Monthly Archives

February 2022

ଭାରତୀୟ ଜାତୀୟ ହକୀ ଦଳର ଉଭୟ ପୁରୁଷ ଓ ମହିଳା ଖେଳାଳୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଜାତୀୟ ହକୀ ଦଳର ଉଭୟ ପୁରୁଷ ଓ ମହିଳା ଖେଳାଳୀଙ୍କୁ ରହଣୀ ଓ ଖେଳ ଅଭ୍ୟାସ ସଂପର୍କରେ ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଗାମୀ ପ୍ରୋ-ଲିଗ୍‌ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଗାମୀ ଏସିଆନ ଓ
Read More...

ସତ କଥା

ଆଜ୍ଞା ଆମର ଘର ହେଇପାରୁନି, ଟିକେ ନ୍ୟୁଜ କରିଦିଅନ୍ତୁ …ଆଜ୍ଞା ଆମ ଗାଁରେ ଦୁର୍ନୀତି ହେଉଛି, ଟିକେ ନ୍ୟୁଜ କରିଦିଅନ୍ତୁ…ଆଜ୍ଞା ପୋଲିସ ଆମ କଥା ଶୁଣୁନି, ଟିକେ ନ୍ୟୁଜ କରିଦିଅନ୍ତୁ…ଆଜ୍ଞା ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଭଲ ଖାଦ୍ୟ ଦିଆଯାଉନି, ଟିକେ ନ୍ୟୁଜ କରିଦିଅନ୍ତୁ…ଆଜ୍ଞା ଆମ ଗାଁ ମେଲଣର,
Read More...

ରାଜ୍ୟରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନର ଭୋଟଦାନ : ଆଜି ୫୧ ଲକ୍ଷ ୩୧ ହଜାର ୭୨୭ ଜଣ ଭୋଟ୍‌ ଦେବେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଜ୍ୟର ୨୭ଟି ଜିଲ୍ଲାର ୬୪ଟି ବ୍ଲକରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନର ଭୋଟଦାନ । ୫୧ ଲକ୍ଷ ୩୧ ହଜାର ୭୨୭ ଜଣ ଭୋଟ୍‌ ଦେବେ । ୧୬୩ଟି ଜିଲ୍ଲା ପରିଷଦ ଜୋନ୍‌ ଏବଂ ୧୨୫୪ଟି ପଞ୍ଚାୟତ ପାଇଁ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ୧୭ ହଜାର
Read More...

ନେହୁରୁ ଯୁବ କେନ୍ଦ୍ର ସଂଗଠନ ଆନୁକୂଲ୍ୟରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନେହୁରୁ ଯୁବ କେନ୍ଦ୍ର ସଂଗଠନ ବ୍ରହ୍ମପୁର, ଗଞ୍ଜାମ ଆନୁକୂଲ୍ୟରେ ଖଲ୍ଲିକୋଟସ୍ଥ ରାମଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳନ ହୋଇଯାଇଛି । ଏଥିରେ ଉକ୍ତ ବିଦ୍ୟାଳୟର ଛାତ୍ରୀ ସସ୍ମିତା ପଟ୍ଟନାୟକ ଅତିଥିମାନଙ୍କୁ
Read More...

ସାମ୍ବାଦିକମାନଙ୍କୁ ଆକ୍ରମଣ ହେବା ଘଟଣାକୁ ନିନ୍ଦା କରି ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟରେ ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କ ପ୍ରତି ହେଉଥିବା ମରଣାତ୍ମକ ଆକ୍ରମଣକୁ ତିବ୍ର ଭାବରେ ନିନ୍ଦା କରିବା ସହ ବିଞ୍ଝାରପୁର ଘଟଣାରେ ସମ୍ପୃକ୍ତ ଦୋଷୀମାନଙ୍କୁ ଗିରଫ ଏବଂ ସାମ୍ବାଦିକମାନଙ୍କ ସୁରକ୍ଷା ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ
Read More...

ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ୬୦ ଗରିବ ପରିବାରକୁ ଛେଳି ବଣ୍ଟନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର ନର୍ଲା, ମ.ରାମପୁର, କର୍ଲାମୁଣ୍ଡାର ବିଭିନ୍ନ ପଞ୍ଚାୟତରେ ଲୋକଙ୍କ ଆର୍ଥିକ ବିକାଶ ପାଇଁ କାର୍ଯ୍ୟ କରୁଥିବା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ତରଫରୁ ମାନବିକତା ସହାୟତା କାର୍ଯ୍ୟକ୍ରମ ଜରିଆରେ ଗିଫ୍ଟ ଟୁ ଏସିଆ ସହଯୋଗରେ
Read More...

ଗଞ୍ଜାମ ଜିଲ୍ଲାରେ ୪ର୍ଥ ପର୍ଯ୍ୟାୟରେ ୪ ଲକ୍ଷ ୬୪ ହଜାର ୨୧ ଜଣ ମତଦାନ କରିବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଅନୁଷ୍ଠିତ ହେଉଅଛି । ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଜଗନ୍ନାଥପ୍ରସାଦ ଓ କବିସୂର୍ଯ୍ୟନଗର ଆଦି ବ୍ଳକ୍‌ରେ ମଙ୍ଗଳବାର ସକାଳେ ଭୋଟ ଗ୍ରହଣ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ
Read More...

ରାଜ୍ୟପାଳଙ୍କ ଆଠଗଡ଼ ଗସ୍ତ ଓ ଜିମସାର ପରିସରେ ପଣ୍ଡିତ ଗୋପବନ୍ଧୁଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଠଗଡ଼ ମାଧପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ରକୁ ଗତକାଲି ଅପରାହ୍ନରେ ପରିଦଦର୍ଶନରେ ଆସି ଅନୁଷ୍ଠାନ ପରିସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏକ ବ୍ରୋଞ୍ଜ ନିର୍ମିତ
Read More...

ନିର୍ବାଚନ ଡ୍ୟୁଟିରେ ଯାତ୍ରୀବାହୀ ବସ : ଅସୁବିଧାରେ ଲୋକେ

ଦେଓଗାଁ, (ମନୀଷ କୁମାର ସାହୁ) : ଗାଁ ଗାଁରେ ନିର୍ବାଚନୀ ମାହୋଲ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି । ଆସନ୍ତାକାଲି ବଲାଙ୍ଗିର ସଦର ବ୍ଲକ୍, ଦେଓଗାଁ ଓ ଗୁଡ଼ଭେଲା ବ୍ଲକରେ ନିର୍ବାଚନ ହେବାର ରହିଛି । ଲୋକେ ନିଜ ନିଜ ଭିଟାମାଟିକୁ ଫେରିବାରେ ଲାଗିଛନ୍ତି । ହେଲେ ନିର୍ବାଚନ ଡ୍ୟୁଟିରେ ବହୁ
Read More...

୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ, ପୁଲିଂ ପାର୍ଟି ବୁଥ୍‌ରେ ପହଞ୍ଚିଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା କାଲି ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଜିଲ୍ଲାର କେବଳ ସୋହେଲା ବ୍ଲକର ୨୭ଟି ପଞ୍ଚାୟତରେ ଅନୁଷ୍ଠିତ ହେବ । ଏଥିପାଇଁ ୩୮୬ଟି ବୁଥରେ ପୁଲିଂ ପାର୍ଟି ପହଞ୍ଚି ସାରିଲେଣି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ
Read More...