Monthly Archives

May 2022

ଜର୍ମାନୀ ସଂଘୀୟ ସାଧାରଣତନ୍ତ୍ରର ଚାନ୍ସେଲରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଜର୍ମାନୀ ସଂଘୀୟ ସାଧାରଣତନ୍ତ୍ରର ଚାନ୍ସେଲର ମହାମହିମ ମିଃ ଓଲାଫ ସ୍କୋଲ୍‌ଜ୍‌ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି । ଭାରତ ଏବଂ ଜର୍ମାନୀ ମଧ୍ୟରେ ଷଷ୍ଠ ପର୍ୟ୍ୟାୟ ଦ୍ବିପାକ୍ଷିକ ଆନ୍ତଃସରକାରୀ ବିଚାରବିମର୍ଶ (ଆଇଜିସି)
Read More...

ଯୋଗିନୀ ଉତ୍ସବ ‘ଝରିଏଲ୍’ ଉଦ୍‌ଘାଟିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "କଳାଶ୍ରୀ ଆର୍ଟ ଏକାଡେମୀ" ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୫ତମ ସର୍ବଭାରତୀୟ ଯୋଗିନୀ ମହୋତ୍ସବ "ଝରିଏଲ୍" ରାଜ୍ୟର ଏକାଧିକ ସ୍ଥାନରେ ଅନୁଷ୍ଠିତ ହେଉଛି । ଗତ ତା୦୧/୦୫/୨୦୨୨ ରବିବାର
Read More...

ବାସନ୍ତୀ ପାଠାଗାର ଆନୁକୂଲ୍ୟରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ…

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଠାଗାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାର ସଭାପତି ପ୍ରଫେସର ଜେ କେ ରାଓଙ୍କ ଅଧ୍ୟକ୍ଷତା,
Read More...

ବିଶ୍ଵକର୍ମା ଗୃହ ନିର୍ମାଣ ଶ୍ରମିକ ସଂଘର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରଡୋଲ ସ୍ଥିତ ବିଶ୍ଵକର୍ମା ଗୃହ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଏସ୍‌ପି ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବାଙ୍ଗଲାଦେଶୀ ଶ୍ରମିକମାନେ ଆସି କାର୍ଯ୍ୟ
Read More...

ଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ସଚେତନ ରଥଯାତ୍ରା ଏବଂ ଜିଲ୍ଲାସ୍ତରୀୟ ମହିଳା ପାଠ୍ୟଚକ୍ର ଆଲୋଚନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ସାରା ଭାରତରେ ୧୫/୦୮/୨୧ରୁ ଆରମ୍ଭ ହୋଇ ୧୫/୦୮/୨୨ ଦୀର୍ଘ ଏକ ବର୍ଷ ପର୍ଯ୍ୟନ୍ତ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ଅବସରରେ ବାଲିଗୁଡାରେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ
Read More...

ରାମଲୀଳା କଳାକାର ସମ୍ୱର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ସଂସ୍କାର ଭାରତୀ ପକ୍ଷରୁ ରିଷିଡଠାରେ ରାମଲୀଲା କଳାକାରମାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ ବିଶାଳ କଳାକାର ସମାବେଶ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସ୍କାର ଭାରତୀର ପଶ୍ଚିମ ପ୍ରାନ୍ତ ଲୋକକଳା ସଂଯୋଜକ ହରେକୃଷ୍ଣ
Read More...

ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ପୌରାଧ୍ୟକ୍ଷା ଲିକା ସାହୁ : ଏଣୁ ଏଣିକି ସନ୍ଧ୍ୟା ସମୟରେ ବି ହାଟପଦାଠାରେ ଥିବା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଣୁ ଏଣିକି ସନ୍ଧ୍ୟା ସମୟରେ ବି ହାଟପଦାଠାରେ ଥିବା ପାର୍କ ଖୋଲିବ । ପୂର୍ବରୁ ଏହି ପାର୍କକୁ ପରିଦର୍ଶନ କରି ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ପାର୍କରେ ଆଉ ବିଜୁଳିର ସମସ୍ୟା ରହିବ ନାହିିଁ ଏବଂ ସନ୍ଧ୍ୟା ସମୟରେ ବି ପାର୍କ ଖୋଲିବ ବୋଲି ପ୍ରତିଶୃତି
Read More...

ୱାର୍ଡ ନମ୍ବର ୯ର ବେହେରାପାଲିକୁ ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୯ର ବେହେରାପାଲିକୁ ପରିଦର୍ଶନ କରିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ଶ୍ରୀମତୀ ସାହୁ ପରିଦର୍ଶନ କରି ବେହେରାପାଲି ପୋଖରୀରର ପୁନରୁଦ୍ଧାର ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ଚାଉଳ ବଣ୍ଟନ
Read More...

ଟାଇ ବକ୍ସିଂରେ ଚାମ୍ପିୟନ କୃତି ପ୍ରତିଯୋଗୀଙ୍କୁ ବଲାଙ୍ଗିର ରେଳ ଷ୍ଟେସନରେ ଜିଲ୍ଲା ଉସୁ ସଂଘ ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରେଳ ଷ୍ଟେସନ ଠାରେ ଟାଇ ବକ୍ସିଂରେ ଚାମ୍ପିୟନ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ବଲାଙ୍ଗିର ଜିଲ୍ଲା ଉସୁ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ସୂଚନା ଅନୁସାରେ ଗତକାଲି ଭୁବନେଶ୍ୱର ସ୍ଥିତ କୁମ୍ୟନିଟି ସେଣ୍ଟର ଠାରେ ରାଜ୍ୟରେ ପ୍ରଥମ କରି
Read More...

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହର ଉଦ୍‌ଘାଟନ କଲେ ମାନ୍ୟବର ଉପରାଷ୍ଟ୍ରପତି

ରାଷ୍ଟ୍ରର ବିକାଶ ପାଇଁ ଶିକ୍ଷା ହେଉଛି ସବୁଠୁ ଶକ୍ତିଶାଳୀ ମାଧ୍ୟମ- ମାନ୍ୟବର ଉପରାଷ୍ଟ୍ରପତି ଭାରତୀୟ ଶିକ୍ଷା ବ୍ୟବସ୍ଥା ଆଧୁନିକ ହେବ ଏବଂ ବୈଶ୍ୱିକ ନାଗରିକ ସୃଷ୍ଟି କରିବ : ଧର୍ମେନ୍ଦ୍ର ପ୍ରଧାନ• ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ଶିକ୍ଷା ଅନୁଷ୍ଠାନ ନୁହେଁ, ଲୋକଙ୍କ ଭାବାବେଗ ସହ
Read More...