Monthly Archives

February 2022

ସୁନାବେଡା ପୌର ପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ

କୋରାପୁଟ : ସୁନାବେଡା ପୌର ପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ପୌର ପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଚଢାଉ ହୋଇଥିବା ଜଣାପଡିଛି । ଏକକାଳୀନ ୬
Read More...

ସମିତି ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ବନ୍ଧୁକ ଦେଖାଇ ଅପହରଣ କରାଯାଇଥିବା ଅଭିଯୋଗ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ସିମିଳିଆ ଓଭର ବ୍ରିଜ୍ ନିକଟରୁ ନିଖୋଜ ସମିତି ସଭ୍ୟ ପ୍ରାର୍ଥୀଙ୍କ ସ୍ଵାମୀ ଦୀପକ ଦାଶଙ୍କୁ ମୁର୍ମୁଷୁ ଅବସ୍ଥାର ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ତାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ
Read More...

ଅସଦାଚରଣ ଅଭିଯୋଗରେ ଏଭିନିୟୁ ଇଭେଣ୍ଟର ମାଲିକ ଗିରଫ

ଭୁବନେଶ୍ୱର, (ଶୁଶାନ୍ତ ସାହୁ) : ଯୁବତୀଙ୍କୁ ଖରାପ ବ୍ୟବହାର କରିବା ସହ ମାଡ଼ ମାରିବା ଅଭିଯୋଗରେ ନୟାପଲ୍ଳୀ ଥାନା ପୁଲିସ୍‌ ସେଭେନ୍‌ ଏଭିନିୟୁ ଇଭେଣ୍ଟ ମାଲିକ ଆଶୁତୋଷ ପଣ୍ଡାଙ୍କୁ ଅଟକ ରଖିଥିବା ଜଣାପଡିଛି । ସୂଚନା ଅନୁସାରେ ଆଶୁତୋଷ ପଣ୍ଡାଙ୍କ ଅଫିସ୍‌ରେ କାମ କରୁଥିବା ଜଣେ ଯୁବତୀଙ୍କୁ ସେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୩୧ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୮୫୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୩ ଜଣ
Read More...

ଆସନ୍ତୁ ଘରେ ପ୍ରସ୍ତୁତ କରିବା କସ୍‌ଷ୍ଟାର୍ଡ

ଶ୍ରାବଣୀ ବିଶ୍ୱାଲ କସ୍‌ଷ୍ଟାର୍ଡ ଖାଇବା ପାଇଁ ସମସ୍ତଙ୍କର ଆଗ୍ରହ ଥାଏ । କିନ୍ତୁ ଏହାକୁ ତିଆରିବାର ପ୍ରଣାଳୀ କିଏ କେମିତି ଜାଣନ୍ତି ନାହିିଁ ବୋଲି ଘରେ ଏହାକୁ ପ୍ରସ୍ତୁତ କରିବାରେ ଅସୁବିଧା ହୋଇଥାଏ । ଆସନ୍ତୁ, ଘରେ ଏହାକୁ କେମିତି ତିଆରିବା ଶିଖିନେବା । ଏହିପରି ଉପାୟରେ ବନାନ୍ତୁ
Read More...

ଜରାସିଂହା କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ସାଗରପାଲିକୁ ହରାଇ ଜରାସିଂହା ଚାମ୍ପିୟାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ହାଇସ୍କୁଲ ଖେଳ ପଡିଆରେ ତିନି ଦିନ ଧରି ଚାଲିଥିବା କ୍ରିକେଟ ପ୍ରତିଯୋଗିତା ଗୁରୁବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଦେଓଗାଁ, ଜରାସିଂହା, କୁଳିହାବାହାଲ, ସାଗରପାଲି, ସିନ୍ଦିରାବାହାଲି, ବବୁକେଲଗାଁ, ଜୁର୍ଲାକାନୀ, ବନ୍ଦପାଲି ମୋଟ
Read More...

ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ଦେଓଗାଁ ପୁଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ସମାପନ କରିବା ପାଇଁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । ଦେଓଗାଁ ବ୍ଳକର ମୋଟ ୨୬ଟି ପଞ୍ଚାୟତରେ ଥିବା ୩୧୩ଟି ୱାର୍ଡ଼ ବା ମତଦାନ କେନ୍ଦ୍ର ମଧ୍ୟରୁ ୧୦୦ଟି କେନ୍ଦ୍ରକୁ
Read More...

ପରିବେଶ ସୁରକ୍ଷା ନେଇ ଭାରତ ଭ୍ରମଣରେ ସାଇକେଲ ଆରୋହୀ ପ୍ରଦୀପ କୁମାରଙ୍କୁ ସମର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ଭାରତ ଭ୍ରମଣରେ ସାଇକେଲରେ ବାହାରିଥିବା ଯୁବ ପରିବେଶବିତ ପ୍ରଦୀପ କୁମାରଙ୍କୁ ସମର୍ଦ୍ଧନା ଜ୍ଞାପନ କରାଯାଇଛି ।ଗଞ୍ଜାମ ବ୍ଲକ ହୁମ୍ମା ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ଗଞ୍ଜାମ ସହର ଦିଗଦର୍ଶନ ୟୁଥ କ୍ଲବ
Read More...

ଦେବେନ୍ଦ୍ର କୁମାର ମିଶ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଂଜଳି ସଭା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁର ଦ୍ୱାରା ଗତକାଲି ସଂଧ୍ୟା ୭ ଘଟିକାରେ ସ୍ଥାନୀୟ ପ୍ରଭାସ ଲଜରେ ପ୍ରାକ୍ତନ ନିର୍ବାଚନ ଆୟୋଗ, ସୁବର୍ଣ୍ଣପୁରର ବରପୁତ୍ର ତଥା ମହାନଦୀ ସାହିତ୍ୟ ସଂସଦର ଉପଦେଷ୍ଟା
Read More...

ସିନାପାଲି ଜଗନ୍ନାଥ ମନ୍ଦିର ବାର୍ଷିକ ଉତ୍ସବ

ସିନାପାଲି, (ନିରାକାର ମେହେର) : ସିନାପାଲି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ନବମ ବାର୍ଷିକ ଉତ୍ସବ ସୋମବାରଠାରୁ ମନ୍ଦିର ପରିସରରେ ଆରମ୍ଭ ହୋଇଯାଇଛି । ପାଂଚ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ସ୍ୱତଂତ୍ର ପୂଜାଅର୍ଚ୍ଚନା ସହ ପ୍ରତ୍ୟହ ପୂର୍ବାହ୍ନରେ ପାଂଚ କୁଣ୍ତୀୟ ଘୃତଯଜ୍ଞ ଓ
Read More...