Monthly Archives

March 2022

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ୨ ଗୁରୁତର

ସୋର : ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବଟେଶ୍ୱର ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଦୁଇ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡଇଛି । ସୂଚନା ଅନୁସାରେ ରଞ୍ଜିତ ଗୁପ୍ତା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୦୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ
Read More...

ବଜ୍ରକପ୍ତା ଚୋରା ଚାଲାଣ ବେଳେ ବାପ ପୁଅ ସହ ୩ ଗିରଫ : ଗ୍ରାହକ ସାଜି ବନବିଭାଗର ଚଢାଉ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଚଢାଉ କରି ବାପ ପୁଅ ସହ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ବୋଡ଼େନ ବ୍ଲକ ମାକରବିର୍ଲି ଗ୍ରାମର ମିନ ବାଗ (୫୪) ଓ ପୁଅ ଯମୁନା ପ୍ରାସାଦ ବାଗ
Read More...

ଦୋଳ ଯାତ୍ରା ଅବସରରେ ଗୋପାଳ ସମ୍ପ୍ରଦାୟ ପକ୍ଷରୁ ଲଉଡ଼ି ଖେଳ ଆୟୋଜିତ

ମାହାଙ୍ଗା : କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମରେ ଦୋଳ ଯାତ୍ରା ଅବସରରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଲଉଡ଼ି ଖେଳ ଗୋପାଳ ସମ୍ପ୍ରଦାୟ ପକ୍ଷରୁ ଆୟୋଜିତ ହୋଇଯାଇଛି । ଗ୍ରାମର ଆରାଧ୍ୟ ମା' ଶ୍ରୀ ରାଧା ଓ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଆବାଳବୃଦ୍ଧ ବନିତା ଅତ୍ୟନ୍ତ ଭକ୍ତି ଓ
Read More...

ପୋଷ୍ଟର ମାଧ୍ୟମରେ ଅଭିନବ ଢ଼ଙ୍ଗରେ ପ୍ରଚାର କଲେ ଜନମଞ୍ଚର ସଦସ୍ୟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ପୌର ନିର୍ବାଚନ ଦଳମାନଙ୍କ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । ପାଟଣାଗଡ଼ ପୌର ନିର୍ବାଚନ ସ୍ୱାଧୀନ ଅଧ୍ୟକ୍ଷ ପ୍ରାର୍ଥୀ ମାଞ୍ଚନ ମୁଣ୍ଡା ଓ କାଉନସିଲରଙ୍କ ପାଇଁ ପାଟଣାଗଡ଼ ସହରର ସମସ୍ୟା ରହିଥିବା ପୋଷ୍ଟର ଲଗାଇ ଅଭିନବ ଢ଼ଙ୍ଗରେ ୱାର୍ଡ ନଂ ୭
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଭାରତୀୟ ସମ୍ବିଧାନ ସଭାର ଆଦିବାସୀ ପ୍ରତିନିଧି ଜୟପାଳ ସିଂ ମୁଣ୍ଡାଙ୍କ ୫୨ତମ…

ଜୟପାଳ ସିଂ ମୁଣ୍ଡାଙ୍କ ବଳିଦାନ ଅତୁଳନୀୟ : ମହାସଚିବ ନୀରଞ୍ଜନ ବିଶି ପାଟଣାଗଡ, (ଗୋରେଖନାଥ ବରିହା) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଆଦିବାସୀ ଭବନଠାରେ ଭାରତର ବିଶିଷ୍ଟ ଆଦିବାସୀ ନେତା ତଥା ଭାରତୀୟ ସମ୍ବିଧାନ ସଭାର କ୍ରାନ୍ତିକାରୀ ଆଦିବାସୀ ପ୍ରତିନିଧି ଜୟପାଳ ସିଂମୁଣ୍ଡାଙ୍କ
Read More...

ଘେଁସ ଅଭିମନ୍ୟୁ ସାହିତ୍ୟ ସଂସଦ ପକ୍ଷରୁ ମେଲନ ମେସନ ୨୦୨୨

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସହୀଦ ତୀର୍ଥ ପୀଠ ଘେଁସ ଠାରେ ଅଭିମନ୍ୟୁ ସାହିତ୍ୟ ସଂସଦ ପକ୍ଷରୁ ଗତକାଲି ମେଲନ ମେସନ ୨୦୨୨ ଆୟୋଜିତ ହୋଇଯାଇଛି । ସଂସଦର ସଭାପତି ଅଶୋକ କୁମାର ପୁଝାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ
Read More...

ରାଜେନ୍ଦ୍ର ଆଲୁମ୍ନିର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆଲୁମ୍ନି ଏସୋସିଏସନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ପରିସରରେ ସଭାପତି ଡ.ଅଭିମନ୍ୟୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂପାଦକ ଅରବିନ୍ଦ ଦାସ, କୋଷାଧ୍ୟକ୍ଷ ଡ.ଶ୍ରୀକର ମିଶ୍ର,
Read More...

କଣ୍ଟାମାଲ ବ୍ଲକ ମିଳିତ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ମିଳିତ ଶିକ୍ଷକ ସଂଘର ସ୍ୱମନ୍ୱୟ ବୈଠକ ସଂଘର ସଭାପତି ନିଲାଞ୍ଚଳ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ବୌଦ୍ଧ ଜିଲ୍ଲା ଓଷ୍ଟାର ଯୁଗ୍ମ ସଂପାଦକ ଲକ୍ଷ୍ମଣ ମହାପାତ୍ର ଅନ୍ୟତମ ଅତିଥି ଭାବେ ବରିଷ୍ଠ ଶିକ୍ଷକ ଲୋକନାଥ
Read More...

କଂଟାବାଂଜି ଏନ୍‌.ଏ.ସି. ନିର୍ବାଚନରେ ତିନି ପ୍ରମୁଖ ଦଳ ଭାଜପା, କଂଗ୍ରେସ ଓ ବିଜେଡିର ଡୋର ଟୁ ଡୋର କ୍ୟାମ୍ପେନିଂଗ :…

କଂଟାବାଂଜି, (ମନିଷ କୁମାର ହଂସ) : ପୌର ନିର୍ବାଚନୀ ଯେତିକି ପାଖେଇ ଆସୁଛି ଭୋଟ ପ୍ରାଚର ସେତିକି ଯୋର ଧରିବାରେ ଲାଗିଛି । ଉଭୟ କଂଗ୍ରେସ, ଭାଜପା ଓ ବିଜେଡି ଦଳ ତରଫରୁ ନିଜ ନିଜର ଭୋଟ ପ୍ରଚାର ପାଇଁ ଡୋର ଟୁ ଡୋର କ୍ୟାମ୍ପେନିଙ୍ଗ ଆରମ୍ଭ ହୋଇଛି । ଦୋଳ ପୂର୍ଣ୍ଣିମା ପରେ ରବିବାର ଦିନଠାରୁ
Read More...