Monthly Archives

March 2022

ଏବିଭିପି ତରଫରୁ ବିରଗତି ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ଜିଲ୍ଲା, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ତରଫରୁ ମଧ୍ୟ ସହିଦ୍ ଦିବସ ପାଳନ କରାଯାଇଛି ।୨୩ ମାର୍ଚ୍ଚ ୧୯୩୧ରେ ସ୍ଵାଧୀନତା ସଂଗ୍ରମୀ ଭଗତ ସିଂ, ସୁକଦେବ ଓ ରାଜ ଗୁରୁ ହସି ହସି ଫାଶୀ ଖୁଣ୍ଟରେ ଚଢ଼ି ଏ ଦେଶ ମାଟି ପାଇଁ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ହିଞ୍ଜିଳି, (ପ୍ରଦୀପ କୁମାର ପଣ୍ଡା) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପିତ୍ତଳ ଛକରେ ଜଘନ୍ୟ ହତ୍ୟାକାଣ୍ଡ ଘଯଥିବା ଜଣାପଡିଛି । ଗୋଟିଏ ପରିବାରର ତିନି ଭାଇ ସହ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଲୁହା ରଡ ଓ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଏଏସ୍‌ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ

କେସିଙ୍ଗା, (ପି. କେ. ସାହୁ) : ଲାଞ୍ଚ ନେବା ବେଳେ ପୋଲିସ ଏଏସ୍‌ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି । ସେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ
Read More...

ଆଜି ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ପରୋକ୍ଷ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ସରିଥିବା ବେଳେ ଆଜି ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ । ନିର୍ବାଚିତ ସମିତି ସଭ୍ୟମାନେ ଭୋଟ ଦେଇ ଉପାଧ୍ୟକ୍ଷ ନିର୍ବାଚିତ କରିବେ । ଏଥିପାଇଁ ସକାଳ ୧୦ଟା ୩୦ରୁ ୧୧ଟା ୩୦
Read More...

ତାଇୱାନରେ ଭୂମିକମ୍ପ ଅନୁଭୂତ

ତାଇପେଇ : ତାଇୱାନର ରାଜଧାନୀ ତାଇପେଇରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରହିଛି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ତାଇପେଇରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ରାଜଧାନୀର ଦକ୍ଷିଣରୁ ପ୍ରାୟ ୧୮୨ କିଲୋମିଟର
Read More...

ହାଇଦ୍ରାବାଦ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ : ୧୧ଜଣ ବିହାରୀ ପ୍ରବାସୀ ଶ୍ରମିକ ମୃତ

ହାଇଦ୍ରାବାଦ୍ : ଭାର ପ୍ରାୟ ୪ଟା ବେଳେ ହାଇଦ୍ରାବାଦ୍‌ର ଭୋଇଗୁଡ଼ା ଅଞ୍ଚଳରେ ଥିବା ଗୋଟାଏ କବାଡ଼ିଆ ‌ଗୋଦାମରେ ନିଆଁ ଲାଗିଯିବାରୁ ୧୧ ଜଣ ପ୍ରବାସୀ ବିହାରୀ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି ।ସୂଚନା ଅନୁସାରେ, ବିଜୁଳି ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ
Read More...

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ଦେଶରେ ଲଗାତର ବଢୁଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ସକାଳେ ପେଟ୍ରୋଲ ଓ ଡିଜେଲ ଦର ୮୦ ରୁ ୮୫୦ ପଇସା ବଢ଼ିଛି । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ ବଢ଼ିଯାଇ ୯୭.୦୧ ଟଙ୍କା ପ୍ରତି ଲିଟରକୁ ହୋଇଛି । ସେହିଭଳି ଡିଜେଲ ପ୍ରତି ଲିଟର ପିଛା ୮୮.୨୭ ଟଙ୍କା ହୋଇଛି ।
Read More...

ଆଜି ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ : କିଏ ହେବ ଦେଓଗାଁ ବ୍ଲକ୍ ଉପାଧ୍ୟକ୍ଷ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦେଓଗାଁ ବ୍ଳକ ପରିସରରେ ଅନୁଷ୍ଠିତ ହେବ ପଞ୍ଚୟତ ସମିତିର ଉପାଧ୍ୟକ୍ଷ ନିର୍ବାଚନ । ଏଥି ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଯାଇଛି । ହେଲେ ଦେଓଗାଁ ବ୍ଳକର ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ରାଜନୈତିକ ସମୀକ୍ଷକମାନଙ୍କ ହିସାବକୁ ଜୋରଜାର
Read More...

ବେରବୋଇ ମେଳଣରେ ଅଘଟଣ : ଗଛ ପଡି ଦୋଳବେଦୀ ଭାଙ୍ଗିଲା, ଜଣେ ଆହତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବେରବୋଇ ବଜାର ନିକଟସ୍ଥ ମେଳଣ ପଡିଆରେ ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ବହୁ ପୁରାତନ ବରଗଛ ଉପୁଡି ପଡିବାରୁ ଜଣେ ଲୋକ ଆହତ ହେବା ସହିତ ରାଧା ମୋହନ ଦେବଙ୍କ ଦୋଳବେଦୀ ଭାଙ୍ଗି ଯାଇଛି । ଆଜି ଠାକୁରଙ୍କ ମେଳଣ ଉତ୍ସବ
Read More...

ଖେଲଉର ପଂଚାୟତ ପକ୍ଷରୁ ଖୋଲିଲା ଜଳଛତ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଚଣ୍ଡ ଗୀଷ୍ମ ପ୍ରବାହ ସାଙ୍ଗକୁ ରୋଦ୍ରତାପର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଏସବୁକୁ ଦୃଷ୍ଟିରେ ରଖି ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଖେଲଉର ପଂଚାୟତର ବ୍ରାହ୍ମଣତରାବୋଇ ଛକ ନିକଟରେ ଖେଳଉର ପଂଚାୟତ ପକ୍ଷରୁ ଜଳଛତ୍ର ଖୋଲାଯାଇଛି । ଏହି
Read More...