Daily Archives
ମାଝୀପଡା ବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ମହିଳାମାନେ ଚାହିଁଲେ ଏକ ସୁନ୍ଦର ରାଷ୍ଟ୍ର ନିର୍ମାଣ କରିପାରିବେ ବୋଲି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସଭାପତି ସହଦେବ!-->…
Read More...
Read More...
ମାନବ ସମାଜରେ ନାରୀଙ୍କ ମର୍ଯ୍ୟାଦା ବଳବତ୍ତର ରହୁ
ସୁଶ୍ରୀ ସ୍ନେହଲତା
ଆଜି ଆନ୍ତର୍ଜାତିକ ମହିଳା ଦିବସ । ଏହି ଦିବସରେ ମାନବ ସମାଜ ସଂକଳ୍ପବଦ୍ଧ ହେବା ଉଚିତ ଯେ, ନାରୀଙ୍କ ମର୍ଯ୍ୟାଦା ସମାଜରେ ସମସ୍ତ କ୍ଷେତ୍ରରେ ବଳବତ୍ତର ରହୁ । ଜାତିର ଜନକ ମହାତ୍ମା ଗାନ୍ଧୀ କହିଥିଲେ, ଯେଉଁଦିନ ଜଣେ ମହିଳା ନିଛାଟିଆ ରାସ୍ତାରେ ଏକାକୀ ନିର୍ଭୟରେ ଚାଲି!-->!-->!-->…
Read More...
Read More...
ସ୍ୱଳ୍ପ ସଂଚୟ ଅଭିକର୍ତ୍ତାମାନଙ୍କ ଏକ ଦିବସୀୟ ଅଭିମୁଖୀକରଣ ଶିବିର ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ବଲାଙ୍ଗିର ଜିଲ୍ଲାର ସମସ୍ତ ସ୍ୱଳ୍ପ ସଂଚୟ ଅଭିକର୍ତ୍ତାମାନଙ୍କ ଏକ ଦିବସୀୟ ଅଭିମୁଖୀକରଣ ଶିବିର ଜିଲ୍ଲାପାଳ ଚଂଚଳ ରାଣାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱଳ୍ପ ସଂଚୟ ସଂଗଠନ, ଅର୍ଥ!-->…
Read More...
Read More...
ବିଜେଡ଼ି ପକ୍ଷରୁ ପ୍ରଚାର ଆରମ୍ଭ, ଚେୟାରମ୍ୟାନ ପ୍ରାର୍ଥିନୀ ଲିକା ସାହୁ ସୁଦପଡ଼ାର ଘରକୁ ଘର ଯାଇ ଭୋଟର୍ଙ୍କୁ ଭେଟିଲେ
ବଲାଙ୍ଗିର, (କେପିଏନ୍ଏସ୍) : ଗତ ୭ ତାରିଖ ଦିନ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଆସନ୍ତା କାଲି ପ୍ରାର୍ଥୀପତ୍ର ଯାଂଚ କରାଯିବାର କାର୍ୟ୍ୟକ୍ରମ ରହିଛି । ତେବେ ପୌର ନିର୍ବାଚନରେ ସଫଳତା ହାତେଇବାକୁ ଏବେ ଠାରୁ ବିଜେଡ଼ି ଅଂଟା ଭିଡ଼ିଥିବା ଦେଖିବାକୁ ମିଳିଛି । ଆଜି!-->…
Read More...
Read More...
ଅଗ୍ନିକାଣ୍ଡରେ ୩ ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ବହଲପଦର ଗାଁରେ ଆଜି ପୂର୍ବାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆକସ୍ମିକ ଭାବେ ଲାଗିଥିବା ନିଆଁରେ ୩ଟି ପରିବାରର ୫ ବଖରା ଘର ସାଂଗକୁ ଘରେଥିବା ଧାନ, ଚାଉଳ ଏବଂ ଆସବାପତ୍ର ସାଂଗକୁ ଲକ୍ଷାଧିକ!-->…
Read More...
Read More...
ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ
ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ମହିଳାଙ୍କ ଭିତରେ ଥିବା ପ୍ରତିଭା ଓ ଦକ୍ଷତାର ବିକାଶ ସହ ସାମାଜିକ ଉନ୍ନୟନରେ ମହିଳାଙ୍କ ଭାଗିଦାରୀ ଓ ଭୂମିକା ଅନିର୍ବାଯ୍ୟ ବୋଲି ମତ ପ୍ରକାଶ ପାଇଛି । ଏହି!-->…
Read More...
Read More...
୧୫୦ ଖଣ୍ଡ ବଲି ବୋଝେଇ ଟ୍ରାକ୍ଟର ଜବତ୍ କଲା ବଲାଙ୍ଗିର ବନ ବିଭାଗ
ବଲାଙ୍ଗିର, (କେପିଏନ୍ଏସ୍) :୧୫୦ ଖଣ୍ଡ ବଲି ବୋଝେଇ ଏକ ଟ୍ରାକ୍ଟର ଜବତ୍ କରିଛି ବଲାଙ୍ଗିର ବନ ବିଭାଗ । ସୂଚନା ଅନୁସାରେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗିରବନ ବିଭାଗ ଗତକାଲି ଅପରାହ୍ନରେ ନିକଟସ୍ଥ ଭୀମଡ଼ୁଙ୍ଗୁରି ଗାଁରେ ଚଢ଼ାଉ କରି ୧୫୦ ଖଣ୍ଡ ଗ୍ରୀନ୍ ପୋଲ୍(ବଲି) ବୋଝେଇ!-->…
Read More...
Read More...
ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଜଣେ ଗିରଫ
ଗଜପତି : ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ଗୁଲୁବା ପଞ୍ଚାୟତ ବର୍ଲାଗୁଡା ଗାଁରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଗଞ୍ଜେଇ ବିକ୍ରି ପାଇଁ ଘରେ ରଖିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ଗୁଲୁବା ପଞ୍ଚାୟତ ବର୍ଲାଗୁଡା!-->…
Read More...
Read More...
ହାତୀର ମୃତଦେହ ଉଦ୍ଧାର
ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜ୍ ମାଧପୁର ଜଙ୍ଗଲ ମୌଜା ନିକଟରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ତେବେ ହାତୀଟିର ମୃତ୍ୟୁ କିପରି ହେଲା ତାହା ସ୍ପଷ୍ଟ ଜଣାପଡିନାହିଁ । ସୂଚନା ଅନୁସାରେ ପୁରୁଣାଗଡ଼ ରେଞ୍ଜ ମାଧପୁର ଜଙ୍ଗଲ ମୌଜା!-->…
Read More...
Read More...