Monthly Archives

May 2022

ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ପଞ୍ଚମ ବିଶ୍ୱ ପୁନଃନିର୍ମାଣ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ…

ୟୁଏନ୍‌ଡିପି, ବିଶ୍ୱବ୍ୟାଙ୍କ, ବିପର୍ୟ୍ୟୟ ହ୍ରାସ ସଂକ୍ରାନ୍ତ ବୈଶ୍ୱିକ ମଞ୍ଚ ଜିପିଡିଆରଆର୍‌ ଓ ଇଣ୍ଡୋନେସିଆର ସରକାରଙ୍କ ମିଳିତ ଉଦ୍ୟମ ଏହି ସମ୍ମିଳନୀ ଆୟୋଜିତବିପର୍ୟ୍ୟୟ ପରବର୍ତ୍ତୀ ପୁନଃନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟରେ ପାଂଚଟି ପ୍ରମୁଖ ବିଷୟ ଉପରେ ଡକ୍ଟର ମିଶ୍ରଙ୍କ ଗୁରୁତ୍ୱ“କେବଳ
Read More...

ହ୍ୱାଟ୍ସଅପ୍‌ର ମାଇ ଗଭ୍ ହେଲ୍ପ ଡେସ୍କରେ ବର୍ତ୍ତମାନ ନାଗରିକ ପାଇପାରିବେ ଡିଜିଲକର ସେବା

● ନାଗରିକମାନେ ଏଣିକି ଡିଜି ଲକର ନଥିପତ୍ର ଯେପରିକି ପ୍ୟାନକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ବାହାନ ପଞ୍ଜୀକରଣ ପ୍ରମାଣପତ୍ର ଇତ୍ୟାଦି ଡାଇନଲୋଡ କରିପାରିବେ ।● ହ୍ୱାଟ୍ସଅପ୍‌ରେ ମାଇଁ ଗଭ ହେଲ୍ପ ଡେସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟ ଡିଜିଟାଲ ଇଣ୍ଡିଆ ଓ
Read More...

ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ ଏକ ପରିବାରର ଛଅ ଜଣ : ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଭବ୍ୟ ସ୍ୱାଗତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ ଅଣ୍ଡାଲମୁଣ୍ଡି ଗାଁଠାରେ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ତେଲେନପାଲି ଶାଖା ସଭାପତି ରାଜକିଶୋର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ମୁଖ୍ୟ ଆତିଥି ରୁପେ ବ୍ଲକ୍ ସଭାପତି
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ସ୍ୱାମୀ, ସ୍ତ୍ରୀ ମୃତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ସରଣ୍ଡାପାଲିଠାରେ ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି । ପ୍ରକାଶ ଯେ, ଆଜି ସକାଳୁ ବିଜେପୁର ନିକଟ କେଶେଇପାଲି ଗ୍ରାମର ଗଣେଶ ରାମ ସାହୁ ଓ ତାଙ୍କ ସ୍ତ୍ରୀ ସନ୍ତୋଷିନୀ ଏକ ମୋଟରସାଇକେଲ (ସିଜି ୧୧ଏଡି
Read More...

ଗାଇସିଲେଟ ବ୍ଲକ ସରପଞ୍ଚ ସଂଘ ଗଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗାଇସିଲେଟ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ନିର୍ବାଚିତ ସରପଞ୍ଚମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଯାଇଛି । ଏହି ଅବସରରେ ବରିହାପାଣି ଗ୍ରାମଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାମଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ
Read More...

ସଇଁତଲା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଇ ମାସର ପଂଚମ ସୋମବାର ଆସନ୍ତା ୩୦ ତାରିଖ ଦିନ ସରକାରୀ ଛୁଟି ଦିବସ ହୋଇଥିବାରୁ ତା’ ପରଦିନ ଅର୍ଥାତ ୩୧ ତାରିଖ ମଙ୍ଗଳବାର ଦିନ ସକାଳ ୮ ଘଟିକା ସମୟରେ ସଇଁତଲା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି
Read More...

ଆଗଲପୁର ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ଆଗଲପୁର ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ
Read More...

ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ସରକାରୀ ବିଦ୍ୟାଳୟ : ବିଭାଗୀୟ ତଦନ୍ତ ଦାବୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆମ ରାଜ୍ୟରେ ଥିବା ଅନୁସୂଚିତ ଜାତି ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ବିକାଶ ତଥା ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡା
Read More...

ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ ପାଇଁ ପ୍ରତିଶୃତି

ଲୋଇସିଂହା, (କେପିଏନ୍‌ଏସ୍‌) : ସମୀର ଦିବ୍ୟାଙ୍ଗ ସହାୟତା ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମାଜସେବୀ କୀର୍ତ୍ତନ ଦାସ ଆଗଲପୁର ବ୍ଲକ ସାନଟୀକା ଗ୍ରାମର ଭିନ୍ନକ୍ଷମ ବାଳକ ରାକେଶ ଜୁଏଡ଼ଙ୍କ ଘରକୁ ଯାଇ ତାଙ୍କର ଅଧିକ ଚିକିତ୍ସା ପାଇଁ ନୃସିଂହନାଥ ସ୍ଥିତ ଆୟୁର୍ବେଦିକ ଡାକ୍ତରଖାନାରେ ଚିକିତ୍ସା
Read More...

ସଇଁତଲା ଓ ବଡ଼ମାଳ ପୋଲିସ ଅଧିକାରୀଙ୍କ ବଦଳି ଦାବୀ ନେଇ ବିଜେପି ଦଳ ତରଫରୁ ସଇଁତଲା ଥାନା ଘେରାଓ ଓ ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ଼ ଏସ୍‌ଡିପିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ, ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଓ ଗୋଟିଏ ସେକ୍ସନ ପୋଲିସ ମୁତୟନ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାରେ ସୋମବାର ଦିନ ବିଜେପି ଦଳ ତରଫରୁ ସଇଁତଲା ଥାନା ଅଧିକାରୀ ଓ ବଡ଼ମାଳ
Read More...