Monthly Archives

March 2022

ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତର ଘରଧରା ଗ୍ରାମରେ ଗତକାଲିଠାରୁ ଷୋହଳ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଯେହେତୁ ଦୁଇବର୍ଷ ହେବ ଲୋକେ କୌଣସି ସାଂସ୍କୃତିକ ପ୍ରୋଗ୍ରାମ ଏବଂ ନାମଯଜ୍ଞ ଦେଖିପାରି ନଥିଲେ ସେଥିପାଇଁ ସ୍ଥାନୀୟ
Read More...

ହୋଲି ପାଇଁ ନକଲି ବିଦେଶୀ ମଦ : ଜନ ବସତି ଅଞ୍ଚଳରୁ ଚଢ଼ାଉ କରି ଧରିଲା ରାଉରକେଲା ଅବକାରୀ ବିଭାଗ

ରାଉରକେଲା, (ସସ୍ମିତା ପ୍ରଧାନ) : ହୋଲିରେ ରାଉରକେଲା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ରାଉରକେଲା ଶିଳ୍ପାଞ୍ଚଳର ଜନ ବସତି ପୂର୍ଣ୍ଣ ସେକ୍ଟର ୪ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିବାରେ ସଫଳ ହୋଇଛି ରାଉରକେଲା ଅବକାରୀ ବିଭାଗ । ହୋଲି ପାଇଁ ମଦ ଦୋକାନ
Read More...

ରଙ୍ଗ୍‌ଖେଲ୍‌ କେ ହେତଉ ଥା’….

ଆନଂଦ ଚଂଦ୍ର ସାହୁ ଆମର୍‌ ଫାଲେ ଫଗୁନ୍‌ ପୁନି ଆର୍‌ ରଙ୍ଗ୍‌ଖେଲ୍‌ କେ ବଡ଼ା ଧୁମ୍‌ଧାମ୍‌ ଥି ପାଲନ୍‌ କରାହେସି । ଯଦିବି ଆମର୍‌ ଦେଶ୍‌ ସାରା ଇ’ ପରବ୍‌ କେ ବଡ଼ା ଗହକି ଥି ପାଲନ୍‌ କରାହେସି, ତଥାପି ବି ଆମର୍‌ ଫାଲେ ଇ’ ପରବ୍‌ର ମହକ୍‌ ନିଆରା ଆଏ । ହିନ୍ଦୁ ଧର୍ମର ବଢେ଼ ଟେ ପରବ୍‌
Read More...

ରୁଷର ୟୁକ୍ରେନ ସହର ଉପରେ ତାୱଡ଼ତୋଡ୍‌ ଆକ୍ରମଣ, କ୍ଷେପଣାସ୍ତ୍ର, ଗୁଳି, ବୋମା ମାଡ଼ରେ ତ୍ରାହି ତ୍ରାହି ୟୁକ୍ରେନ୍‌…

କିଭ୍‌ : ୟୁକ୍ରେନର କିଭ୍‌ ଉପରେ ରୁଷର ତାୱଡ଼ତୋଡ୍‌ ଆକ୍ରମଣ ୨୪ ଦିନରେ ପହଂଚିଛି । ସ୍କୁଲ, କଲେଜ, ଥିଏଟର୍‌, ତୈଳ ଡିପୋ, ଗ୍ୟାସ୍‌ ପାଇପ୍‌ ଲାଇନ୍‌, ସୈନ୍ୟ ଆଡ୍ଡା, ଡାକ୍ତରଖାନା, ସାମରିକ ବିମାନ ମରାମତି କରୁଥିବା କାରଖାନାରେ ଜୋର୍‌ସୋର୍‌ କ୍ଷେପଣାସ୍ତ୍ର ନିକ୍ଷେପ ଚାଲିଛି । ଏଭଳି
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୬୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୨ ଜଣ
Read More...

ୟୁପିରେ ବିଜେପିର ନବ ନିର୍ବାଚିତ ସରକାର ମାର୍ଚ୍ଚ ୨୫ରେ ଶପଥ ଗ୍ରହଣ କରିବେ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ନବ ନିର୍ବାଚିତ ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ ମାର୍ଚ୍ଚ ୨୫ ତାରିଖ ଅପରାହ୍ନ ୪ ଟାରେ ଅନୁଷ୍ଠିତ ହେବ । ସରକାରୀ ସୂତ୍ର ଶୁକ୍ରବାର ଦିନ ଏହି ସୂଚନା ଦେଇଛି । କୁହାଯାଇଛି ଯେ, ରାଜଧାନୀର ଶାହିଦ୍ ପଥରେ ଅବସ୍ଥିତ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥର ବ୍ରାହ୍ମଣ୍ଡି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଗାଡି ଧକ୍କାରେ ଜଣେ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ଜଟଣୀ ଅଞ୍ଚଳର ସତ୍ୟ ନାରାୟଣ ଦାସ ବୋଲି
Read More...

ନିର୍ବାଚନରେ ​ଶୋଚନୀୟ ଭାବେ ପରାଜିତ ହୋଇଥିବା କଂଗ୍ରେସ ଦଳକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛନ୍ତି ପ୍ରିୟଙ୍କା…

ନୂଆଦିଲ୍ଲୀ : ସମ୍ପ୍ରତି ୫ଟି ବିଧାନସଭା ନିର୍ବାଚନରେ ​​କଂଗ୍ରେସ ସମସ୍ତ ପାଞ୍ଚଟି ରାଜ୍ୟରେ ନିର୍ବାଚନରେ ​​ପରାଜୟର ସମ୍ମୁଖୀନ ହୋଇଛି । ଏଭଳି ପରିସ୍ଥିତିରେ ଜି -୨୩ ଗୋଷ୍ଠୀର ବରିଷ୍ଠ ନେତାମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେପଟେ ଖବର ଆସିଛି ଯେ, ୟୁପି ନିର୍ବାଚନର ଦାୟିତ୍ୱ
Read More...

ଆସନ୍ତା ଏପ୍ରିଲ ୨୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ଏପ୍ରିଲ ୨୮ରୁ ଆରମ୍ଭ ହୋଇ ମେ' ୨୪ରେ ଶେଷ ହେବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ସମୟ ସାରଣୀ ତଥା
Read More...

ଗାର୍ଲଫ୍ରେଣ୍ଡକୁ ବିବାହ କରିବା ପାଇଁ ଡ୍ରାଇଭର ସହ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ, ହତ୍ୟାକୁ ଦୁର୍ଘଟଣା ବୋଲି କହିଲେ

ରାଇସେନ୍ : ମଧ୍ୟପ୍ରଦେଶର ରାଇସେନ୍ ଜିଲ୍ଲାର ଉଦୟପୁରା ପୋଲିସ୍ ଷ୍ଟେସନ ଅଂଚଳରେ ଜଣେ ବ୍ୟକ୍ତି ପୁନର୍ବାର ବିବାହ କରିବା ପାଇଁ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପରେ ଘଟଣାକୁ ଦୁର୍ଘଟଣା ଭଳି ଦେଖାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଏହାର ରହସ୍ୟ ଉନ୍ମୋଚିତ ହୋଇଯାଇଛି । ହତ୍ୟାକୁ ଦୁର୍ଘଟଣା
Read More...