Monthly Archives

February 2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୪୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୪୪ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୨୩୩୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୯
Read More...

ପୌର ନିର୍ବାଚନରେ ଇଭିଏମ୍‌ ବ୍ୟବହାର ହେବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଆଗାମୀ ଦିନରେ ହେବାକୁ ଥିବା ପୌରସଂସ୍ଥା ନିର୍ବାଚନ ଗୁଡ଼ିକରେ ଇଲେକ୍‌ଟ୍ରୋନିକ୍ସ ଭୋଟିଙ୍ଗ ମେସିନ୍‌ (ଇଭିଏମ୍‌)ର ବ୍ୟବହାର କରାଯିବ । ପୌରସଂସ୍ଥା ନିର୍ବାଚନ ନିମନ୍ତେ ପ୍ରତ୍ୟେକ ବୁଥ୍‌ରେ ଦୁଇଗୋଟି
Read More...

ଖୋର୍ଦ୍ଧା ଜିଲ୍ଲାର ଅଣ୍ଡା ଗ୍ରାମରେ ନବତ୍ରିଂଶ ଷୋଳପ୍ରହର ନାମଯଜ୍ଞ ଉଦ୍‌ଯାପିତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖୋର୍ଦ୍ଧା ଜିଲ୍ଲାର ରାୟପୁର, ବନମାଳୀପୁର ତଥା ଅଣ୍ଡା ଗାଁରେ ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥୀ ଇଂ- ୭ ତାରିଖରୁ ଶ୍ରୀ ଶ୍ରୀ ମଦନମୋହନ ଦେବଙ୍କ ପୀଠରେ ଆରମ୍ଭ ହୋଇଥିବା ନବତ୍ରିଂଶ ଷୋଳପ୍ରହର ନାମଯଜ୍ଞ ମହୋତ୍ସବ ଗତ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି
Read More...

ଛତ୍ରପୁର ସହରରେ ଫାଲେରିଆ ରୋଗର ମୂଳ ଉତ୍ପାଟନ ନେଇ ପଦକ୍ଷେପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଫାଲେରିଆ ମୁକ୍ତ ନିମନ୍ତେ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଘରେ ଘରେ ପ୍ରତିଷେଧକ ବଟିକା ବାଣ୍ଟିବା ଆରମ୍ଭ ହୋଇଛି । ଏହି ଅବସରରେ ସଚେତନତା ସହ ଦୁଇପ୍ରକାର ବଟିକା ଦେଇ ଛତ୍ରପୁର ଏନ୍‌ଏସି/ ସହରାଞ୍ଚଳରେ
Read More...

ଆଜି ସକାଳ ୮ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଦେଓଗାଁ ବ୍ଲକରେ ବିଦ୍ୟୁତ କାଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଞ୍ଚଳରେ ଆଜି ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ଜଣାପଡିଛି । ୧୩୨/୩୩କେଭି ଓପିଟିସିଏଲ୍ ତରଫରୁ ଗ୍ରିଡରେ ମରାମତି କାମ ଥିବାରୁ ଆଜି ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ହେବା ନେଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ସୂଚନା
Read More...

ବୁଢ଼ାବାହାଲ ତ୍ରିମୂର୍ତ୍ତି କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ବଲାଙ୍ଗିର ଗାନ୍ଧୀନଗରପଡ଼ାକୁ ହରାଇ ଟିଟିଲାଗଡ଼…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବୁଢ଼ାବାହାଲରେ ତ୍ରିମୂର୍ତ୍ତି ଡିଉଚ୍ ବଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଟିଟଲାଗଡ ଓ ବଲାଙ୍ଗିରର ଗାନ୍ଧୀନଗରପଡ଼ା ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ଟିଟିଲାଗଡ଼ ଦଳ ବିଜୟୀ ହୋଇ ଚାମ୍ପିଅନ
Read More...

କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାରାଥନ ନିର୍ବାଚନ ପ୍ରଚାର

ବୌଦ୍ଧ, (ବଂଶୀଧର ମାଝୀ) : କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଗତକାଲି ଦିନିକିଆ ବୌଦ୍ଧ ଗ୍ରସ୍ତରେ ଆସି ଜିଲ୍ଲାର ତିନିଗୋଟି ବ୍ଲକର ନଅଗୋଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ।ଗତକାଲି ଡଃ ଅଚ୍ୟୁତ ସାମନ୍ତ ସକାଳ ୧୦.୩୦ମିନିଟରେ କଣ୍ଟାମାଳ ଜୋନ ନମ୍ବର ୧ର
Read More...

ଚଳଚଞ୍ଚଳ ହୋଇ ଉଠିଛି ଛତ୍ରପୁରର ଜାତୀୟ ପର୍ଯ୍ୟଟନସ୍ଥଳି ସୁଶୋଭିତ ତାମ୍ପରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରୁ ମାତ୍ର ୩ କିମି ଦୂରରେ ତାମ୍ପରା ଅବସ୍ଥିତ । ଭାରତର ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ଭାବେ ମାନ୍ୟତା ମିଳିଥିବା ପ୍ରକୃତିର ଅବଦାନ ଏହି ସୁରମ୍ୟ ମଧୁରଜଳ ହ୍ରଦ ସୁଶୋଭିତ ତାମ୍ପରା କୂଳ ପୁଣି ଚଳଚଞ୍ଚଳ
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ପୋଲିସ ପ୍ରଶାସନର ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ୧୬ ତାରିଖରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହେବ । ଏଥିପାଇଁ ଆଜି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍ତରାଞ୍ଚଳ ଆଇଜି ଦୀପକ୍ କୁମାରଙ୍କ
Read More...

କବିତା : ଦୁସ୍‌ରା କେନ୍ ନରକ୍

ସାବିତ୍ରୀ ପୁରୋହିତ ଦୁସ୍‌ରା କେନ୍ ନରକ୍ମରନ୍ ଉତ୍‌ରୁଦୁସ୍‌ରା କେନ୍ ନରକ୍ ଅଏତ୍‌କାକଲା କରମର୍ ଫଲ୍ ଭୁଗ୍‌ତିର୍ ଲାଗି । ଇନେ ତ କଲ୍ ବଲ୍ଡହକ୍ ବିକଲ୍…ଅଠିପହର୍ତତଲା ଲୁହାର୍ ଚେଁକାନ୍ଦିହିଁ ନୁଁ ମନ୍ ତକ୍…ମନ୍ ନୁଁ ଆତ୍ମା ତକ୍ । ସମିଆଁର୍ କର୍‌ହେଇ ଥିତେଲ୍ ଫୁଟୁଛେ ଟକୋମକୋଭାଜି
Read More...