍ଟରଠାରେ ଉଦ୍‌ଘାଟିତ
Read More...

ଚଳିତ ମାସ ଶେଷ ସୁଦ୍ଧା ୨ୟ ବ୍ରାହ୍ମଣୀ ସେତୁକୁ ଯାତାୟାତ ଉପଯୋଗୀ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦ୍ଵିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ । ଶନିବାର
Read More...

ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପୁସ୍ତକ ଅଧ୍ୟୟନ ଛାତ୍ର ଛାତ୍ରୀମାନଙ୍କୁ ପ୍ରଜ୍ଞାବାନ, ବୁଦ୍ଧିମାନ ଓ ବିବେକବାନ କରି ଗଢି ତୋଳିଥାଏ । ତେଣୁ ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରହି ବିଭିନ୍ନ ପତ୍ରପତ୍ରିକା ସହ ପୁସ୍ତକ ଅଧ୍ୟୟନ କରି ଚରିତ୍ର ଗଠନ କରିବାକୁ ଶିଶୁ ଶ୍ରୀ
Read More...