ବେପରୁଆ ଗାଡି ଚାଳନା ବିରୋଧରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, (କେପିଏନ୍ଏସ୍) : ରାଜଧାନୀରେ ଜାରି ରହିଛି ବେପରୁଆ ଗାଡି ଚାଳନା ବିରୋଧରେ କାର୍ୟ୍ୟାନୁଷ୍ଠାନ । ଗତରାତିରେ ସନ୍ଧ୍ୟା ୬ଟାରୁ ରାତି ୧୧ଟା ମଧ୍ୟରେ ରାଜଧାନୀର ବିଭିନ୍ନ ଛକରେ ଚେକିଂ କରାଯାଇଥିଲା । ଏହି ସମୟରେ ୧୯୪ ଜଣ ଖିଲାପକାରୀଙ୍କ ଠାରୁ ପ୍ରାୟ ୧ ଲକ୍ଷ ଟଙ୍କାର ଜରିମାନା!-->…
Read More...
Read More...