Daily Archives

ବିନା ସୁରକ୍ଷା ବ୍ୟବସ୍ଥାରେ ମହିଳା ବିଧାୟକ ସ୍କୁଟିରେ ଯାତ୍ରା କରୁଛନ୍ତି : ନିଜ ଦଳର ସରକାର, ତଥାପି ରାଜ୍ୟ ପୋଲିସର…

ରାୟପୁର : ଛତିଶଗଡରେ ଏକ କଂଗ୍ରେସ ସରକାର ଚାଲିଛି । ତଥାପି କଂଗ୍ରେସ ଦଳର ମହିଳା ବିଧାୟକ ନିଜ ସରକାରରେ ପୋଲିସର କାର୍ଯ୍ୟକଳାପ ଉପରେ ରାଗିଛନ୍ତି । ଏହି ମାମଲା ରାଜନନ୍ଦଗାଓଁର ଖୁଜ୍‌ଜୀର । ଏଠାରେ କଂଗ୍ରେସ ବିଧାୟକ ଛନ୍ନି ସାହୁ ତାଙ୍କ ସ୍ୱାମୀଙ୍କ ଗିରଫଦାରୀ ଉପରେ କ୍ରୋଧିତ ହୋଇ ତାଙ୍କ
Read More...

ଭୀମଡ଼ୁଙ୍ଗୁରୀଠାରେ ଡ୍ରୋନ ସର୍ଭେ କରି ବିକାଶର ନକ୍ସା ପ୍ରସ୍ତୁତ କଲେ ବଲାଙ୍ଗିର ଡିଏଫଓ ନିତୀଶ କୁମାର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭୀମଡ଼ୁଙ୍ଗୁରୀଠାରେ ଡ୍ରୋନ ସର୍ଭେ କରି ବିକାଶର ନକ୍ସା ପ୍ରସ୍ତୁତ କରିଛନ୍ତି ଡିଏଫଓ ନିତୀଶ କୁମାର । ଭୀମଡ଼ୁଙ୍ଗୁରୀର ଉନ୍ନତି ପାଇଁ ସେଠାରେ ନୂଆ ଭିତ୍ତିଭୂମି ସ୍ଥାପନ କରାଯିବ । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ବନବିଭାଗ ତରଫରୁ ଏହି
Read More...

ସେନା ପାଟ୍ରୋଲିଂ ବେଳେ ୭ ଜଣ ସୈନିକ ହିମ ସ୍ଖଳନରେ ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଇଟାନାଗର : ଅରୁଣାଚଳ ପ୍ରଦେଶରେ ରବିବାର ଦିନ ଭାରତୀୟ ସେନାର ଏକ ପାଟ୍ରୋଲିଂ ଦଳ ହିମ ସ୍ଖଳନର ସାମ୍ନା କରିଥିଲେ । ସରକାରୀ ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ସେନା ପାଟ୍ରୋଲିଂରେ ସାମିଲ୍‌ ହୋଇଥିବା ଅତି କମ୍‌ରେ ୭ ଜଣ ସେନା କର୍ମଚାରୀ ହିମ ସ୍ଖଳନରେ ନିଖୋଜ ହୋଇଯାଇଛନ୍ତି । ତେବେ କାମେଙ୍ଗ
Read More...

ହର୍ଡାଟାଲ ଢାବା ଛକ ନିକଟରେ କାର୍- ବାଇକ୍ ମୁହାଁମୁହିଁ ଧକ୍କା ଘଟଣା : ଦୁଇ ଜଣ ଗୁରୁତର ବାଇକ ଆରୋହୀଙ୍କ ମଧ୍ୟରୁ ଜଣଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ପାଟଣାଗଡ଼ ରାସ୍ତା ହର୍ଡାଟାଲ ଢାବା ଛକ ନିକଟରେ କାର୍- ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ ଆରୋହୀ ଗୁରୁତର ହୋଇ ପ୍ରଥମେ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନା ଓ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଥିଲେ । ତେବେ ଦୁଇ ଜଣ ଗୁରୁତର
Read More...

ବଲାଙ୍ଗିର ନରସିଂହ ମନ୍ଦିର ସାମ୍ନାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ନରସିଂହ ମନ୍ଦିର ସାମ୍ନାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ପାଟଣାଛକ ପଟୁ ଆସୁଥିବା ଏକ ହିରୋହଣ୍ଡା ଏଚ୍‌ଏଫ୍‌ ଡିଲକ୍ସ ବାଇକ ସରକାରୀ ବସ୍‌ଷ୍ଟାଣ୍ଡ ପଟୁ ଯାଉଥିବା ହିରୋହଣ୍ଡା ସ୍ପେଲେଣ୍ଡର ପ୍ଲସ ବାଇକ ସହ
Read More...

ନିର୍ବାଚନ ପ୍ରଚାରରେ ରହିଥିବା କଟକଣା କୋହଳ କଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବର୍ତ୍ତମାନ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ବେଶ୍‌ କମିଥିବା ବେଳେ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟରେ ନିର୍ବାଚନ ପ୍ରଚାରରେ ରହିଥିବା କଟକଣାକୁ କୋହଳ କରିଥିବା ସୂଚନା ମିଳିଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୂର୍ବରୁ କେବଳ ୫ ଜଣ ବ୍ୟକ୍ତି
Read More...

ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇଆଇସି

ଭୁବନେଶ୍ୱର : ଲାଂଚ ନେବାବେଳେ ଜଣେ ଆଇଆଇସି ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୂଚନା ମିଳିଛି । ଖବର ଅନୁସାରେ ନରସିଂହପୁର ଥାନା ଆଇଆଇସି ଅଲେଖ କୁମାର ଗରଡିଆ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଛି । ଆଇଆଇସି ଶ୍ରୀ ଗରଡ଼ିଆ ଏକ ମାମଲାର ରଫାଦଫା କରିବାକୁ
Read More...

ନବକାକଳୀ ପତ୍ରିକାର ସ୍ୱନକ୍ଷତ୍ର ଦିବସ ପାଳିତ : ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତଙ୍କୁ ନବକାକଳୀ କବିତାଶ୍ରୀ…

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗତସିଂହପୁରରୁ ପ୍ରକାଶିତ ହେଉଥିବା ନବକାକଳୀ ପତ୍ରିକାର ୨୭ତମ ସ୍ୱନକ୍ଷତ୍ର ଦିବସ ପାଳନ ସହ ରାଜ୍ୟସ୍ତରୀୟ କବି ସମ୍ମିଳନୀ, ସମ୍ବର୍ଦ୍ଧନା ଓ ପୁସ୍ତକ ଲୋକାର୍ପଣ ଉତ୍ସବ କେଳି କାଞ୍ଚନ ରତ୍ନାକର ପାଠାଗାର ଓ ବଣମଲ୍ଲୀ ସାହିତ୍ୟ ସଂସଦ ତରଫରୁ ଅନୁଷ୍ଠିତ
Read More...

ପୌର ପରିଷଦ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ରାଜନୈତିକ ଦଳମାନଙ୍କ ସହିତ ବୈଠକ ଅହ୍ୱାନ କଲେ ରାଜ୍ୟ ନିର୍ବାଚନ ଆୟୋଗ,…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୌର ପରିଷଦ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ରାଜନୈତିକ ଦଳମାନଙ୍କ ସହିତ ବୈଠକ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଆସନ୍ତା ୧୦ ତାରିଖ ଦିନ ଆହ୍ୱାନ କରାଯାଇଛି । ରାଜ୍ୟ ନିର୍ବାଚନ ଆୟୋଗ ସଚିବ ରବୀନ୍ଦ୍ର ନାଥ ସାହୁ ଏ ସଂକ୍ରାନ୍ତରେ ସମସ୍ତ ରାଜନୈତିକ
Read More...

ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁବୁଡ଼ା ଗ୍ରାମରେ ବାବା ବୁଢାରଜା ଏବଂ ମାଁ ଗାହାଁରୀ ବୁଢୀଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ମୁଖ୍ୟ ପୂଜକ (ଝାଙ୍କର)ଙ୍କ ଘରରୁ ପୂଜା ସାମଗ୍ରୀ ଭାର ଧରି ଗ୍ରାମବାସୀ ମାନେ
Read More...