Daily Archives

କପାଣି ଅଂଚଳରେ ଆମ୍ବୁଲାନ୍ସ ଦୁର୍ଘଟଣା

ବେଲପଡା, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ କପାଣି ଅଂଚଳରେ ରବିବାର ରାତିରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ଆମ୍ବୁଲାନ୍ସଟି ରୋଗୀଙ୍କୁ ଛାଡି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡାରେ ଥିବା ଗଛରେ ବାଡେଇ ହୋଇଥିଲା । ଫଳରେ
Read More...

କୃଷିଜାତ ସାମଗ୍ରୀର ରପ୍ତାନୀ/ଆମଦାନୀ ଓ କୀଟନାଶକ ପଞ୍ଜୀକରଣ କାରବାରକୁ ସୁଗମ କରିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ…

● ଡ୍ରୋନ ଦ୍ୱାରା କୀଟନାଶକ ସିଞ୍ଚନ ପାଇଁ ପଞ୍ଜୀକୃତ ହେବାକୁ ଆବେଦନ କରିଥିବା ପ୍ରାୟ ସବୁ ଦରଖାସ୍ତକାରୀଙ୍କୁ ଅନୁମତି ପ୍ରଦାନ● ଦେଶର କୃଷିଜାତ ସାମଗ୍ରୀର ରପ୍ତାନୀ ବୃଦ୍ଧି ଏକ ଗର୍ବ ଓ ଗୌରବର ବିଷୟ ଏବଂ ଏସବୁ କାରବାରକୁ ସୁଗମ କରିବା ଏକ ବଡ ସଫଳତା: କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ
Read More...

ଗୁଡ଼ହାଣ୍ଡି ଡୋକରୀଚଞ୍ଚରା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦ୍‌ଯାପିତ

ପାଣି ପାଇଁ ଡହଳବିକଳ ପର୍ଯ୍ୟଟକ, ଟ୍ରାଫିକ୍ ସମସ୍ୟା ନାକେଦମ୍ କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୮ ଦିନ ଧରି ଚାଲିଥିବା ଗୁଡ଼ହାଣ୍ଡି ଡୋକରୀଚଞ୍ଚରା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି
Read More...

କାଳବୈଶାଖୀ ତାଣ୍ଡବ : ଉଡ଼ିଲା ଛାତ, ଗଛ ଭାଙ୍ଗି ରାସ୍ତା ଅବରୋଧ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଭୁଷିଗଡ଼ ପଞ୍ଚାୟତ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପ୍ରବଳ ଝଡ଼ ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପଞ୍ଚାୟତର ବିଭିନ୍ନ ଗ୍ରାମରେ ବହୁ ଲୋକଙ୍କ ଚାଳଛପର ଓ ଆଜବେଷ୍ଟ ଉଡ଼ି ଯାଇଥିବା ବେଳେ ଅନେକ ଘର
Read More...

ବ୍ଲକ ସ୍ତରୀୟ ଏନ୍‌ପିଏସ୍‌ ହାଇସ୍କୁଲ ଶିକ୍ଷକ ସଂଘର ସମାବେଶ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସ୍ଥିତ ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ସରକାରୀ ହାଇସ୍କୁଲ ଏନ୍‌ପିଏସ୍‌ ଶିକ୍ଷକ ସଂଘ ଲୋଇସିଂହା ବ୍ଲକ ପକ୍ଷରୁ ଏନ୍‌ପିଏସ୍‌ ଶିକ୍ଷକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ନରେଶ ଦ୍ୱାରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ଦୟଣାଚୋରି ସାହିତ୍ୟ ଆସର-୨୦୨୨

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗ୍ରାମର ପ୍ରସିଦ୍ଧ ଦୟଣାଚୋରି ଲୋକ ଉତ୍ସବ ଅବସରରେ ଘୋରଡିଆ ବଜାର ମେଳଣ ମଣ୍ଡପରେ ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ଓ ସ୍ୱାଧୀନ ସେବା ଚାରୀଟେବୁଲ ଟ୍ରଷ୍ଟର ମିଳିତ ଆନ୍ୟୁକୂଲ୍ୟରେ ସପ୍ତମ
Read More...

ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ବରଗଡ଼ ଗସ୍ତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ବିଜୟ କୃଷ୍ଣ ପଟେଲ ଗତକାଲି ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତ କରିଥିଲେ । ଏହି ଅବସରରେ ସେ ଜିଲ୍ଲାର ସିଭିଲ ସୋସାଇଟିର ସଭ୍ୟ ସଭ୍ୟାମାନଙ୍କୁ ଭେଟି ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା
Read More...

ରମ୍ଭା ଏନ୍‌ଏସିରେ ଜଳ ସ୍ୱଛତା ଦିବସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସର ଭୁକ୍ତ ଧୋବାସାହି ପୋଖରୀ ପ୍ରକଳ୍ପ ନିର୍ଦ୍ଧେଶକ (ଛତ୍ରପୁର) ସଚ୍ଚିଦାନନ୍ଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଳ ସ୍ୱଛତା କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ସହ ସ୍ବେଛାସେବୀ ମାନଙ୍କୁ ସ୍ୱଛତା ବାର୍ତ୍ତା
Read More...

ବିଦ୍ୟାଳୟସ୍ତରୀୟ ଶିଶୁ ଲିଖନ କର୍ମଶାଳା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ପୁଇଁତୋଳା ଉଚ୍ଚ ପ୍ରାଥମିକ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ଶିଶୁ ଲିଖନ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ସ୍କୁଲ ପରିଚାଳନା କମିଟି ସଭାପତି ଅଜୟ କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ଏଥିରେ ମୁଖ୍ୟ ଅତିଥି ବିଇଓ
Read More...