Daily Archives

ଏଏସ୍‌ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି

ଝାରସୁଗୁଡ଼ା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ଓଏମ୍‌ଭିଡି ଏଏସ୍‌ଆଇ ହରେକୃଷ୍ଣ ନାୟକଙ୍କ ବିଜୁନଗର ସ୍ଥିତ ଭଡାଘର ସମେତ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଏକ କାଳୀନ ଚଢାଉ ଜାରି ରହିଥିବା ବେଳେ ଚଢାଉ ମଧ୍ୟରେ ଏଏସ୍‌ଆଇ ନାୟକଙ୍କ କଟକ ମଙ୍ଗଳାବାଗ ସ୍ଥିତ ବାସଭବନ,
Read More...

ପାତ୍ରପୁର ବିଡିଓଙ୍କୁ ଆକ୍ରମଣ ଘଟଣା : କାର୍ଯ୍ୟାନୁଷ୍ଠାନ ଦାବୀ କଲେ ଓଏଏସ୍‌ ସଂଘ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପାତ୍ରପୁର ବିଡିଓ ପ୍ରକାଶ କୁମାର ଦାସଙ୍କୁ ଆକ୍ରମଣ ଘଟଣାକୁ ନେଇ ଓଏଏସ୍‌ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏହି ଘଟଣାକୁ ନିନ୍ଦା କରାଯାଇଛି । ଏଥିରେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ
Read More...

ଲୁଟ୍‌ କରି ସାରିବା ପରେ ଏଟିଏମ୍‌କୁ ଜାଳିଦେଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ରାଜଘାଟର ପବନ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଏଟିଏମରୁ ଲୁଟ୍‌ ପରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ଏଟିଏମ ଲୁଟ୍‌ ପରେ ଏଟିଏମଟିକୁ ଜାଳିଦେଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଆଜି ସକାଳେ
Read More...

ଷ୍ଟ୍ରଙ୍ଗରୁମ ସମ୍ମୁଖରେ ଭାଜପା ଓ କଂଗ୍ରେସର ନେତା ଦିନରାତି ଦେଉଛନ୍ତି ପହରା

ଆର.ଉଦୟଗିରି : ଭୋଟ ବାକ୍ସ ଖୋଲି ବାଲାଟ ପେପର ହେରଫେର ଆଶଙ୍କାରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସଏସଡି) ଷ୍ଟ୍ରଙ୍ଗରୁମ ସମ୍ମୁଖରେ ଭାଜପା ଏବଂ କଂଗ୍ରେସର ନେତା ଓ କର୍ମୀ ଜଗି ରହିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତ ୧୬ ତାରିଖ ରାତିରୁ ଭାଜପା ଓ କଂଗ୍ରେସର ନେତା ଦିନରାତି ଉଜାଗର
Read More...

ଇଣ୍ଡୋନେସିଆରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଆଜି ସକାଳେ ଭୂମିକମ୍ପର ଜୋର୍‌ ଝଟ୍‌କା ଅନୁଭବ ହୋଇଥିବା ସୂଚନା ମିଳିଛି । ଆମେରିକା ଜିୟୋଲଜିକାଲ ସର୍ଭେ ଅନୁସାରେ ସେଠାରେ ରିକ୍ଟର ସ୍କେଲର ତୀବ୍ରତା ୬.୨ ମପାଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟା ବାଜି ୯ ମିନିଟ ସମୟରେ ଭୂମିକମ୍ପର ଅନୁଭବ
Read More...

୬୪ କିଲୋ ଗଞ୍ଜେଇ ଜବତ ସହ ୧ ଗିରଫ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱର ରେଳ ଷ୍ଟେସନରୁ ରେଳବାଇ ଥାନା ପୁଲିସ ୬୪ କିଲୋ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ନାମ ରୋହିତ ସେ ଦିଲ୍ଲୀ ବାସିନ୍ଦା ବୋଲି ଜଣାପଡିଛି । ସେ ରାଜସ୍ଥାନର ଜୟପୁରକୁ ଗଞ୍ଜେଇ ଚାଲାଣ
Read More...

ପାଟଣାଗଡ଼ ଅବକାରୀ ବିଭାଗ ଦ୍ୱାରା ୬୦ ଲିଟର ଦେଶୀ ରନ୍ଧାମଦ ଜବତ ସହ ୫୦ କ୍ୱିଣ୍ଟାଲ ମହୁଲ ପୋଚ ନଷ୍ଟ : ୧ ଅଟକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଅବକାରୀ ବିଭାଗ ଦ୍ୱାରା ଗୁଦୁରାମୁଣ୍ଡା ଗାଁରେ ଚଢ଼ାଉ କରି ୬୦ ଲିଟର ଦେଶୀମଦ ଜବତ କରିବା ସହ ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତକୁ ଆଣି ଅଟକ ରଖିଥିବା ଜଣାପଡ଼ିଛି । ଏହା ସହ ଘଟଣାସ୍ଥଳରେ ୫୦ କ୍ୱିଣ୍ଟାଲ ଦେଶୀ ମହୁଲ ପୋଚକୁ ନଷ୍ଟ କରିଥିବା ସହ ମଦରନ୍ଧା
Read More...

ବିଜୁ ପଟ୍ଟନାୟକ ସୁଇମିଂ ପୁଲ ଅନେକ ନୂତନ ସମ୍ଭାବନାର ଆଶା ନେଇ ବର୍ତ୍ତମାନ ଉନ୍ମୁକ୍ତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କରୋନା ମହାମାରୀର ପରବର୍ତ୍ତୀ ପରିସ୍ଥିତିରେ ଜନସାଧାରଣ ଏବଂ ଛାତ୍ରଛାତ୍ରୀମାନଙ୍କ ମନରେ ଅନେକ ନୂତନ ସମ୍ଭାବନାର ଆଶା ନେଇ ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟରେ ଥିବା ବିଜୁ ପଟ୍ଟନାୟକ ସୁଇମିଂ ପୁଲର ଦ୍ବାର ଉନ୍ମୁକ୍ତ ହୋଇଛି । ଦୀର୍ଘ ଦୁଇ ବର୍ଷ
Read More...

ଶାସ୍ତ୍ରୀ ନଗର ସାଂସ୍କୃତିକ ସଂଗଠନ ପକ୍ଷରୁ ମେଗା ଜୀବନବିନ୍ଦୁ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜଧାନୀ ଭୁବନେଶ୍ୱରର ଶାସ୍ତ୍ରୀ ନଗର ବାସିନ୍ଦା ଓ ଓଡ଼ିଶା ମୋ ପରିବାରର ମିଳିତ ଆନୁକୁଲ୍ୟରେ, ସାଂସ୍କୃତିକ ସଂଗଠନ ତଥା ଶାସ୍ତ୍ରୀ ନଗର କଲ୍ଚରାଲ ଆସୋସିଏସନ୍ ଗୃହରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶିବିରଟି ମୁଖ୍ୟତଃ ଶାସ୍ତ୍ରୀ ନଗର
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଅସହାୟ ମହିଳାଙ୍କୁ ମିଳିଲା ଚିକିତ୍ସା

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକର ଯୋଗୀସର୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କରନପାଲି ଗ୍ରାମର ଇନ୍ଦ୍ରାବତୀ ମହାକୁର ବୋଲି ଜଣେ ମହିଳାଙ୍କ ମୁଁହ ଦିନକୁ ଦିନ ଫୁଲି ଯାଉଛି ଓ ଗୋଡ଼ଗୁଡ଼ିକ ସରୁ ହେବାରେ ଲାଗିଛି । ଉନ୍ନତ ମାନର ଚିକିତ୍ସା କରିବା ପାଇଁ ସାହାଯ୍ୟ
Read More...