Daily Archives

ଢେଙ୍କାନାଳ ଥିଙ୍କର୍ସ ଫୋରମ ତରଫରୁ ଉତ୍କଳ ଦିବସ ପାଳନ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଥିଙ୍କର୍ସ ଫୋରମ ତରଫରୁ ଉତ୍କଳ ଦିବସ ପାଳନ ହୋଇଯାଇଛି । ଉତ୍କଳର ବରପୁତ୍ର ମଧୁସୂଧନ ଦାସ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଫୋରମ ସଦସ୍ୟମାନେ ମାଲ୍ୟର୍ପଣ କରିଥିଲେ ଏବଂ ଢେଙ୍କାନାଳ ସହରରେ ଓଡ଼ିଆରେ ନାମ ଫଳକ ଲେଖିଥିବା ବ୍ୟବସାୟ
Read More...

ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସାଂସଦ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : ସୃଷ୍ଟି ଓ ସ୍ରଷ୍ଟା ଆନୁକୂଲ୍ୟରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ପରବର୍ତ୍ତୀ ଗୌରବମୟ କ୍ରମବିକାଶ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଏବଂ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ବକ୍ତବ୍ୟ ଜାତୀୟତା ବୋଧକୁ ସଂପୂର୍ଣ୍ଣ
Read More...

ପଦ୍ମପୁର ସହରରେ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତନିଧି ଦଳ ପଦ୍ମପୁର ସହରରେ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପଦ୍ମପୁର ଉପ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ
Read More...

ଟିଟିଲାଗଡ଼ କୋସଲି ଭାଷା ସୁରକ୍ଷା ସମିତି ପକ୍ଷରୁ ଦାବୀ ଉପସ୍ଥାପନ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : କୋସଲି ସାହିତ୍ୟ ସଂସ୍କୃତି ଏକାଡେ଼ମୀ ତରଫରୁ ଆୟୋଜିତ ପଶ୍ଚିମ ଓଡ଼ିଶାର ତେରଟି ଜିଲ୍ଲାରେ ହୋଇଥିବା ଗଣଧାରଣା ପରିପ୍ରେକ୍ଷୀରେ ଟିଟିଲାଗଡ଼ କୋସଲି ଭାଷା ସୁରକ୍ଷା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ସଭାରେ
Read More...

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ଓ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ ‘ବନ୍ଦେ ଉତ୍କଳ ଜନନୀ’ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ସମାରୋହ ଏବଂ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ ‘ବନ୍ଦେ ଉତ୍କଳ ଜନନୀ’ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳନ ଉପଲକ୍ଷେ ପୂର୍ବାହ୍ନରେ ସହରରେ ଥିବା
Read More...

ସୁନ୍ଦରଗଡ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ ବନମାଳୀ ନାଏକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

ସୁନ୍ଦରଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ ବନମାଳୀ ନାଏକଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ କରିଥିବା ଜଣାପଡିଛି । ସୁନ୍ଦରଗଡ଼ ଅଫିସ ସମେତ ୫ଟି ସ୍ଥାନରେ ଏକକାଳୀନ ରେଡ ଚାଲିଥିବା ସୂଚନା ରହିଛି । ସୂଚନା ମୁତାବକ, ସୁନ୍ଦରଗଡ ନିୟନ୍ତ୍ରିତ
Read More...

ରେଡକ୍ରସ ସୋସାଇଟି ତରଫରୁ ଉତ୍କଳ ଦିବସ ଅବସରରେ ହାଇଜେନିକ୍ କିଟ୍ ବଣ୍ଟନ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ରେଡକ୍ରସ ସୋସାଇଟି ତରଫରୁ ଉତ୍କଳ ଦିବସ ଅବସରରେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ନାରାୟଣ କଲୋନୀ କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ହାଇଜେନିକ୍ କିଟ୍ ବଣ୍ଟନ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଜରୁରିକାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ
Read More...

ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ଭାଷା ସୁରକ୍ଷା ମଞ୍ଚ ଝାରସୁଗୁଡ଼ା ପକ୍ଷରୁ ଓଡିଶା ଦିବସ ପାଳିତ

ଝାରସୁଗୁଡ଼ା, (କେପିଏନ୍‌ଏସ୍‌) : ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ଭାଷା ସୁରକ୍ଷା ମଞ୍ଚ ଝାରସୁଗୁଡ଼ା ପକ୍ଷରୁ ଭିକମପାଲି ଠାରେ ଓଡିଶା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବରେ ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ, ଗ୍ରାମ୍ୟ
Read More...

ତରଭା ବ୍ଲକ ସରପଂଚ ସଂଘର ନୂତନ କର୍ମକର୍ତା ମନୋନୀତ

ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ସରପଂଚ ସଂଘର ନୂତନ କର୍ମକର୍ତା ମନୋନୀତ କରାଯାଇଅଛି । ଏଥିରେ ସରପଂଚ ସଂଘର ସଭାପତି ଭାବରେ ବାଁଘିଆ ସରପଂଚ ଅଶ୍ୱିନୀ ବିଶି ସର୍ବ ସମ୍ମତିରେ ମନୋନୀତ ହୋଇଛନ୍ତି । ମେଣ୍ଡା ସରପଂଚ ଲିଜାରାଣୀ ଦଣ୍ଡସେନା ଉପସଭାପତି, ସରଗଜେ ସରପଞ୍ଚ ସମ୍ପାଦକ ଓ ମରଦୁଗୁଛ
Read More...

ରେଡ୍ଡୀସମାଜ ସଂଘ ପକ୍ଷରୁ କାଉନ୍‌ସିଲରଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧ ନମ୍ବର ୱାର୍ଡର ନବନିର୍ବାଚିତ କାଉନ୍ସିଲର ଟି.ଗଣେଶ ରେଡ୍ଡୀଙ୍କୁ ତେରସ୍ଥାନ ପ୍ରଗଣା ଛତ୍ରପୁର ତାଲୁକା ରେଡ୍ଡୀ ସମାଜ ସଂଘଭବନରେ ପବିତ୍ର ଉତ୍କଳ ଦିବସ ଅବସରରେ ଅନୁଷ୍ଠିତ ଏକ ଅଧିବେଶନରେ ଉପଢୌକନ ସହ
Read More...