Monthly Archives

March 2022

ଖଦ୍ୟୋତ ଅନୁଷ୍ଠାନ ତରଫରୁ ଅଂଶୁଘାତ ଉପରେ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖଦ୍ୟୋତ ଅନୁଷ୍ଠାନ ତରଫରୁ ଅଂଶୁଘାତ ଉପରେ ଏକ ଆଲୋଚନା ଚକ୍ର ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଉପସଭାପତି ରବିଚନ୍ଦ୍ର ପଶାୟତ ଆଗାମୀ ଗ୍ରୀଷ୍ମ ଋତୁରେ ତାପମାନ ବୃଦ୍ଧିକୁ ନେଇ ଆମକୁ ସଚେତନ ରହିବାକୁ ପଡିବ
Read More...

ନିଖିଳ ଓଡିଶା ଆଶା କର୍ମୀ ସଂଘର ବଲାଙ୍ଗିର ସହରାଞ୍ଚଳ ନୂତନ କାର୍ଯ୍ୟକାରୀ କମିଟି ଗଠନ ଓ ଆସନ୍ତା ତା.୨୮ ଓ ୨୯ ତାରିଖ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରାଞ୍ଚଳ କମିଟି ରୁଗୁଡିପଡା ସ୍ଥିତ ଏଆଇଟିୟୁସି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ତୀର୍ଥ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଏଆଇଟିୟୁସି ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ରଙ୍କ ତତ୍ତ୍ୱାବଧାନରେ ନୂତନ
Read More...

ବିଧାୟକଙ୍କ ବର୍ବରତା ଓ ଅମାନବୀୟ କାଣ୍ଡ ବିରୋଧରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ର ପ୍ରତିବାଦ ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କ୍ଷମତାର ନିଶାରେ ଅନ୍ଧ ହୋଇ ସାଧାରଣ ଲୋକଙ୍କୁ ଅଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରିବା ସହ ଧନଜୀବନ ହାନି କରିବା ଭଳି ଘଟଣା ଜଣେ ନିର୍ବାଚିତ ଜନ ପ୍ରତିନିଧିଙ୍କ ପାଖରେ ଆଦୌ ଶୋଭା ପାଏନି ବୋଲି ଡେଲାଙ୍ଗ ଏସୟୁସିଆଇ(କମ୍ୟୁନିଷ୍ଟ)ପାର୍ଟି ପକ୍ଷରୁ ତୀବ୍ର
Read More...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ଦାବୀରେ ଏସ୍‌ୟୁସିଆଇ(ସି)ର ପ୍ରତିବାଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅପରାଧୀ ଜଗଦ୍ଦେବର ବିଧାୟକ ପଦ ରଦ୍ଦ କରି ହତ୍ୟା ଅପରାଧରେ ତୁରନ୍ତ ଗିରଫ କରାଯାଉ ଓ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବା ସହ ବିଜେପି-ବିଜେଡି-କଂଗ୍ରେସ ଭଳି ଦଳମାନଙ୍କର ପ୍ରତ୍ୟକ୍ଷ ପରିଚାଳନାରେ ହେଉଥିବା ରାଜନୀତିର ଅପରାଧୀକରଣ ବନ୍ଦ କରାଯାଉ ବୋଲି
Read More...

ଗାନ୍ଧୀନଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୨ : ତୃତୀୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜିର ତୃତୀୟ ଦିବସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟି ଅତି ଚିତ୍ତାକର୍ଷକ ହୋଇଥିଲା । ରବିବାର ଛୁଟି ଦିନ ଥିବାରୁ ଦର୍ଶକମାନଙ୍କ ବିଶେଷ ଭିଡ ଦେଖିବାକୁ ମିଳିଥିଲା । ଆଜିର ମୁଖ୍ୟ ଅତିଥି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲର ହସ୍‌ପିଟାଲ ମ୍ୟାନେଜର ଡ.
Read More...

ଜିଲ୍ଲାସ୍ତରୀୟ ଯୁବା ପଡୋଶ ସାଂସଦ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନେହେରୁ ଯୁବକେନ୍ଦ୍ର ତଥା ସଦାଇପାଲି ରାମଜୀ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବା ପଡୋଶ ସାଂସଦ କାର୍ଯ୍ୟକ୍ରମ ସ୍ଥାନୀୟ ସାଇଟ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡିଆରଡିଏ.ର ଜିଲ୍ଲା ସଂଯୋଜକ(ଦକ୍ଷତା)
Read More...

ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଦହିପାଣି ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଦହିପାଣି ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରରେ ଖରା ଓ ନିର୍ଵାଚନ ତାତି ବଢିବାକୁ ଲାଗିଥିବା ବେଳେ ଏ ପରିପ୍ରେକ୍ଷୀରେ ସେବା କାମରେ ଲାଗି ପଡିଲେଣି ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ । ଆଜି
Read More...

ଢେଙ୍କାନାଳ ଜିଲ୍ଲାର ୮ଟି ବ୍ଲକରେ ବିଜେଡି ୭ଟି ଓ ବିଜେପି ୧ଟି ଅଧ୍ୟକ୍ଷ ପଦ ହାତେଇଲା

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲାରେ ବାଜିମାତ୍‌ କରିଛି ବିଜେଡି । ଢେଙ୍କାନାଳ ସଦର ବ୍ଲକରେ ରାଜଶ୍ରୀ ନାୟକ (ବିଜେଡି), ଗଂଦିଆ ବ୍ଲକରେ ରୀନାରାଣୀ ଖଟୁଆ (ବିଜେଡି), ଓଡାପଡା ବ୍ଲକରେ ସସ୍ମିତା ମହାନ୍ତି (ବିଜେଡି), ହିନ୍ଦୋଳ ବ୍ଲକରେ ସସ୍ମିତା ନାୟକ (ବିଜେଡି), କାମାକ୍ଷା ନଗର
Read More...

ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ପ୍ରଦୀପ ଖମାରୀଙ୍କ ମାତା ସରୋଜିନୀ ଖମାରୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଶାନ୍ତିପଡା ନିବାସୀ ପ୍ରଦୀପ ଖମାରୀଙ୍କ ମାତା ଶ୍ରୀମତୀ ସରୋଜିନୀ ଖମାରୀ(୭୮)ଙ୍କର ଶନିବାର ରାତିରେ ପରଲୋକ ହୋଇଯାଇଛି । ଶେଷ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀ ଭାବଗ୍ରାହୀ ଖମାରୀ, ବଡ ପୁଅ
Read More...

ବରନି ସାହିତ୍ୟ ସଂସଦର ବଛର୍‌କିଆ ତିହାର୍‌ ଅନୁଷ୍ଠିତ

ସଇଁନ୍ତଲା, (ପ୍ରମୋଦ ସେଲ୍‌ମା) : ବରନି ସାହିତ୍ୟ ସଂସଦର ବଛର୍‌କିଆ ତିହାର୍‌ ବଡ଼ମାଲ ସ୍ଥିତ ମଲ୍‌ଟି ପର୍‌ପଜ୍‌ କମ୍ୟୁନିଟି ହଲ୍‌ରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ପ୍ରଥମ ଅଧିବେଶନ ବରନି ସାହିତ୍ୟ ସଂସଦର ସଭାପତି ରାଜମଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ
Read More...