Daily Archives

ମାନବୀୟତା ଦେଖାଇଲେ କଂଗ୍ରେସ କର୍ମୀ : ଦୁର୍ଘଟଣାଗ୍ରସ୍ତଙ୍କୁ ନେଲେ ଡାକ୍ତରଖାନା

ତୁଷୁରା : ଗୁଡ଼ଭେଲା ବ୍ଲକ ଅଂଚଳରେ କଂଗ୍ରେସର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ କର୍ମୀମାନଙ୍କ ସହ ନିର୍ବାଚନ ପ୍ରଚାର କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡ଼ରେ ପଡ଼ିଥିବା ଦୁଇଜଣଙ୍କୁ ଦେଖି କଂଗ୍ରେସ କର୍ମୀମାନେ ନିଜ ଗାଡ଼ିରେ ଗୁଡ଼ଭେଲା ଡାକ୍ତରଖାନାକୁ ନେଇ ଚିକିତ୍ସା
Read More...

ବୟସ ୭୦ ଉପରେ, ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଅନେକ ସାମାଜିକ କଲ୍ୟାଣ ଯୋଜନାର କାର୍ଯ୍ୟକାରୀ କରିଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ପେନ୍‌ସନ୍‌ ଯୋଜନା ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେଉଛନ୍ତି । ହେଲେ ସରକାରୀ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ଯୋଗ୍ୟ ହିତାଧିକାରୀ ବାର୍ଦ୍ଧକ୍ୟ
Read More...

ବରାହୀ ଖଣ୍ଡୁଆଳ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସୁଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଅଁଳପଡା ଗ୍ରାମର ଆରାଧ୍ୟ ଦେବୀ ମା' ବରାହୀ ଖଣ୍ଡୁଆଳଙ୍କ ପୀଠରେ ଶନିବାର ଦିନ ବିଶ୍ଵଶାନ୍ତି ମହାଯଜ୍ଞର ଶୁଭାରମ୍ଭ ହୋଇଯାଇଛି । କଅଁଳପଡା ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ଧାର୍ମିକ କାର୍ଯ୍ୟରେ
Read More...

ଲୋକ କୈନ୍ଦ୍ରୀକ ସାହିତ୍ୟର ମୃତ୍ୟୁ ନାହିଁ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ସଂଗଠନ ମାଟିର ସ୍ୱର ତରଫରୁ ଗତକାଲି ସନ୍ଧ୍ୟାରେ ଆୟୋଜିତ ରାଜ୍ୟସ୍ତରୀୟ ଭର୍ଚୁଆଲ ଆଲୋଚନା ଚକ୍ର ଶୀର୍ଷକ "ସହିତ୍ୟ କଥା ଓ ସମାଜ ବ୍ୟଥା" ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି ଲେଖକ ସାହିତ୍ୟିକ ସମାଜ ସେବୀ
Read More...

ସାନଖେମୁଣ୍ଡି ପମ୍ପ ହାଉସ୍ ନିକଟରେ ଅସ୍ଥାୟୀ ମଦ ଗୋଦାମକୁ ଜନତାଙ୍କ ବିରୋଧ : ଗ୍ରାମବାସୀ ରାତି ତମାମ ଘେରି ବସିଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ୬୨ ନଂ. ଜୋନ୍ କଲରାପଦର ପଞ୍ଚାୟତର ମାଟିଆବରାଇ ଗ୍ରାମର ପମ୍ପ ହାଉସ୍‌ରେ ବିପୁଳ ପରିମାଣର ମଦ ରଖାଯାଇଛି । ଗ୍ରାମବାସୀ ବାରମ୍ବାର ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରିବା
Read More...

ବାଲିଗୁଡା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ଚେତାବନୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାଇନପଡା ଗ୍ରାମ ପଞ୍ଚାୟତର ଛଅ ୱାର୍ଡବାସୀ ତଥା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି । ନୂତନ ପଞ୍ଚାୟତ ଗଠନ ଓ ମୌଳିକ ସମସ୍ୟାର ସମାଧାନ ପାଇଁ ଆଗାମୀ
Read More...

ନୃସିଂହନାଥ ନିସର୍ଗ ନିବାସରେ ସର୍ବୋଦୟ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ସ୍ଥିତ ନିସର୍ଗ ନିବାସଠାରେ ସର୍ବୋଦୟ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସର୍ବୋଦୟ ଆନ୍ଦୋଳନରେ ସାମିଲ ମୁକ୍ତିଶ୍ବର ପ୍ରଧାନ ଗାନ୍ଧୀ ଫଟୋ ଚିତ୍ରରେ ପୂଜା କରିବା ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଥମେ ସର୍ବୋଦୟ ଆନ୍ଦୋଳନରେ
Read More...

ପୂର୍ବତନ ଛାତ୍ରଙ୍କ ବନ୍ଧୁ ମିଳନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଖଣ୍ଡାଦେଉଳି ଉଚ୍ଚ ବିଦ୍ୟାଳୟର ୧୯୯୧ ମସିହା ଶିକ୍ଷାବର୍ଷ ଦଶମ ଶ୍ରେଣୀ ପୁରାତନ ଛାତ୍ରମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ
Read More...

ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କୁ ଧମକ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋଡାସମ୍ବର ଜୋନ ନଂ ୧ର ଜିଲ୍ଲା ପରିଷଦ ପ୍ରାର୍ଥିନୀ ସରସ୍ୱତୀ ସାହୁ ମହୁଲପାଲି ପଞ୍ଚାୟତ କେନ୍ଦୁଭଟା ଗ୍ରାମରେ ପ୍ରଚାର କରୁଥିବା ସମୟରେ ଖଲିଆପାଲି ପଞ୍ଚାୟତର ନରସିଂହପୁର ଗ୍ରାମର ପରମା ସାହା (ସମିତି ସଭ୍ୟ ପ୍ରାର୍ଥୀ) ଓ
Read More...