Monthly Archives

February 2022

ବଲାଙ୍ଗିର ରୋଟାରୀ ଏଲିଟ ପକ୍ଷରୁ ୫ ଜଣ ଡାକ୍ତର ସମ୍ମାନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରୋଟାରୀ ଏଲିଟ ପକ୍ଷରୁ ବଲାଙ୍ଗିରରେ ସାରା ଜୀବନ କାଳ ନିଃସ୍ଵାର୍ଥପର ଭାବରେ ରୋଗୀମାନଙ୍କୁ ସେବା ଯୋଗାଇ ଦେଇ ଆସିଥିବା ବଲାଙ୍ଗିରର ବରିଷ୍ଠ ୫ ଜଣ ଡାକ୍ତରଙ୍କୁ ସମ୍ମାନିତ କରି ସମ୍ବର୍ଦ୍ଧିତ କରାଯାଇଛି । ଏଥିପାଇଁ ସ୍ତାନୀୟ ପତିତପାବନ ଏକାଡେମୀ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୧୦ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବୀରମହାରାଜପୁର, ଉଲୁଣ୍ଡାବ୍ଲକ
Read More...

ବେଲପଡା ଜିଲ୍ଲାପରିଷଦ ଜୋନ ନଂ ୨୫ରେ ୮ନଂ ରାଉଣ୍ଡରେ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ଶବ୍ଦ ମିର୍ଦ୍ଧା ଆଗୁଆ : ଗଣତି…

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ତ୍ରିତାରୀୟ ପଂଚାୟତ ନିର୍ବାଚନରେ ଆଜି ଭୋଟ ଗଣତି ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟରେ ଜାରି ରହିଛି । ଖପ୍ରାଖୋଲ ଜୋନ ନଂ ୪ରେ ୭ ନଂ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ପ୍ରମିଳା ପାଥର ୧୦୧୨ ଭୋଟରେ ଆଗୁଆ ଥିବା ବେଳେ ସେହିପରି
Read More...

ନାଗରିକ କମିଟିର କାର୍ଯ୍ୟକାରୀ ବୈଠକ : ମ୍ୟୁନିସିପାଲିଟି ଓ ମେଡିକାଲ ସମସ୍ୟା ଉପରେ ଗୁରୁତ୍ୱ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜେଏସ୍‌ଏମ୍‌ କଲେଜଠାରେ ନାଗରିକ କମିଟିର ଏକ କାର୍ଯ୍ୟକାରୀ ବୈଠକ ସଭାପତି ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା’ ପାଟଣେଶ୍ୱରୀଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରି ବୈଠକକୁ ଶୁଭାରମ୍ଭ
Read More...

ଚତୁର୍ଥ ଦିନରେ ଯୁଦ୍ଧ : ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଘମାଘୋଟ ଲଢେ଼ଇ, ରୁଷ୍‌ ରଚୁଛି ଧ୍ୱଂସର ତାଣ୍ଡବ ଲୀଳା

କ୍ୱିବ : ଆଜି ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଚତୁର୍ଥ ଦିନରେ ପହଂଚିଛି । ଘମାଘୋଟ ଲଢେଇ ଭିତରେ ୟୁକ୍ରେନ ରାଜଧାନୀ କ୍ୱିବ୍‌କୁ ଅକ୍ତିଆର କରିବା ଭଳି ରୁଷର ସ୍ୱପ୍ନ ଘୁଂଚି ଘୁଂଚି ଯାଉଛି । ଏବେ ଆମ୍‌ ୟୁକ୍ରେନ୍‌ ନାଗରିକ ଯୁଦ୍ଧ ମଇଦାନ୍‌ରେ । କ୍ୱିବ୍‌ରେ ଚାଲିଛି ଜବର୍‌ଦସ୍ତ ବୋମା ଓ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ପାଟଣାଗଡ ବ୍ଲକ ଲରମ୍ଭା ଗ୍ରା.ପ.ରୁ ଜଣେ ଓ ମୁରିବାହାଲ ହଳଦି ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଆଗଲପୁର ବ୍ଲକରେ ସରପଂଚ ଓ ସମିତି ସଭ୍ୟ ଭାବେ କେଉଁମାନେ ବିଜୟୀ ହୋଇଛନ୍ତି ଆସନ୍ତୁ ଜାଣିବା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ଥିବା ୯ ଗୋଟି ପଂଚାୟତର ସରପଂଚ ଓ ସମିତି ସଭ୍ୟ ବିଜୟୀ ହୋଇଛନ୍ତି । ସରପଂଚ ଭାବେ ବିଜୟୀ ପ୍ରାର୍ଥୀମାନେ ହେଲେ ଆଗଲପୁର ପଂଚାୟତରେ ନନ୍ଦିନୀ ମେହେର ୧୨୮୨ ଭୋଟରେ, ବାବୁଫାସଡରୁ ଜୟନ୍ତୀ
Read More...

ଗୌତମ ନଗର ଠାରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଗୌତମ ନଗର ଠାରେ ଗତକାଲି ଅଷ୍ଟପ୍ରହର ନାମଯଜ୍ଞ ମହାସମାରୋହରେ କୋଭିଡ୍‌ କଟକଣା ଅନୁପାଳନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ନାମଯଜ୍ଞ ୩ ଦିନ ଧରି ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ନାମଯଜ୍ଞର କାର୍ଯ୍ୟସୂଚୀ ଅନୁଯାୟୀ ତା. ୨୬/୦୨/୨୨ରିଖ ଶନିବାର
Read More...

ଦ୍ୱିତୀୟ ଦିନରେ ଭୋଟ ଗଣତି : ବିଜେଡ଼ି ୧୧ଟି ଜୋନ୍‌ରେ ଓ ବିଜେପି ୩ଟି ଜୋନ୍‌ରେ ଆଗୁଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଭୋଟ ଗଣତିର ଦ୍ୱିତୀୟ ଦିନରେ ବଲାଙ୍ଗିର ଜିଲ୍ଲା ପରିଷଦ ଆସନରେ ପୁଣି ଦବ୍‌ଦବା ଦେଖାଇଛି ବିଜେଡ଼ି । ଆଜି ଗଣତି ଚାଲିଥିବା ୧୪ଟି ଜିଲ୍ଲା ପରିଷଦ ଆସନରୁ ୧୧ଟିରେ ବିଜେଡ଼ି ଆଗୁଆ ରହିଥିବା ବେଳେ ମାତ୍ର ୩ଟି ଆସନରେ ବିଜେପି ଆଗୁଆ ରହିଥିବା ସଂଧ୍ୟା ୬ଟା
Read More...

ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା ବଲାଙ୍ଗିର ଜିଲ୍ଲା ଶାସ୍ତ୍ରୀନଗର ସ୍ଥିତ ସହରାଂଚଳ ପ୍ରାଥମିକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଚଳିତ ବର୍ଷ ପାଇଁ ଜାତୀୟ ପଲ୍‌ସ୍‌ ପୋଲିଓ ଅଭିଯାନ ଓ ବଲାଙ୍ଗିର ଜିଲ୍ଲା ଶାସ୍ତ୍ରୀନଗର ସ୍ଥିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ନିର୍ମିତ ଶିଶୁ ଉଦ୍ୟାନକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବଲାଙ୍ଗିର
Read More...