Monthly Archives

February 2022

ଆଜି ସୁମନ୍ତଙ୍କ ଦ୍ୱାଦଶାହ : ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜସେବୀ ତଥା କ୍ରିକେଟ ଜଗତର ଜଣେ ଦିବ୍ୟ ପଥ ପ୍ରଦର୍ଶକ ସୁମନ୍ତ ଭୋଇଙ୍କ ଆଜି ଦ୍ୱାଦଶାହ । ସେଭଳି ଜଣେ ନିଷ୍କପଟ ନିଃସ୍ୱାର୍ଥପର ଆତ୍ମାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ଜାଗତିକ ହୋ-ହାଲ୍ଲା ତଥା ପ୍ରଶଂସାକୁ ଜମାରୁ ପସନ୍ଦ କରୁନଥିବା ସୁମନ୍ତ ସମସ୍ତଙ୍କ
Read More...

୫୦ କେ.ଜି ଗଞ୍ଜେଇ ଜବତ : ଜଣେ ଗିରଫ

ଲମତାପୁଟ : ଆନ୍ଧ୍ରପ୍ରଦେଶରୁ ଛତିଶଗଡ ଗଞ୍ଜେଇ ଚୋରା ଚାଲାଣ ବେଳେ କୌଣସି ସୂତ୍ରରୁ ଖବର ପାଇ ମାଛକୁଣ୍ଡ ଲମତାପୁଟ ପୋଲିସ କମେଲ ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲା । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌କୁ ଅଟକାଇ ପୋଲିସ ଯାଞ୍ଚ କରିଥିଲା । ଯାଞ୍ଚ କରିବାରୁ କାର୍‌ ଭିତରୁ ୨
Read More...

ସୁଜିତ କୁମାର ସତପଥିଙ୍କ ଦ୍ୱାରା ଲିଖିତ ଆଲୋଚନା ପୁସ୍ତକ “କବି ସଂଜୟ କୁମାର ମିଶ୍ରଙ୍କ କବିତା : ଦୀପ୍ତି ଓ ଦିଗନ୍ତ”…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବୀଣାପାଣି ପ୍ରକାଶନ କାର୍ଯ୍ୟାଳୟରେ କବି ସଂଦୀପ କୁମାର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ସୁଜିତ କୁମାର ସତପଥିଙ୍କ ଦ୍ୱାରା ଲିଖିତ ଆଲୋଚନା ପୁସ୍ତକ “କବି ସଂଜୟ କୁମାର ମିଶ୍ରଙ୍କ କବିତା : ଦୀପ୍ତି ଓ ଦିଗନ୍ତ” ଉନ୍ମୋଚିତ
Read More...

ପ୍ରଫେସର ଲିଙ୍ଗରାଜ ନାୟକଙ୍କ ବିୟୋଗରେ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଲବ୍ଧ ପ୍ରତିଷ୍ଠ ଅଧ୍ୟାପକ ପ୍ରଫେସର ଲିଙ୍ଗରାଜ ନାୟକଙ୍କୁ ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପାଠାଗାରର ସଭାପତି ବିମ୍ବାଧର କୁଅଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଉପସ୍ଥିତ
Read More...

ଖର୍ଲିରେ ୟୁଥ ସାର୍ଭିସ ସେଣ୍ଟର ବଲାଙ୍ଗିର ଚାଇଲ୍ଡ ଲାଇନ ଉଦ୍ୟମରେ ଅଟକିଲା ବାଲ୍ୟବିବାହ : ବାଲ୍ୟବିବାହର କୁପରିଣାମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଖର୍ଲି ଗ୍ରାମରେ ଜଣେ ନାବାଳିକାଙ୍କ ପ୍ରସ୍ତାବିତ ବିବାହକୁ ଅଟକାଇଛି ୟୁଥ ସାର୍ଭିସ ସେଣ୍ଟର ବଲାଙ୍ଗିର ଚାଇଲ୍ଡ ଲାଇନ । ସୂଚନା ଅନୁସାରେ ଖର୍ଲି ଗ୍ରାମରେ ଜଣେ ନାବାଳିକା ଝିଅକୁ ତାର ପିତା ମାତା ନିକଟସ୍ଥ ମୁନାପାଲି
Read More...

ଜିଲ୍ଲା ଓକିଲ ସଂଘ ପକ୍ଷରୁ ନରସିଂହ ଗୁରୁଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କୋଶଲୀ ଭାଷା ଓ ସାହିତ୍ୟର ଗବେଷକ ନରସିଂହ ପ୍ରସାଦ ଗୁରୁଙ୍କୁ ସ୍ଥାନୀୟ ବାର୍‌ ହଲଠାରେ ଆଜି ସମ୍ବର୍ଦ୍ଧନା ଜଣାଯାଇଥିଲା । ଜିଲ୍ଲା ଓକିଲ ସଂଘ ସଭାପତି ପ୍ରବୀଣ କୁମାର ମିଶ୍ରଙ୍କ
Read More...

ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୦୦ ଆମ୍ବ ଚାରା ରୋପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଅଗସ୍ତିନୂଆଁଗାଁଠାରେ ଅବସ୍ଥାପିତ ଅଷ୍ଟମ ବାଟାଲିୟନ କ୍ୟାମ୍ପସ ପରିସରରେ ଭୁବନେଶ୍ୱରସ୍ଥ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୦୦ ଆମ୍ବ ଚାରା ରୋପଣ କରାଯାଇଛି । ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଓଏସ୍‌ଏପି-ଅଷ୍ଟମ ବାଟାଲିୟନର
Read More...

ଟ୍ୟୁସନ୍ ଯାଉଛି କହି ଘରକୁ ଫେରିଲାନି ପୁଅ : ପରିବାର ପକ୍ଷରୁ ଥାନାରେ ଏତଲା, ପୋଲିସର ତଦନ୍ତ ଆରମ୍ଭ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଟ୍ୟୁସନ୍ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ । ସୂଚନା ପ୍ରକାରେ ଗତକାଲି ସକାଳ ୭ଟା
Read More...

ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଗାଈ ଚରାଳିଙ୍କ ମୃତ୍ୟୁ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡିଙ୍ଗିଆ ପଞ୍ଚାୟତ କିଆମୁଣ୍ଡା ନିକଟରେ ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯୁବକ ଜଣକ କିଆମୁଣ୍ଡା ଗାଁର ପ୍ରିୟରଞ୍ଜନ
Read More...

ପଦ୍ମପୁର ଅଞ୍ଚଳର ବିକାଶ ପାଇଁ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିର୍ବାଚନୀ ସଭାରେ ପୂର୍ବତନ ବିଧାୟକ ପ୍ରଦୀପ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ୧୬ ତାରିଖ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ, ଝାରବନ୍ଧ, ପଦ୍ମପୁର ଆଦି ବ୍ଳକରେ ବିଜେପି ପ୍ରତି ଲୋକଙ୍କର ଜନ ସମର୍ଥନ ବଢ଼ିବାରେ ଲାଗିଛି । ଆଜି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ମଣ୍ଡଳ
Read More...