Monthly Archives

March 2022

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୧୦ ବଖରା ଘର

କେନ୍ଦ୍ରାପଡ଼ : କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଦଳିତ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ ୧୦ ବଖରା ଘର ଜଳି ପାଉଁଶ ହେବା ସହ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଖବର ମିଳିଛି । ଗତକାଲି ମଧ୍ୟରାତ୍ରିରେ ଏହି
Read More...

‘ରଚନା’ ଦ୍ଵାରା ବିଶ୍ଵ କବିତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ବିଶ୍ୱରେ କୋଟି କୋଟି ମଣିଷ ଅଛନ୍ତି, କିନ୍ତୁ କବିପ୍ରାଣ ସ୍ୱତନ୍ତ୍ର । କାରଣ ସେ ନିଜେ ଜଣେ ସ୍ରଷ୍ଟା । ତା’ର ଭାବ ଜଗତ ସତ୍ୟ, ଶିବ ଓ ସୁନ୍ଦର । ବିଜ୍ଞାନର ଆବିଷ୍କାର ବଳରେ ଆଜି ମଣିଷ ଧରାକୁ ସରା ମଣିଛି ସତ, କିନ୍ତୁ ସାହିତ୍ୟପ୍ରାଣ କବିମାନେ ହିଁ
Read More...

ପୌର ପରିଷଦ ନିର୍ବାଚନର ଶେଷ ଦିନରେ ପୂର୍ବତନ ବିଧାୟକ କନକବର୍ଦ୍ଧନ, ସାସଂଦ ସଙ୍ଗିତା ଓ ରାଜଜେମା ନିବୃତ୍ତିଙ୍କ ଜୋରଦାର…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ପୌର ପରିଷଦ ନିର୍ବାଚନ ପ୍ରଚାର ଜୋରଦାର ହୋଇ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଭାରତୀୟ ଜନତା ପାର୍ଟି ପାଟଣାଗଡ଼ ପୌର ନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ପାଟଣା ମହାରାଜା ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ
Read More...

ପଦ୍ମପୁର ଏନ୍‌ଏସିରେ ବିଜେପିର ଜୋରଦାର ପ୍ରଚାର : ବାଇକ ରେଲି, ୱାର୍ଡକୁ ୱାର୍ଡ ପଦଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୌର ପରିଷଦ ନିର୍ବାଚନ ପ୍ରଚାର ଆଜି ଅନ୍ତିମ ଦିବସରେ ଥିବା ବେଳେ ଭାରତୀୟ ଜନତା ପାର୍ଟି ମୋଟର ସାଇକେଲ ରେଲି ଓ ୱାର୍ଡକୁ ୱାର୍ଡ ପଦଯାତ୍ରା କରି ପୌର ପରିଷଦ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି । ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି
Read More...

ତହଁକ୍ କୁଟୁମ୍‌ର ବଉଲି କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱ କବିତା ଦିବସ ଅବସରରେ ସ୍ଥାନୀୟ ଅମଲାଭବନ ଠାରେ ତହଁକ୍ କୁଟୁମ୍ ତରଫରୁ ବଉଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସମୟର ମୁଖ୍ୟ ପ୍ରବନ୍ଧକ ସତ୍ୟସୁନ୍ଦର ଭଞ୍ଜ ଯୋଗ ଦେଇଥିବା ବେଳେ କବୟିତ୍ରୀ ଜ୍ୟୋତିର୍ମୟୀ ତ୍ରିପାଠୀ
Read More...

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ଵର ଜାତୀୟ ରାଜପଥ ଗଡନୃସିଂହପ୍ରସାଦ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ବୃଦ୍ଧଙ୍କ ମୃତ୍ରୁ ହୋଇଥିବା ଜଣାପଡିଛି । ବୃଦ୍ଧ ଜଣକ ବାସୁଦେଇପୁର ଗ୍ରାମର ରମେଶ ଭୂୟାଁ (୬୨) ବୋଲି ଜଣାପଡିଛି । ସୂଚନାନୁଯାୟୀ, ରମେଶ ଭୂୟାଁ
Read More...

ଦୁର୍ନୀତିଗ୍ରସ୍ତ ସରକାରଙ୍କ ପତନ ପାଇଁ କଂଗ୍ରେସ ବଦ୍ଧପରିକର : ରାଜ୍ୟ କିଷାନ ସେଲ୍‌ ପ୍ରଭାରୀ ରଶ୍ମୀ ପଟ୍ଟନାୟକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ୪୦ ନଂ ୱାର୍ଡରେ କଂଗ୍ରେସର ନିର୍ବାଚନ ପ୍ରଚାର ଜୋରଦାର ହୋଇଛି । ରାଜ୍ୟ କିଷାନ ସେଲର ପ୍ରଭାରୀ ରଶ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଜୋରଦାର ପ୍ରଚାର ସହ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ । ଏଥିସହ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୫୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ
Read More...

ପଢନା ଲିଖ୍‌ନା ଅଭିଯାନ ତରଫରୁ ମ.ରାମପୁରରେ ପଥପ୍ରାନ୍ତ ନାଟକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଠାକୁର ଚରଣ ସାହୁଙ୍କ ତତ୍ୱାବଧାନରେ ଗତକାଲି ପଢନା ଲିଖ୍‌ନା ଅଭିଯାନ ତରଫରୁ ପଥପ୍ରାନ୍ତ ନାଟକ ଉକିଆ ମଞ୍ଚସ୍ଥ ହୋଇଯାଇଛି । ଉକିଆ ନାଟକ ମାଧ୍ୟମରେ ଶିକ୍ଷାର ମହତ୍ତ୍ୱ ସହିତ ସଂପୂର୍ଣ୍ଣ ସାକ୍ଷର
Read More...

ଗଞ୍ଜାମ ବ୍ଲକରେ ନବନିର୍ବାଚିତ ଅଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ ନବନିର୍ବାଚିତ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ବିଡ଼ିଓ ବିଶ୍ୱଜିତ ରାୟ, ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ପୂର୍ବତନ ବ୍ଲକ ଅଧକ୍ଷ
Read More...