Daily Archives

ପାଇକମାଲରେ ସାଇ ମନ୍ଦିର ପ୍ରତିଷ୍ଠା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଠାରେ ଶ୍ରୀ ସତ୍ୟସାଇ ଭଜନ ମଣ୍ତଳୀ ପାଇକମାଲ ତରଫରୁ ଶ୍ରୀ ସତ୍ୟସାଇ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଏବଂ ଏକାଦଶ କୁଣ୍ତିୟ ବିଶ୍ବଶାନ୍ତି ଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିବସରେ କଳସ ଯାତ୍ରା, ଦ୍ବିତୀୟ ଦିବସରେ ଗଣେଶ ଓ ହନୁମାନ
Read More...

ସାଂଘାଇରେ ବେକାବୁ କରୋନା : ସରକାରୀ ଆଦେଶ – ଏକାଠି ଶୋଇବା, ଆଲିଙ୍ଗନ କରିବା ଏବଂ ଚୁମ୍ବନ ଦେବା ଉପରେ ବି…

ହଂକଂ : କରୋନା ଭାଇରସ୍ ଚୀନ୍‌ର ପିଛା ଛାଡୁନାହିଁ । ପୁଣି ଥରେ କରୋନା ଏଠାରେ ଲୋକଙ୍କ ଉପରେ ବିପଦ ସୃଷ୍ଟି କରୁଛି । ପ୍ରତ୍ୟହ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । କରୋନାର ନୂତନ ତରଙ୍ଗର ସବୁଠାରୁ ବଡ ପ୍ରଭାବ ସାଂଘାଇରେ ଦୃଶ୍ୟମାନ ହେଉଛି । ଏଠାରେ ପୁଣି ଲକ୍‌ଡାଉନ୍ ଲାଗୁ କରାଯାଇଛି ।
Read More...

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ବିଭିନ୍ନ ସ୍କୁଲର ଜୁନିଅର ରେଡକ୍ରସ ୟୁନିଟ ତରଫରୁ ବିଶ୍ୱ ସ୍ଥାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଅବସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।
Read More...

ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସାହୁପଡା ନିବାସୀ ଅବସରପ୍ରାପ୍ତ ପୋଲିସ ଅଫିସର କୃପାନିଧି ପଣ୍ଡାଙ୍କ ଗତକାଲି ଅପରାହ୍ନରେ ସାଲେପୁର (କଟକ) ସ୍ଥିତ ନିଜ ବାସଭବନରେ ମାତ୍ର ୬୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟରୁ ସ୍ନାତକ ପରେ ପୋଲିସ
Read More...

ଭାରତକୁ ଆମେରିକାର ଚେତାବନୀ – ଯଦି ରୁଷ ସହିତ ବନ୍ଧୁତା ବଢ଼ାଅ, ତେବେ ଭୋଗିବାକୁ ହେବ ପରିଣାମ

ୱାଶିଂଟନ୍ : ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକା କ୍ରମାଗତ ଭାବରେ ଭାରତ ଉପରେ ଚାପ ପକାଉଛି । ବର୍ତ୍ତମାନ ଆମେରିକା ଖୋଲାଖୋଲି ଭାବେ ଚେତାବନୀ ଦେଇଛି ଯେ, ଯଦି ଭାରତ ରୁଷ ସହିତ ମେଣ୍ଟ କରେ, ତା’ହେଲେ ଏହାର ମୂଲ୍ୟ ଦେବାକୁ ପଡିବ । ଏକ ରିପୋର୍ଟ ଅନୁଯାୟୀ,
Read More...

ଶ୍ରୀଲଙ୍କାରେ ଖାଦ୍ୟ ଏବଂ ପାନୀୟ ପାଇଁ ସଂଘର୍ଷ କରୁଛନ୍ତି ଲୋକେ, ୧୩ ଘଣ୍ଟା ବିଦ୍ୟୁତ୍ କାଟ୍‌ରେ ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ : ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ସରିଯାଇଛି, ଯେଉଁଥି ପାଇଁ ଶ୍ରୀଲଙ୍କା ଜରୁରୀ ଜିନିଷ ଆମଦାନୀ କରିବାରେ ଅସମର୍ଥ । ଦେଶରେ ଔଷଧ, ଖାଦ୍ୟ ଶସ୍ୟ, ଚିନି, କ୍ଷୀର ପାଉଡର, ପନିପରିବା ଅଦି ସାମଗ୍ରୀର ଘୋର ଅଭାବ ରହିଛି । ଖାଦ୍ୟ ସାମଗ୍ରୀ ପାଇଁ ଲୋକଙ୍କ ମଧ୍ୟରେ
Read More...

ରାତି ୮ଟାରେ ପାକ୍‌ ସଂସଦର ଭଙ୍ଗକୁ ନେଇ ସୁପ୍ରିମକୋର୍ଟରେ ନିଷ୍ପତ୍ତି : ପ୍ରଧାନ ବିଚାରପତି ଡେପୁଟି ବାଚସ୍ପତିଙ୍କ…

ନୂଆଦିଲ୍ଲୀ : ପାକିସ୍ତାନର ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କୁ ଏକ ଝଟକା ଦେଇଛନ୍ତି । ପାକିସ୍ତାନର ସୁପ୍ରିମକୋର୍ଟ କହିଛନ୍ତି ଯେ, ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ସମୟରେ ଡେପୁଟି ବାଚସ୍ପତି ଦେଇଥିବା ନିଷ୍ପତ୍ତି ଭୁଲ ଅଟେ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଆମକୁ ଦେଶର
Read More...

ବରଗଡ଼ ପୌର ପରିଷଦର ନୂତନ ଉପାଧ୍ୟକ୍ଷ ଭାବେ ରାଜେଶ କୁମାର ଅଗ୍ରୱାଲ ନିର୍ବାଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦର ନୂତନ ଉପାଧ୍ୟକ୍ଷ ଭାବେ ରାଜେଶ କୁମାର ଅଗ୍ରୱାଲ ନିର୍ବାଚିତ ହୋଇଛନ୍ତି । ବରଗଡ଼ ପୌରାଞ୍ଚଳର ୫ ନମ୍ବର ୱାର୍ଡର କାଉନସିଲର ଶ୍ରୀ ଅଗ୍ରୱାଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ବାଚନ ଅଧିକାରୀ ତଥା
Read More...

୧୪ ଦଫା ନେଇ ସୁବର୍ଣ୍ଣପୁରଠାରେ ହଜାର ହଜାର ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ ପଟୁଆର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ଦାବୀକୁ ନେଇ ଆଜି ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମଜଦୁର ସଂସ୍ଥା ଦ୍ବାରା ଅନୁବନ୍ଧିତ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ
Read More...

ସ୍ଵଚ୍ଛତା ହିଁ ଉତ୍ତମ ସ୍ଵାସ୍ଥ୍ୟର ମୂଳମନ୍ତ୍ର – ଡାକ୍ତର ସଂଗୀତା ଚୌଧୁରୀ

ପାଳିତ ହେଲା ବ୍ଲକସ୍ତରୀୟ ବିଶ୍ଵ ସ୍ଵାସ୍ଥ୍ୟ ଦିବସସ୍ଵଚ୍ଛତା ପକ୍ଷରେ ଡାକ୍ତରଖାନା ପରିସର ସଫେଇ କଲେ ଡାକ୍ତର, ଶିକ୍ଷକ ଓ କର୍ମଚାରୀବିଭିନ୍ନ ଗାଁରେ ସାମୁହିକ ସଫେଇ କାମ ଆୟୋଜନ କଲେ ଗାଁ କଲ୍ୟାଣ ସମିତି ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରଠାରେ
Read More...