Monthly Archives

April 2022

ଓମ୍‌ଫେଡ୍‌ର ପ୍ରଦୂଷଣ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପ୍ରଧାନପାଲି ଅଞ୍ଚଳର ଜନ ସାଧାରଣମାନେ ବିଭିନ୍ନ ସମସ୍ୟା ନେଇ ପ୍ରଦୂଷଣ ବିଭାଗ ଯାଇଥିଲେ । ପାଖରେ ଥିବା ଫାକ୍ଟ୍ରିରୁ ଅନବରତ କଳା ଧୂଆଁ ବାହାରି ସ୍ଥାନୀୟ ଅଂଚଳରେ ବାୟୁ ପ୍ରଦୂଷଣ କରୁଛି । ଯାହାଦ୍ୱାରା କି ଛୋଟ ପିଲା ଓ ବୟସ୍କମାନେ ବିଭିନ୍ନ ରୋଗର
Read More...

ମଞ୍ଚଶିଳ୍ପୀ ପ୍ରଦୀପ ପଣ୍ଡାଙ୍କୁ ନବଜୀବନ ସମ୍ମାନ

ସମ୍ବଲପୁର : ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ଅଭିନେତା ପ୍ରଦୀପ ପଣ୍ଡାଙ୍କୁ ନବଜୀବନ ସମ୍ମାନ - ୨୦୨୨ରେ ସମ୍ମାନିତ କରାଯାଇଛି । ନବଜୀବନ ସଂସ୍ଥା, ସୁନ୍ଦରଗଡ଼ ଆନୁକୂଲ୍ୟରେ ମାଦ୍ରି କାଲୋ ଭବନଠାରେ ଅନୁଷ୍ଠିତ ବସନ୍ତ ମହୋତ୍ସବରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଂପାଦକ ପ୍ରବୋଧ ରଥ ମୁଖ୍ୟ
Read More...

ବରଗଡ ଜିଲ୍ଲା ଓକିଲ ସଂଘର ଟାଟା ପାୱାରକୁ ତାଗିଦ୍ : ଖାମଖିଆଲି ପାୱାର କାଟ ନ କରିବାକୁ ଚେତାବନୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଓକିଲ ସଂଘର ସଭାପତି ଚନ୍ଦ୍ରଧ୍ଵଜ ଜାଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଟାଟା ପାୱାରର ଉଚ୍ଚ ପଦାଧିକାରୀଙ୍କୁ ସାକ୍ଷାତ କରି ବରଗଡ ସହରରେ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେମାନେ ଆଲୋଚନାରେ ଜନ ସାଧାରଣଙ୍କ
Read More...

ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

ପାଇକମାଲ, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ଥିବା ଛାତ୍ରୀମାନଙ୍କ ପିତା ମାତାଙ୍କୁ ନେଇ ଅନୁଷ୍ଠିତ ଏହି ସମ୍ମିଳନୀରେ ପ୍ରଧାନ ଶିକ୍ଷକ
Read More...

ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଇଁ ଅନୀଲ କୁମାର କାଳିଆଙ୍କ ଅଧ୍ୟକ୍ଷତାରେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ଡିସେମ୍ବର ମାସରେ ଏହି ଭବ୍ୟ ଉତ୍ସବ ଆୟୋଜନ କରିବା ପାଇଁ ସ୍ଥିରୀକୃତ ହୋଇଛି । ବୈଠକରେ
Read More...

ପଞ୍ଚାୟତ ସମିତି କାର୍ଯ୍ୟାଳୟ ତୁରେକେଲାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଉଦ୍‌ଘାଟିତ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟ ତୁରେକେଲାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯରଇଛି । ଏହି ଅବସରରେ ଚ୍ୟାରମେନ୍ ପୁଜା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସପ୍ସଚାଳକ ସିକନ୍ଦର୍ ଭୋଇଙ୍କ କ୍ରମେ ବିଡିଓ ଦେବାଶିଷ
Read More...

କ୍ଳଷ୍ଟରସ୍ତରୀୟ ମୌଳିକ ସାକ୍ଷରତା ଓ ଗଣିତ ଜ୍ଞାନ ଓରିଏଣ୍ଟସନ୍‌ ମିଶନ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସାରା ରାଜ୍ୟରେ କରୋନା ଯୋଗୁଁ ଦୁଇବର୍ଷ ବିଦ୍ୟାଳୟ ବନ୍ଦ ପରେ ସରକାରଙ୍କ ନିଷ୍ପତ୍ତି କ୍ରମେ ବର୍ତ୍ତମାନ ସମସ୍ତ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣ ପାଇଁ ଆସୁଛନ୍ତି ହେଲେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ମୌଳିକ
Read More...

ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ରୁଷ ସେନାକୁ ଦୁନିଆର ସବୁଠାରୁ ବର୍ବର ସେନା ବୋଲି କହିଲେ

କିଭ୍‌(ୟୁକ୍ରେନ) : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ରୁଷର ସେନାକୁ ଦୁନିଆର ସବୁଠାରୁ ବର୍ବର ସେନା ବୋଲି କହିଛନ୍ତି । ସେ କହିଛନ୍ତି ଯେ, ରୁଷର ସକ୍ଷମ ସୈନିକମାନଙ୍କ ସହ ଯାହା ବି ଅସ୍ତ୍ର ଉପଲବ୍ଧ, ସେମାନେ ୟୁକ୍ରେନ ବିରୁଦ୍ଧରେ ବ୍ୟବହାର କରୁଛନ୍ତି । ଜେଲେନସ୍କି ଦେଶକୁ ଏକ
Read More...

ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ ଜୋରିମାନା : କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ : ଦିଲ୍ଲୀରେ କୋଭିଡ -୧୯ର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ (ଡିଡ଼ିଏମ୍‌ଏ) ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି । ଏଥିସହ ଉଲ୍ଲଂଘନକାରୀଙ୍କ ଉପରେ ୫୦୦ ଟଙ୍କା ଜୋରିମାନା ଲାଗୁ କରାଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ,
Read More...

ଜାହାଙ୍ଗିରପୁରୀରେ ଚାଲୁଥିବା ବୁଲଡୋଜର ଉପରେ ରାହୁଲ ଗାନ୍ଧୀଙ୍କ ବିସ୍ଫୋରକ ବୟାନ : ବିଜେପିକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ : ଦିଲ୍ଲୀର ଜାହାଙ୍ଗିରପୁରୀର ଅତିକ୍ରମଣ ବିରୋଧୀ ଅଭିଯାନ ଉପରେରେ ବିସ୍ଫୋରକ ବୟାନ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଭାରତୀୟ ଜନତା ଦଳକୁ ପରାମର୍ଶ ଦେଇଛନ୍ତି । ରାହୁଲ କହିଛନ୍ତି ଯେ, ଗରିବ ଏବଂ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବା ପରିବର୍ତ୍ତେ ବିଜେପି ନିଜ ହୃଦୟରେ
Read More...
error: Content is protected !!