Daily Archives

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୧ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୧ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି । ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ୱର, କଟକ, ସୁନ୍ଦରଗଡ଼ ଜିଲ୍ଲାରୁ
Read More...

ମହାଭାରତ ସିରିଏଲ୍‌ର ଭୀମ ଚାଲିଗଲେ

ନୂଆଦିଲ୍ଲୀ : ବିଆର୍‌ ଚୋପ୍ରା ନିର୍ମିତ ମହାଭାରତ ସିରିଏଲ୍‌ରେ ଭୀମ ଭୂମିକାରେ ଅଭିନୟ କରିଥିବା ଅଭିନେତା ପ୍ରବୀଣ କୁମାର ସୋବଟୀଙ୍କ ୭୫ ବର୍ଷ ବୟସରେ ହୃଦ୍‌ଘାତରେ ଦେହାନ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ମହାଭାରତ ଏକ ଲୋକପ୍ରିୟ ସିରିଏଲ ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ
Read More...

ଚଳିତ ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କଣ୍ଟାମାଳ ପୁଲିସ ପକ୍ଷରୁ…

କଣ୍ଟାମାଳ : କଣ୍ଟାମାଳ ଥାନା ଦାୟିତ୍ୱରେ ଥିବା ତପସ୍ୱିନୀ କହଁରଙ୍କ ଅଧ୍ୟକ୍ଷତାରେ ଅନେକ ପୁଲିସ ଅଧିକାରୀ ଓ କର୍ମଚାରୀ ଆଇଆର୍‌ବି ବାଟାଲିୟନର ଫୋର୍ସଙ୍କ ଦ୍ୱାରା ମିଳିତ ଭାବରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ସହ
Read More...

ଏଟିଏମ୍‌ ଲୁଟ ଉଦ୍ୟମ ପଣ୍ଡ : ଲୋକେ ଆସିଯିବାରୁ ଫେରାର୍‌ ମାରିଲେ ୨ ଲୁଟେରା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏଟିଏମ୍‌ ଲୁଟ ଉଦ୍ୟମ ପଣ୍ଡ ହୋଇଥିବା ବେଳେ ଲୋକେ ଆସିଯିବାରୁ ୨ ଲୁଟେରା ଫୋରାର ମାରିଥିବା ଜଣାପଡିଛି । ସୂଚନା ଅନୁସାରେ ସ୍ଥାନୀୟ ବାଳକାଟି ବସଷ୍ଟାଣ୍ଡ ନି୍‌ଟ ଏଟିଏମ୍‌ର ସିସିଟିଭିକୁ ପଥର ସାହାଯ୍ୟରେ ଭାଙ୍ଗି ଲୁଟ ଉଦ୍ୟମ କରୁଥିବା ବେଳେ ଲୋକେ ଆସି ଯିବାରୁ
Read More...

ପୋଡି ଯାଇଥିବା ମହିଳାଙ୍କୁ ଖୁସି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାଂଝରି ଗାଁର ଦେବରାଜ ପଟେଲଙ୍କ ସ୍ତ୍ରୀ ରଶ୍ମିତା ପଟେଲ ଗତ କିଛିଦିନ ତଳେ ନିଆଁ ତାପୁ ଥିବାବେଳେ ପୋଡି ଯାଇଥିଲେ । ସେ ସକାଳ ସମୟରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ତାପୁଥିଲେ । କୌଣସି ମତେ ନିଆଁ ତାଙ୍କର
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଅସହାୟ ଦିବ୍ୟାଙ୍ଗ ବୃଦ୍ଧା ପାଇଲେ ହୁଇଲ ଚେୟାର

ଭବାନୀପାଟଣା, (ପି.କେ. ସାହୁ) : ଜୟପାଟଣା ବ୍ଲକ ମୁଖିଗୁଡାର ଜଣେ ବୃଦ୍ଧା ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେ ଠିକ୍‌ ସେ ଚାଲି ପାରିରୁ ନଥିଲେ । ଏକ ବାଉଁଶ ବାଢି ସାହାଯ୍ୟରେ ଚାଲୁଥିଲେ । ନିଜର ବୋଲି କେବଳ ସ୍ୱାମୀ ଛଡା ପୁଅ ଝିଅ କେହି ନାହାନ୍ତି । ସେ ଦିବ୍ୟାଙ୍ଗ ହେତୁ ଅନେକ
Read More...

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇବାକୁ ତିନି ପ୍ରମୁଖ ଦଳର ଘମାଘୋଟ ପ୍ରୟାସ : ହେଭିୱେଟ୍‌ ନେତାଙ୍କ ଭିଡ଼ରେ କଂପୁଛି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଖେଇ ଆସୁଛି ନିର୍ବାଚନ ତିଥି । ଆହୁରି ଆହୁରି ଜୋର୍‌ ଧରିଛି ପ୍ରଚାର । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇବାକୁ ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଏବଂ କଂଗ୍ରେସ ପକ୍ଷରୁ ଘମାଘୋଟ ପ୍ରୟାସ ଜାରି ରହିଥିବା ବେଳେ ହେଭିୱେଟ୍‌ ନେତାଙ୍କ ଭିଡ଼ରେ କଂପୁଛି
Read More...

ସ୍ୱର ସାମ୍ରାଜ୍ଞୀ ଲାତାଜୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଲା ସିଏନ୍‌ସି ଶିକ୍ଷାନୁଷ୍ଠାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱର ସାମ୍ରାଜ୍ଞୀ ଲାତା ମଙ୍ଗେଶ୍‌କରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛି ବଲାଙ୍ଗିରର ଅଗ୍ରଣୀ ବାଣିଜ୍ୟ ମହାବିଦ୍ୟାଳୟ ସିଏନ୍‌ସି । ସଂଗୀତ ରାଣୀ ଲତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା କଲେଜ କ୍ୟାମ୍ପସରେ ଅନୁଷ୍ଠିତ ହୋଇଥିବା
Read More...

ଖୋଲିଲା ଶିକ୍ଷାନୁଷ୍ଠାନ : ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଅତ୍ୟନ୍ତ ଉତ୍ସାହଜନକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ବିଦ୍ୟାର୍ଥୀଙ୍କ ନିମନ୍ତେ ଗତକାଲି ଶିକ୍ଷାନୁଷ୍ଠାନ ଖୋଲିଥିବା ବେଳେ ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଅତ୍ୟନ୍ତ ଉତ୍ସାହଜନକ ଥିଲା । ସମୁଦାୟ ୨୪, ୪୫, ୪୦୭ ଛାତ୍ରଛାତ୍ରୀଙ୍କ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୫୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୨୯ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୩୮୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୭୩
Read More...