Monthly Archives

February 2022

ମରଣାନ୍ତକ ଆକ୍ରମଣ ଅଭିଯୋଗ ନେଇ ସଦର ଥାନା ଦ୍ୱାରସ୍ଥ ହେଲେ ମଧୁ ବାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମରଣାନ୍ତକ ଆକ୍ରମଣ ଅଭିଯୋଗ ନେଇ ବଲାଙ୍ଗିର ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି ମଧୁ ବାଗ । ଅଭିଯୋଗ ଅନୁଯାୟୀ ଗତ ରାତିରେ ମଧୁ ବାଗ ନିଜ ପରିବାର ସହ ରାତ୍ରୀ ଭୋଜନ କରୁଥିବା ବେଳେ ଗାଁର ଝଲିଆ ମାହାର ନାମକ ଜଣେ ବ୍ୟକ୍ତି ତାଙ୍କ ଝିଅଙ୍କୁ ଅସମ୍ମାନ କରୁଥିବା କହି
Read More...

ବଲାଙ୍ଗିର ବନ ବିଭାଗକୁ ମିଳିଲା ବଡ ସଫଳତା : ଦୁଇ ଦିନରେ ଜିଲ୍ଲାର ଭିନ୍ନ ଭିନ୍ନ ରେଂଜରୁ ଜବତ ହେଲା ମୂଲ୍ୟବାନ କାଠ ସହ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନ ବିଭାଗକୁ ମିଳିଛି ବଡ ସଫଳତା । ଦୁଇ ଦିନରେ ଜିଲ୍ଲାର ଭିନ୍ନ ଭିନ୍ନ ରେଂଜରୁ ମୂଲ୍ୟବାନ କାଠ ସହ ଟ୍ରାକ୍ଟର ଜବତ ହୋଇଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଧରାପଡିଛି । ସୂଚନା ଯୋଗ୍ୟ ଯେ, ଗତକାଲି ପାଟଣାଗଡ ରେଂଜ ଅନ୍ତର୍ଗତ ମହାଦାସନୀ ରିଜର୍ଭ ଫରେଷ୍ଟ
Read More...

୩୫୦ ଲିଟର ଦେଶୀ ମଦ ଜବତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ୱରେ ବିଶ୍ରା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଅତର୍କିତ ଚଢ଼ାଉ କରାଯାଇଥିବା ଜଣାପଡିଛି । ଚଢ଼ାଉ ବେଳେ ଜଣେ ଅଭିଯୁକ୍ତ ଝାଡ଼ଖଣ୍ଡର ଧୀରେନ ମାହାତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି
Read More...

ଅସୁସ୍ଥ ପ୍ରିଜାଇଡିଂ ଅଫିସରଙ୍କ ଦାୟିତ୍ଵ ନେଇ ସମ୍ମାନିତ ହେଲେ ପ୍ରିଜାଇଡିଂ ଅଫିସର

ଦେଓଗାଁ, (ମନୀଷ କୁମାର ସାହୁ) : ସରକାରଙ୍କ ନିର୍ଦ୍ଦେଶ ମୁତାବତ ଭୋଟ ଦାନ କେନ୍ଦ୍ରରେ ନିଯୁକ୍ତି ହୋଇଥିଲେ ଜଣେ ପ୍ରିଜାଇଡିଂ ଅଫିସର । ସେ ନିର୍ଦ୍ଦେଶ ଅନୁସାରେ ବ୍ଲକରେ ଯୋଗଦେଇ ଭୋଟଦାନ କେନ୍ଦ୍ରରେ ମଧ୍ୟ ପହଞ୍ଚିଥିଲେ । ହେଲେ ରାତିରେ ଅସୁସ୍ଥ ହେବାରୁ ତାଙ୍କୁ ଡ଼ାକ୍ତରଖାନାକୁ
Read More...

ଓଲଟିଲା ଅଟୋ : ୨ ଶିକ୍ଷୟିତ୍ରୀ ଗୁରୁତର

ରାଉରକେଲା : ଲାଠିକଟା ସୁଇଡିହି ନିକଟରେ ଏକ ଅଟୋ ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇ ଶିକ୍ଷୟିତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ସେମାନେ ରାଉରକେଲା ଛେଣ୍ଡ କଲୋନୀର ସୁକାନ୍ତି ସାହୁ ଓ ରଶ୍ମିତା ପଣ୍ଡା ବୋଲି ଜଣାପଡିଛି । ଦୁହିଁଙ୍କୁ ରାଉରକେଲା ସରକାରୀ
Read More...

ଆଉ ଜଣେ ବ୍ରାଉନ ସୁଗାର ମାଫିଆ ଗିରଫ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଗତକାଲି ମୋଷ୍ଟ ୱାଣ୍ଟେଡ ବ୍ରାଉନ ସୁଗାର ମାଫିଆ ଶିବ ପ୍ରସାଦ ଦାସ ଓରଫ ଶିବୁକୁ ପାହଳ ଅଞ୍ଚଳରୁ ଗିରଫ କରିଥିବା ବେଳେ ଆଜି ତା'ର ଜଣେ ସହଯୋଗୀ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଏମ୍‌ଡି ରାଜାଙ୍କୁ ଗିରଫ କରାଯାଇଥିବା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୨ ଗୁରୁତର

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ମହାନଦୀ ସେତୁ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଥିବା ଜଣାପଡିଛି । ମୃତକ ଜଣକ ବୌଦ୍ଧ ସହର ବୁଟୁପାଲିର ମୋତିଲାଲ ଯୋଶୀରା ବୋଲି ଜଣାପଡିଛି । ଅନ୍ୟ ମୃତକଙ୍କ ପରିଚୟ
Read More...

ଭୋଟ ବାକ୍ସ ସିଲ ଟାମ୍ପରିଂ ଅଭିଯୋଗ : ପ୍ରିଜାଇଡିଂ ଅଫିସରଙ୍କୁ ଆକ୍ରମଣ

ବାସୁଦେବପୁର : ଭୋଟ ବାକ୍ସ ସିଲ ଟାମ୍ପରିଂ ଅଭିଯୋଗରେ ପ୍ରିଜାଇଡିଂ ଅଫିସରଙ୍କୁ ଆକ୍ରମଣ କରି ଅଟକ ରଖିଥିବା ଜଣାପଡିଛି । ବାସୁଦେବପୁର ବ୍ଲକର କୁମାରପୁର ପଂଚାୟତର ୧୦ ନମ୍ବର ବୁଥ୍‌ରେ ପ୍ରିଜାଇଡିଂ ଅଫିସର ସିଲ ଟାମ୍ପରିଙ୍ଗ କରିଥିବା ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ୧୦ ନଂ.
Read More...

ଯାଜପୁର ଜିଲ୍ଲାର ୨୪ଟି ବୁଥ୍‌ରେ ସାନି ମତଦାନ ଅନୁଷ୍ଠିତ

ଯାଜପୁର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ, ବୁଥ୍ ଜବର ଦଖଲ, ବାଲାଟ୍ ପେପର ଲୁଟ୍ ଘଟଣାରେ ବାତିଲ ହୋଇଥିବା ୨୪ଟି ବୁଥ୍‌ରେ ଆଜି ସାନି ମତଦାନ ହେଉଥିବା ଜଣାପଡିଛି । ରାଜ୍ୟ ନିର୍ବାଚନ କମିଶନର ଏନେଇ ଘୋଷଣା କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି
Read More...

ଗ୍ରାହକ ବେଶରେ ଆସି ୩୦୦ ଗ୍ରାମ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ବୈଦନାଥ ଛକ ନିକଟରେ ଥିବା ଏକ ସୁନା ଦୋକାନରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସହରର ବୈଦନାଥ ଛକ ନିକଟସ୍ଥ ମୁନ୍ଦ୍ରା ଜ୍ଜେଲର୍ସଠାରେ ଗ୍ରାହକ ବେଶରେ ଲୁଟେରା ଆସି ପାଖାପାଖି ୩୦୦ ଗ୍ରାମ ସୁନାଗହଣା ଥିବା ବାକ୍ସ ଲୁଟି ନେଇଥିବା ସମ୍ବଲପୁର ଟାଉନ
Read More...