ଖପ୍ରାଖୋଲ ପଞ୍ଚାୟତ ସମିତି ବୈଠକ : ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ନେଇ ଉଦ୍ବେଗ
ଅଫିସରେ ନ ବସି ଫିଲ୍ଡକୁ ଯାଇ ଲୋକ ସମସ୍ୟା ବୁଝ ବୋଲି ଅଧିକାରୀଙ୍କୁ ତାଗିଦ୍ କଲେ : ବିଧାୟକ ସରୋଜ
ପାଟଣାଗଡ଼, (ଗୋରେଖନାଥ ବରିହା) : ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଖପ୍ରାଖୋଲ ପଞ୍ଚାୟତ ସମିତିର ପ୍ରଥମ ବୈଠକ ଖପ୍ରାଖୋଲ ବ୍ଲକ ସଭାଗୃହଠାରେ ଗୁରୁବାର ଅନୁଷ୍ଠିତ!-->!-->!-->…
Read More...
Read More...