Daily Archives

ଅସହାୟ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଏକ ଶବକୁ ସସମ୍ମାନର ସହ ସତ୍କାର କରାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଘରଲାର ରମେଶ ଝାଙ୍କର ବହୁ ଦିନରୁ ବଲାଙ୍ଗିର କାରାଗାରରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ
Read More...

ସାର୍ବଜନୀନ ସେବା କେନ୍ଦ୍ରର ନେଟୱର୍କ ତିଆରି

ନୂଆଦିଲ୍ଲୀ, (ପିଆଇବି) : ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଡିଜିଟାଲ୍ ଇଣ୍ଡିଆ କାର୍ୟ୍ୟକ୍ରମ ଅଧୀନରେ ସାର୍ବଜନୀନ ସେବା କେନ୍ଦ୍ର (ସିଏସ୍ସି)ର ନେଟୱର୍କ ତିଆରି କରିଛନ୍ତି । ସିଏସ୍ସି ପ୍ରକଳ୍ପ ଗୁଡିକରେ ନାଗରିକମାନଙ୍କୁ ବିଭିନ୍ନ ସରକାରଙ୍କଠାରୁ ନାଗରିକ (ଜିଟୁସି)
Read More...

ଇସ୍ରୋକୁ ସହାୟତା ନିମିତ୍ତ ନୂଆ ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ

ନୂଆଦିଲ୍ଲୀ, (ପିଆଇବି) : ଇସ୍ରୋର ଗବେଷଣା କ୍ଷେତ୍ରକୁ ସହାୟତା କରିବା ନିମିତ୍ତ ଦେଶରେ ନୂଆ ନୂଆ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି ବୋଲି କେନ୍ଦ୍ର ଆଣବିକ ଶକ୍ତି ଏବଂ ମହାକାଶ ଗବେଷଣା ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ପ୍ରକାଶ କରିଛନ୍ତି । ଏକ
Read More...

ନିର୍ଭୟା ପାଣ୍ଠିରୁ ୨୦୨୧-୨୨ରେ ଓଡ଼ିଶାକୁ ମିଳିଛି ୨୬.୫୪ କୋଟି ଟଙ୍କା

● ‘ୱାନ ଷ୍ଟପ୍ ସେଣ୍ଟର’ ଖୋଲିବା ଏବଂ ପରିଚାଳନା ଲାଗି ହୋଇଛି ଅର୍ଥ ବିନିଯୋଗ● ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନିର୍ଭୟା ପାଣ୍ଠିରେ ମୋଟ୍ ୬୨୧୨.୮୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ନିର୍ଭୟା ପାଣ୍ଠି ମାଧ୍ୟମରେ କେନ୍ଦ୍ର ସରକାର ୨୦୨୧-୨୨ ରେ
Read More...

ଦେଓଗାଁ ବ୍ଲକସ୍ତରୀୟ ବିଜ୍ଞାନମେଳା ଉଦ୍‌ଯାପିତ

ଦିନିକିଆ ବିଜ୍ଞାନମେଳା ଯୋଗୁଁ ଅବିଭାବକ ଅସନ୍ତୋଷ ଦେଓଗାଁ, (ମନୀଷ କୁମାର ସାହୁ) : ବିଜ୍ଞାନମେଳା ଦ୍ୱାରା ଛାତ୍ର, ଛାତ୍ରୀମାନଙ୍କ ମଧ୍ୟରେ ଗୋଟିଏ ବୈଜ୍ଞାନିକ ମନୋଭାବ ସୃଷ୍ଟି ହେବା ସହ ତାଙ୍କ ମଧ୍ୟରେ ଥିବା ବହୁ ପ୍ରତିଭା ଉଦ୍‌ଜୀବିତ ହୋଇଥାଏ । ଏହାକୁ ଚିହ୍ନଟ କରିବା ପାଇଁ
Read More...

ଭୀମଡୁଙ୍ଗୁରୀ ନୌବିହାର ପ୍ରକଳ୍ପ ଉଦ୍‌ଘାଟନ କଲେ ନରସିଂହ

ଆଗାମୀ ଦିନରେ ପ୍ରତିଷ୍ଠା ହେବ ଡିଅର ପାର୍କ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୭ ବର୍ଷ ହେବ ଭୀମଡୁଙ୍ଗୁରି ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ପ୍ରଚେଷ୍ଟା ଚାଲିଛି । ଯଦିଓ ଏହି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଆହୁରି କିଛି ସମୟ ଲାଗିବ ତା' ସତ୍ତ୍ୱେ ମଧ୍ୟ ଯେତେ ଅନୁଦାନ
Read More...

ନୂତନ ସରପଞ୍ଚ ଦେବରାଜ ପଧାନଙ୍କ ୟୁ.ପି ସ୍କୁଲ ପରିଦର୍ଶନ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଆଜି ପଡ଼ିଆବାହାଲ ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ଦେବରାଜ ପଧାନ ପାଚେର ୟୁ.ପି ସ୍କୁଲକୁ ପରିଦର୍ଶନରେ ଆସିଥିଲେ । ୦୭/୧୧/୧୯୫୪ରେ ବିଦ୍ୟାଳୟ ସ୍ଥାପିତ ହେବା ଦିନଠାରୁ କୌଣସି ସରପଞ୍ଚ ସ୍କୁଲ ପରିଦର୍ଶନ ପାଇଁ ଆସିନାହାନ୍ତି ପ୍ରଥମ ଥର ପାଇଁ ସରପଞ୍ଚ ପରିଦର୍ଶନ
Read More...

ପଦ୍ମପୁରରେ ଚାଷୀଙ୍କ ଧାରଣା ତୃତୀୟ ଦିନରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷୀଙ୍କ ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି ‌। ବରଗଡ଼ ଜିଲ୍ଲା ରାଜ ବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା, ଚାଷୀଙ୍କ ବୀମା କାଟିବା, ବକେୟା ବିଦ୍ୟୁତ ବିଲ ଆଦାୟ କରିବା ବିରୁଦ୍ଧରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
Read More...

ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ହେମନ୍ତ ସ୍ମୃତି ସାରସ୍ୱତ ସମାରୋହ ଆସନ୍ତା ୯ ଓ ୧୦ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଚଳିତ ଏପ୍ରିଲ ମାସ ୯ ଓ ୧୦ ତାରିଖ ଦୁଇ ଦିବସ ବ୍ୟାପୀ ହେମନ୍ତ ସ୍ମୃତି ସାରସ୍ୱତ ସମାରୋହ ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହେବ ବୋଲି ଆଦର୍ଶ ସାହିତ୍ୟ ଘରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମେଳନରେ କୁହାଯାଇଛି
Read More...

ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ, (ତାପଦ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ କରମୂଳ ପଞ୍ଚାୟତର ଆମ୍ବପଡା ଗ୍ରାମରେ ହାତୀ ଆକ୍ରମଣରେ ଜଣକ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକ ଜଣକ ବାବୁ ମଳିକଙ୍କ ପୁଅ ରାଜେନ୍ଦ୍ର ମଳିକ ବୋଲି ଜଣାପଡିଛି । ବନ ବିଭାଗ ଦ୍ୱାରା ତଦାରଖ ଚାଲିଥିବା ସୂଚନା ମିଳିଛି ।
Read More...