Monthly Archives

February 2022

ସରିଲା ଭୋଟଦାନ : ମୋହରରେ ଛକିଚିହ୍ନ ନଥିବାରୁ ଭୋଟର ଅସନ୍ତୁଷ୍ଟ, ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଉମା ଗ୍ରାମ ପଞ୍ଚାୟତ ୧ ନମ୍ବର ବୁଥ ଫଟାମୁଣ୍ତାରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ହୋଇଥିଲା । ସର୍ବମୋଟ ୪୧୭ ଜଣ ଭୋଟର ମଧ୍ୟରୁ ମହିଳା ୧୬୬ ଏବଂ ପୁରୁଷ ୧୭୮ ଜଣ ସମେତ ୩୪୪ ଜଣଙ୍କର ଭୋଟଦାନ ହୋଇଥିଲା । କେନ୍ଦ୍ରରେ ଶାନ୍ତି
Read More...

ଭୋଟଦାନ କରି ଖୁସିବ୍ୟକ୍ତ କଲେ ଭୋଟର

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକରେ ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ବ୍ଲକର ୨୪ଟି ପଞ୍ଚାୟତରେ ୪୬୫ଜଣ ୱାର୍ଡ ସଭ୍ୟ, ୯୨ ଜଣ ସରପଞ୍ଚ, ୭୧ ଜଣ ସମିତିସଭ୍ୟ ଏବଂ ୧୨ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ରହିଥିବା ବେଳେ ସମୁଦାୟ ୬୪୦ଜଣ ପ୍ରାର୍ଥୀ ଓ
Read More...

ଏନ୍‌କେଏଫ୍‌ଏ ଫୁଟ୍‌ବଲ ପ୍ରତିଯୋଗିତା ଉଦ୍‌ଯାପିତ : ହାତୀସରାକୁ ହରାଇ ମାକରଚୁଆଁ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ନେହେରୁ ଖେଳ ପଡ଼ିଆରେ ଏନ୍‌କେଏଫ୍‌ଏ ଆନୁକୂଲ୍ୟରେ ରବିବାର ଦିନରୁ ଆରମ୍ଭ ହୋଇଥିବା ଫୁଟ୍‌ବଲ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ମାକରଚୁଆଁ ଦଳ ୧-୦ ଗୋଲରେ ହାତୀସରାକୁ ହରାଇ ଚାମ୍ପିଅନ ହୋଇଥିଲା । ଆଜିର
Read More...

ଚାଲିଗଲେ ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ

ଭୁବନେଶ୍ବର, (କେପିଏନ୍‌ଏସ୍‌) : ବିଶିଷ୍ଟ ସାହିତ୍ୟିକ, କବି, ଅଧ୍ୟାପକ ଓ ସମ୍ପାଦକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ୬୯ ବର୍ଷ ବୟସରେ ଆଜି ପରଲୋକ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡିଛି । ଇଂରାଜୀ ଏବଂ ଓଡିଆା ଭାଷାରେ
Read More...

ସମିତି ସଭ୍ୟ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

କଟକ : କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀ ଶିଶୁଆ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ମାନସ କୁମାର ଦାସଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପ୍ରଚାର କାର୍ଯ୍ୟ ସାରି ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଆକ୍ରମଣ ହୋଇଥିବା ନେଇ ମାନସ କୁମାର ଦାସ ସାଲେପୁର
Read More...

ନିର୍ବାଚନରେ ନିୟୋଜିତ ଗାଡି ଡ୍ରାଇଭରଙ୍କୁ ଅଣଦେଖା ଯୋଗୁଁ ଅସନ୍ତୋଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଚଳିତ ପଂଚାୟତ ନିର୍ବାଚନ ପାଇଁ ବିଭିନ୍ନ ଗାଡିକୁ ଆକ୍‌ସନରେ ନେଇଛି ଜିଲ୍ଲା ପ୍ରଶାସନ । ଆକ୍‌ସନରେ ଯାଇଥିବା ଗାଡି ଡ୍ରାଇଭର ମାନଙ୍କ ରହିବା ଏବଂ ଖାଇବା ଆଦି ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି କିଛି ଡ୍ରାଇଭର । ଗାଡି
Read More...

ନାବାଳିକାଙ୍କୁ ଉଦ୍ଧାର କଲା ରମ୍ଭା ପୋଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ହୁମା ହାଟରୁ ଜଣେ ନାବାଳିକାଙ୍କୁ କେହି ଅପହରଣ କରିଥିବା ନାବାଳିକାଙ୍କ ବାପା ମା' ରମ୍ଭା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ରମ୍ଭାଥାନା ପୋଲିସ ଚାରିଆଡେ ଖୋଜାଖୋଜି କରିବା ପରେ ସେହିଦିନ ହିଁ ହୁମା ଅଂଚଳରୁ ଉକ୍ତ
Read More...

ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ପ୍ରଥମ ପର୍ଯ୍ୟାୟରେ ୨୩ଟି ସ୍ଥାନରେ ମତଦାନ ବନ୍ଦ

ଭୁବନେଶ୍ଵର : ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ରାଜନୀତି ସରଗରମ ରହିଥିବା ବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆଜି ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜନୈତିକ ହିଂସା ମଧ୍ୟ ଦେଖିବାକୁ
Read More...

ନିରାଶ୍ରୟା ମହିଳାଙ୍କୁ ସରକାରୀ ଆବାସ ମିଳିବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗାଁର ଗୌରୀ ଖର୍ସେଲ ରହିବାକୁ ଘର ଖଣ୍ଡିଏ ନଥିବାରୁ ସେ ଅତି ଦୁଖଦ ପରିସ୍ଥିତିରେ ଏକ ପଲିଥିନ ଘରେ ନିଜ ସ୍ୱାମୀ ଓ ଦୁଇ ସନ୍ତାନଙ୍କୁ ନେଇ ରହୁଛନ୍ତି । ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କୁ ଘର ଖଣ୍ଡିଏ ପାଇଁ
Read More...

ଜୁନିୟର ମିଷ୍ଟର ଇଣ୍ଡିଆରେ ଗଞ୍ଜାମରୁ ଭାଗ ନେବେ ଡମ୍ବରୁଧର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆସନ୍ତା ୨୨ ତାରିଖରେ ପୁଡୁଚେରୀରେ ହେବାକୁ ଥିବା ୧୨ତମ ଜୁନିୟର ବଡିବିଲ୍ଡିଂ ଚାମ୍ପିୟାନ ସିପ୍‌ରେ ଗଂଜାମ ସହରର ଯୁବ ବଡିବିଲ୍ଡଂର ଜି.ଡମ୍ବରୁଧର ରାଓ (୨୦) ଭାଗ ନେଉଥିବା ଜଣାପଡିଛି । ସେ ୫୫ ବର୍ଗ କେଟେଗୋରୀରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ
Read More...