ମାର୍ଚ୍ଚ ମାସ ନ ସରୁଣୁ ତାଳୁଫଟା ଖରା
ବଲାଙ୍ଗିର, (କେପିଏନ୍ଏସ୍) : କିଛି ଦିନ ହେଲା ବଲାଙ୍ଗିର ସହରରେ ବଢ଼ିବାରେ ଲାଗିଛି ତାଳୁଫଟା ଖରା । ଦିନ ୮ଟାରୁ ଖରାର ଝାଂଜି ଅନୁଭବ ହେଉଥିବା ବେଳେ ଦିନ ଦିପହରରେ ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ଲୋକେ । ସଂଧ୍ୟା ପର୍ଯ୍ୟନ୍ତ ଖରାର ତାପ ଜଣାପଡ଼ୁଛି । ତେବେ ମାର୍ଚ୍ଚ ମାସ ନ!-->…
Read More...
Read More...