Daily Archives

ବୁଥ୍ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବଂ ବୋମାମାଡ଼ : ୪୦ରୁ ଅଧିକ ଆହତ

ପୁରୀ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବୁଥ୍ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବଂ ବୋମାମାଡ଼ ଭଳି ଏକ ଖବର ଆସିଛି । ସୂଚନା ଅନୁସାରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଆଳନ୍ଦା ଗ୍ରାମପଞ୍ଚାୟତର ଆଳନ୍ଦା ବୁଥ୍‌ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବଂ ବୋମାମାଡ଼ ହୋଇଥିବାରୁ ୪୦ରୁ ଅଧିକ
Read More...

ବଲାଙ୍ଗିର ଜିଲ୍ଲାରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସରିଛି ପ୍ରଥମ ପର୍ଯ୍ୟାୟ ଭୋଟଦାନ । ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼, ବେଲପଡ଼ା ଓ ଖପ୍ରାଖୋଲ ବ୍ଲକରେ ଆଜି ମତଦାନ ହୋଇଥିବା ବେଳେ ମତଦାତାଙ୍କ ମଧ୍ୟରେ ବେଶ୍‌ ଉତ୍ସାହର ମାହୋଲ୍‌ ଦେଖିବାକୁ ମିଳିଛି । ସଂପୃକ୍ତ ତିନୋଟି ବ୍ଲକ୍‌ର ବିଭିନ୍ନ ମତଦାନ
Read More...

ଛତ୍ରପୁର : କଣମଣା ଗ୍ରାମପଞ୍ଚାୟତ ପାଇଁ ବିଜେଡିକୁ ଅଡୁଆର ସମ୍ମୁଖୀନ ହେବା ଆଶଙ୍କା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ୱିତୀୟ ପର୍ୟ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଥିବା ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କଣମଣା ଗ୍ରାମପଞ୍ଚାୟତ ପାଇଁ ବିଜେଡିକୁ ଅଡ଼ୁଆର ସମ୍ମୁଖୀନ ହେବା ସମ୍ଭାବନା ଦେଖାଦେଇଛି । ସର୍ବମୋଟ ୬୦୧୭ ଜଣ ଭୋଟର ଥିବା ଏହି ପଞ୍ଚାୟତରେ ୨୯୨୦ ପୁରୁଷ ଓ ୩୦୯୭ ଜଣ
Read More...

ପିଲାମାନଙ୍କ ଦ୍ୱାରା ମୋବାଇଲ ଚୋରି କରି ବାଙ୍ଗଲାଦେଶ ପଠାଉଥିବା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ, ୫ ନାବାଳକ ସହ ୧୦ ଅଭିଯୁକ୍ତ…

ନୂଆଦିଲ୍ଲୀ : ପିଲାମାନଙ୍କ ଦ୍ୱାରା ମୋବାଇଲ ଚୋରି କରି ବାଙ୍ଗଲାଦେଶ ପଠାଉଥିବା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଛି ଦକ୍ଷିଣ-ପଶ୍ଚିମୀ ପୋଲିସ । ଏହି ଘଟଣାରେ ୫ ନାବାଳକ ସହ ୧୦ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡ଼ିଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ହଜାର ହଜାର ମୋବଇଲ ଫୋନ ଚୋରି କରି ସାରିଥିବା
Read More...

ହିଜାବ ବିବାଦ : ହିଜାବ ପିନ୍ଧି କଲେଜ ବାହାରେ ହଙ୍ଗାମା କଲେ ଛାତ୍ରୀ, ‘ୱି ୱାଣ୍ଟ ଜଷ୍ଟିସ୍‌’ ନାରା ଲଗାଇଲେ

ବିଜୟପୁରା : କର୍ଣ୍ଣାଟକରେ ହିଜାବକୁ ନେଇ ପୁଣିଥରେ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି । ହିଜବା ପିନ୍ଧିଥିବା ଛାତ୍ରୀମାନେ ବିଜୟପୁରାର ଏକ କଲେଜରେ ପଶିବା ପାଇଁ ହଙ୍ଗାମା କରିଛନ୍ତି । ଛାତ୍ରୀମାନେ ହିଜାବ ପିନ୍ଧି କଲେଜକୁ ପଶିବା ପାଇଁ ଉଦ୍ୟମ କରୁଥିବା ବେଳେ ଅଧ୍ୟାପକ ମାନେ ସେମାନଙ୍କୁ
Read More...

ସଡକ ଦୁର୍ଘଟଣା ମିନିଟ୍ରକ୍ ସହ ଧକ୍କା ହେଲା ଅଟୋ : ଜଣେ ମୃତ, ୨ ଗୁରୁତର

ସାଲେପୁର : କଟକ-ଚାନ୍ଦବାଲି ରାସ୍ତାର ନନ୍ଦୋଳଗଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥବା ଜଣାପଡ଼ିଛି । ଏକ ଅଟୋ ସହ ମିନିଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଭୁବନେଶ୍ୱରରୁ କେନ୍ଦ୍ରାପଡା ଛତା ଅଭିମୁଖେ ଯାଉଥିବା ଏକ ଅଟୋ ସହ ଆରପଟରୁ ଆସୁଥିବା
Read More...

ପ୍ରସିଦ୍ଧ ବେଙ୍ଗଲୀ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ସନ୍ଧ୍ୟା ମୁଖାର୍ଜୀଙ୍କ ପରଲୋକ

କୋଲକାତା : ପ୍ରସିଦ୍ଧ ବେଙ୍ଗଲୀ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ସନ୍ଧ୍ୟା ମୁଖାର୍ଜୀ(ମୁଖୋପାଧ୍ୟାୟ)ଙ୍କ ୯୦ ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଥିବା ଜଣାପଡିଛି । ଗତକାଲି ରାତି ୭ଟା ୩୦ରେ ଏକ ଘରୋଇ ହସ୍ପିଟାଲରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଯାଇଥିବା କୂହାଯାଉଛି । ସୂଚନା ଅନୁସାରେ
Read More...

ଓଲଟିଲା କାର୍‌ : ଡ୍ରାଇଭର ମୃତ

ବେତନଟୀ : ବେତନଟୀ ତୁଳସୀଚଉରା ନିକଟସ୍ଥ ପଟ୍ରୋଲ ପମ୍ପ ନିକଟରେ ଏକ କାର୍‌ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ କାର୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ରାତି ୯ଟା ୩୦ରେ ବାଲେଶ୍ୱର ବାରିପଦା ଅଭିମୁଖେ ଯାଉଥିବା ଏକ କାର୍‌
Read More...

୪ କେଜି ଗଞ୍ଜେଇ ଜବତ ସହ ୨ ଗିରଫ

ଯାଜପୁର : ଯାଜପୁର ସଦରଥାନା ଅନ୍ତର୍ଗତ ଖଣ୍ଡାସ ନିକଟରୁ ୪ କେଜି ଗଞ୍ଜେଇ ସହ ୨ ଜଣ ଯୁବକଙ୍କୁ ଯାଜପୁର ଅବକାରୀ ବିଭାଗ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଯାଜପୁର ସଦର ଥାନା ବାଲିଗୁଡ଼ା ମଙ୍ଗରାଜପୁର ଗ୍ରାମର ରାଜା ମଲ୍ଲିକ ନିରଞ୍ଜନ ମଲ୍ଲିକ ଏକ ସ୍କୁଟି ଯୋଗେ ଗଞ୍ଜେଇ ଚାଲାଣ
Read More...

ସେଲ୍‌ଫି ହେଲା କାଳ : ଚାଲିଗଲା ୪ ଜଣ ଯୁବକ ଜୀବନ

ହରିଆଣା : ହରିଆଣାର ଗୁରୁଗ୍ରାମରେ ଗତକାଲି ଅପରାହ୍ନରେ ୪ ଜଣ ଯୁବକ ସେଲ୍‌ଫି ନେଉଥିବା ସମୟରେ ଟ୍ରେନ ମାଡ଼ି ଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ୪ଟା ୪୮ରେ ଜନଶତାବ୍ଦୀ ଏକ୍ସପ୍ରେସ ଗୁରୁଗ୍ରାମ ରେଳ ଷ୍ଟେସନରୁ ଛାଡ଼ିଥିଲା । କିଛି ଦୂରରେ ଥିବା ବସଇ ଧନକୋଟ ଷ୍ଟେସନ
Read More...