Daily Archives

ପୋଲିସଙ୍କୁ ଚ୍ୟାଲେଞ୍ଜ ଦେଉଛି ରାଜମିସ୍ତ୍ରୀ ଶିବରାମ ସାହୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୌଣସି କାରଣରୁ ଘରୁ ଗତ ୮ ତାରିଖରୁ ଫେରାର ହୋଇଥିବା ବ୍ରହ୍ମପୁର ପୋଲିସଜିଲ୍ଲା ଅନ୍ତର୍ଗତ ବାଦପୁର ଗ୍ରାମର ଶିବରାମ ସାହୁଙ୍କୁ ଠାବ କରିବା ଓ ଗିରଫ କରିବା ନିମନ୍ତେ ପୋଲିସଙ୍କୁ ଏତଲା ଦିଆଯାଇଛି । ପେଶାରେ ରାଜମିସ୍ତ୍ରୀ ଥିବା ଶିବରାମ ବାରମ୍ବାର
Read More...

ରାଜଶ୍ରୀ ପବ୍ଲିକ ସ୍କୁଲ ସିନାପାଲିର ୧୪ତମ ବାର୍ଷିକ ଉତ୍ସବରେ ବିଧାୟକଙ୍କ ଯୋଗଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଯେତେ ଗୋଟି ପବ୍ଲିକ ସ୍କୁଲ ରହିଛି ସେହି ପବ୍ଲିକ ସ୍କୁଲମାନଙ୍କ ମଧ୍ୟରୁ ରାଜଶ୍ରୀ ପବ୍ଲିକ ସ୍କୁଲ ସିନାପାଲି ହେଉଛି ଅନ୍ୟତମ । ଏହି ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପାଠପଢା, ନାଚଗୀତ, ନାଟକ, ନୃତ୍ୟ ପରିବେଷଣ ବାର୍ଷିକ ଉତ୍ସବ, ସଭା
Read More...