ଅସହ୍ୟ ଖରା ସହିତ ବାରମ୍ବାର ପାୱାର କଟ : ଟାଟା ପାୱାର ବିରୁଦ୍ଧରେ ଦାନା ବଂଧୁଛି ଅସନ୍ତୋଷ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୋଟିଏ ପଟେ ରେକର୍ଡ ବ୍ରେକିଙ୍ଗ ମୁଣ୍ଡ ଫଟା ଖରା, ଅନ୍ୟ ପଟେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଜୀବନ ଯାପନ ଅସହ୍ୟ କରୁଛି । ପ୍ରାୟ ଦୁଇ ଗୁଣା ବିଦ୍ୟୁତ ଦର ଦେବା ସତ୍ୱେ ମଧ୍ୟ କେତେବେଳ ଲୋ ଭୋଲ୍ଟେଜ ତ ଆଉ କେତେବେଳେ ପାୱାର କଟ୍ ମଣିଷକୁ ପ୍ରବଳ!-->…
Read More...
Read More...