Monthly Archives

February 2022

ଧଣ୍ଡାମୁଣ୍ଡା ପଂଚାୟତରେ ମନରେଗା ଯୋଜନାରେ ଦୁର୍ନୀତିର ଗନ୍ଧ : ମନରେଗା ଯୋଜନାରେ କାମ କରି ପାଉଣା ପାଇନଥିବା ଅଭିଯୋଗ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗ୍ରାମ ପଂଚାୟତ ମାଲପଡା ଗ୍ରାମର ଶ୍ରମିକମାନେ ମାଲପଡା ଗାଁର କନ୍ଦାଡୁଙ୍ଗୁରୀ ଜଙ୍ଗଲଠାରେ ୧୨ ଦିନ ଧରି ଷ୍ଟ୍ରେଜର ଟ୍ରେଞ୍ଚ କାମ କରିଥିଲେ । ତେବେ ସେମାନେ ୨୨/୧୨/୨୦୨୧ରେ କାମ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଟଙ୍କା
Read More...

ରାଜନୈତିକ ହିଂସାକୁ ନେଇ ନୁଇ ଗୋଷ୍ଠୀ ମଧ୍ୟରେ ଲଢେଇ

ଚନ୍ଦାବାଲି : ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଂଚାୟତରେ ରାଜନୈତିକ ହିଂସା ଯୋଗୁଁ ୨ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଉଭୟ ଗୋଷ୍ଠୀର ୬ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଘଣ୍ଟେଶ୍ୱର ପୋଲିସ
Read More...

ନିର୍ବାଚନ କାର୍ଯ୍ୟ ପରିଚାଳନା କର୍ମଚାରୀଙ୍କ ଭୋଟ ଗଣତି ସମ୍ପର୍କିତ ତାଲିମ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବା ପାଇଁ ନିୟୋଜିତ କର୍ମଚାରୀମାନଙ୍କୁ ଭୋଟ ଗଣତି ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଷୟରେ ଅବଗତ କରାଇବା ଲକ୍ଷ୍ୟ ନେଇ ଏକ ତାଲିମ ଶିବିର ଗତକାଲି ଡେଲାଙ୍ଗ ବ୍ଲକ ବିଜୁ
Read More...

ଗଞ୍ଜାମ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ୪ ଲକ୍ଷ ୯୦ ହଜାର ୪୪ ଜଣ ମତଦାନ କରିବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଅନୁଷ୍ଠିତ ହେବ । ଧରାକୋଟ, ଛତ୍ରପୁର, ଗଞ୍ଜାମ, ପାତ୍ରପୁର, ବେଲଗୁଣ୍ଠା ଆଦି ବ୍ଳକ୍‌ରେ ଆଜି ସକାଳେ ଭୋଟଗ୍ରହଣ ହେବ ବୋଲି କୁହାଯାଇଛି । ଏନେଇ ସରକାରୀ ସ୍ତରରେ ବ୍ୟାପକ ବନ୍ଦୋବସ୍ତ ଓ ପୋଲିସ
Read More...

ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ନିମନ୍ତେ ଗଞ୍ଜାମ ପୋଲିସର ବିଭିନ୍ନ ସ୍ଥାନରେ ଯାଞ୍ଚ କଡାକଡି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଆଜି ସକାଳେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ପୋଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡ଼ି କରିବାରେ ବ୍ୟସ୍ତ ଅଛି । ମତଦାନ କେନ୍ଦ୍ରଗୁଡିକରେ
Read More...

ମା’ ସାତଭଉଣୀ ମହୋତ୍ସବ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ମା' ସାତଭଉଣୀ ପୀଠଠାରେ ମା' ସାତଭଉଣୀ ମହୋତ୍ସବ କୋଭିଡ ନିୟମ ଅନୁସାରେ ପାଳନ କରାଯାଇଛି । ତିନି ଦିନ ଧରି ଚାଲିଥିବା ଏହି ମହୋତ୍ସବର ପ୍ରଥମ ଦିନ ଅଙ୍କୁରୋପଣ, ଅଧିବାସ ହୋଇଥିବା ବେଳେ ଦ୍ବିତୀୟ ଦିନରେ କଳସ ଯାତ୍ରା ଏବଂ ତୃତୀୟ ଦିନରେ ଗୋ ପୂଜା, ଆହୁତି ଓ
Read More...

ବଲାଙ୍ଗିର ସହରର ଜଣାଶୁଣା ବ୍ୟବସାୟୀ ସତ୍ୟ ମହାନ୍ତି ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ହାତିଶାଲପଡ଼ା ନିବାସୀ ଜଣାଶୁଣା ବ୍ୟବସାୟୀ ସତ୍ୟ ମହାନ୍ତିଙ୍କ ପରଲୋକ ଘଟିଥିବା ଜଣାପଡ଼ଛି । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଇହଧାମ ତ୍ୟାଗ କରିଥିବା ସୂଚନାରେ କୁହାଯାଇଛି । ତାଙ୍କ ବିୟୋଗରେ ସହରରେ ଶୋକର
Read More...

ହ୍ୱାଇଟ ହାଉସ ପକ୍ଷରୁ ରୁଷ୍‌କୁ ୟୁକ୍ରେନ ଉପରେ ସାଇବର ଆକ୍ରମଣ କରିଥିବା ଅଭିଯୋଗ

ୱାଶିଂଟନ୍ : ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଏକ ପ୍ରମୁଖ ବ୍ୟାଙ୍କକୁ ଟାର୍ଗେଟ କରି ସାଇବର ଆକ୍ରମଣ ପାଇଁ ହ୍ୱାଇଟ ହାଉସ ରୁଷକୁ ଦାୟୀ କରିଛି । ହ୍ୱାଇଟ ହାଉସର ମୁଖ୍ୟ ସାଇବର ଅଫିସର ଏନେ ନଉବର୍ଜର ସାଇବର ଆକ୍ରମଣ ପାଇଁ ରୁଷକୁ ଦାୟୀ କରିଛନ୍ତି ଏବଂ ଏହା ରୁଷ ଓ ୟୁକ୍ରେନ ମଧ୍ୟରେ
Read More...

ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ସଫଦର ନାଗୋରୀ କହିଛି – ସମ୍ବିଧାନ ନୁହେଁ, କୋରାନ ମୋ ପାଇଁ ସର୍ବୋଚ୍ଚ

ଭୋପାଳ : ସହରରେ ୨୦୦୮ ସିରିଏଲ ବୋମା ବିସ୍ଫୋରଣ ଘଟଣାରେ ଶୁକ୍ରବାର ଦିନ ଅହମ୍ମଦାବାଦର ଏକ ସ୍ୱତନ୍ତ୍ର କୋର୍ଟ ୩୮ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଏବଂ ଅନ୍ୟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବୋମା ବିସ୍ଫୋରଣ ମାମଲାରେ ମୃତ୍ୟୁଦଣ୍ଡ ପାଇଥିବା ୩୮ ଦୋଷୀମାନଙ୍କ ମଧ୍ୟରୁ ସଫଦର
Read More...

ପୂର୍ବ ୟୁକ୍ରେନ ବିସ୍ଫୋରଣରେ ଦୋହଳିଲା, ୧ ସୈନିକ ନିହତ, ରକେଟ୍ ମାଡ଼ ସୂଚନା

କିଭ୍‌ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ରୁଷ-ୟୁକ୍ରେନ ଯୁଦ୍ଧ ଯେକୌଣସି ସମୟରେ ଆରମ୍ଭ ହୋଇପାରେ । ପୂର୍ବ ୟୁକ୍ରେନରୁ ଅନେକ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ଶନିବାର ପୂର୍ବାହ୍ନରେ ୟୁକ୍ରେନର ବିଚ୍ଛିନ୍ନତାବାଦୀ ନିୟନ୍ତ୍ରିତ ସହର ଡୋନେସ୍ତକ ଉତ୍ତର ଭାଗରେ
Read More...