Monthly Archives

March 2022

ହିଜାବ ବିବାଦ : ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ, ହୋଲି ପରେ ଶୁଣାଣି ହେବ

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ହିଜାବ ଉପରେ କର୍ଣ୍ଣାଟକ ହାଇକୋର୍ଟ ରାୟ ଦେଇଛନ୍ତି । ହିଜାବ ପିନ୍ଧି କୌଣସି ଶିକ୍ଷାନୁଷ୍ଠାନରେ ପ୍ରବେଶ କରିବାକୁ କାହାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି ଏବଂ ହୋଲି ପରେ
Read More...

ମ୍ୟୁଜିକ୍ ସର୍କଲ ଆୟୋଜିତ : ୪୫ତମ ବସନ୍ତ ସମାରୋହର ୨ୟ ସଂଧ୍ୟା

ସୁସ୍ଥ ସମାଜ ପାଇଁ ନୃତ୍ୟ-ସଂଗୀତର ଅବଦାନ ଅପରିସୀମ ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ୍ ସର୍କଲ, ରାଉରକେଲା ଆୟୋଜିତ ବସନ୍ତ ସମାରୋହର ୨ୟ ସଂଧ୍ୟା ରାଉରକେଲାର ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା
Read More...

କୃତି ଛାତ୍ର ସମ୍ବର୍ଦ୍ଧିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ନଅଗାଁ (ଖ) ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଶେଖର ବିଶ୍ୱାଳଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଘୁନସର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ନବ ନିର୍ବାଚିତ ସରପଞ୍ଚ ଅନୁରାଧା ସେଠ : ପଞ୍ଚାୟତବାସୀଙ୍କ ମହଲରେ ବେଶ…

ସଇଁତଲା, (ପ୍ରମୋଦ ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଭାବରେ ଅନୁରାଧା ସେଠ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ସରପଞ୍ଚ ଦ୍ରୌପଦୀ ବେହେରାଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ସମୟରେ ସମସ୍ତ ୱାର୍ଡ ମେମ୍ବର,
Read More...

ତେରେସିଙ୍ଗା ପୂର୍ବତନ ସରପଞ୍ଚ ଜୟଶ୍ରୀ ନାଏକଙ୍କ ଅକାଳ ବିୟୋଗ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ତେରେସିଙ୍ଗା ପଂଚାୟତର ପୂର୍ବତନ ସରପଞ୍ଚ ଜୟଶ୍ରୀ ନାଏକଙ୍କ ଆଜି ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୩ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ସ୍ୱର୍ଗତା ନାଏକ ତେରେସିଙ୍ଗା ପଂଚାୟତର ପ୍ରଥମ
Read More...

ପୋଷ୍ୟ ବିଦ୍ୟାଳୟରେ ପାଠ ପଢାଇଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସେ ଆଜି ବିଦ୍ୟାଳୟକୁ ଆସି ପାଠ ପଢାଇବାର ଦେଖା ଯାଇଥିଲା । ଏହି ଅବସରରେ ଉକ୍ତ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଥିବା
Read More...

ଧୂମାଭଟା ପଞ୍ଚାୟତ ସରପଞ୍ଚ ଭାବେ ଦାୟିତ୍ଵ ଗ୍ରହଣ କଲେ ବନମାଳୀ ନାଏକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଭାବେ ବନମାଳୀ ନାଏକ କାର୍ଯ୍ୟାଳୟରେ ଯୋଗ ଦେବା ସହ ସୂଚାରୁ ରୂପେ ସରପଞ୍ଚ ଦାୟିତ୍ଵ ପାଞ୍ଚ ବର୍ଷ ପାଇଁ ତୁଳାଇବାକୁ ଶପଥ ଗ୍ରହଣ କରିଛନ୍ତି । ଧୂମାଭଟା
Read More...

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ

ଚଣ୍ଡିଗଡ଼ : ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍‌ନ୍ତି ନବଜୋତ ସିଂହ ସିଦ୍ଧୁ । ଏଆଇସିସି ସଭାପତିଙ୍କ ପାଖକୁ ହାତଲେଖା ଇସ୍ତଫା ପତ୍ର ପଠାଇଛନ୍ତି ସିଦ୍ଧୁ । ଗତକାଲି ନିକଟରେ ବିଧାନସଭା ନିର୍ବାଚନ ଆୟୋଜିତ ହୋଇଥିବା ୫ଟି ରାଜ୍ୟର ପିସିସି ସଭାପତିଙ୍କୁ ଇସ୍ତଫା ଦେବାକୁ କଂଗ୍ରେସ
Read More...

୨୧ ଦିନର ମହାଯୁଦ୍ଧ : ତଥାପି କିଭ୍‌କୁ ଅକ୍ତିଆର କରି ପାରିନି ରୁଷ୍‌

ନୂଆଦିଲ୍ଲୀ : ୨୧ ଦିନରେ ପହଂଚିଛି ରୁଷ୍‌-ୟୁକ୍ରେନ୍‌ ମହାଯୁଦ୍ଧ । ତଥାପି କିଭ୍‌କୁ ଅକ୍ତିଆର କରି ପାରିନି ରୁଷ୍‌ । ରୁଷ୍‌ର ତନାଘନା ଆକ୍ରମଣରେ ୟୁକ୍ରେନ୍‌ରେ ପ୍ରତି ମୁହୂର୍ତ୍ତରେ ବାରୁଦ ବର୍ଷୁଛି । ସଂପୂର୍ଣ୍ଣ ଧ୍ୱଂସ ହୋଇ ସାରିଲାଣି ୟୁକ୍ରେନ୍‌ ଦେଶ । ଏତିକି ପରେ ବି ୟୁକ୍ରେନ୍‌ ସୈନ୍ୟ
Read More...

ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଦେଉଲଗାଁ ପଞ୍ଚାୟତ ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ନବନିର୍ବାଚିତ ସମସ୍ତ ସଭ୍ୟ ତଥା ସରପଞ୍ଚଙ୍କୁ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ନବ ନିର୍ବାଚିତ ସରପଞ୍ଚ ସବିତା ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ
Read More...