Daily Archives

ନିହାର ରଞ୍ଜନ ଦାଶଙ୍କ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି

ଭବାନୀପାଟଣା, (ହେମନ୍ତ ସାହୁ) : ଓଡ଼ିଶା ରାଜସ୍ୱ ପରିଷଦର ଅତିରିକ୍ତ ସଚିବ ଓ ଆୟୁକ୍ତ ରୂପେ କାର୍ଯ୍ୟରତ ନିହାର ରଞ୍ଜନ ଦାଶଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି କରିଛନ୍ତି । ସେ ଭବାନୀପାଟଣା ସହରସ୍ଥିତ ମନ୍ଦାରବଗିଚାପଡ଼ା ସ୍ୱର୍ଗତ ନାରାୟଣ ଦାଶ ଓ ହେମଲତା ଦାଶଙ୍କ
Read More...

ବଲାଙ୍ଗିର ଆର୍‌ଟିଓ ଛକରେ ଦୁର୍ଘଟଣା : କାରକୁ ପଛପଟୁ ପିଟିଲା ବସ୍, ବସ୍‌କୁ ଅଟକ ରଖିଛି ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂବାହ୍ନରେ ସ୍ଥାନୀୟ ଆର୍‌ଟିଓ ଛକରେ ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଟିଟିଲାଗଡ ପଟୁ ଆସୁଥିବା ଓଆର୍‌୦୩ଇ ୨୯୫୦ ନମ୍ବର ବିଶିଷ୍ଟ ଇଶ୍ୱର ବସ୍‌ ଏକ କାରକୁ ପଛପଟୁ ଧକ୍କା ଦେଇଥିବା କୁହାଯାଇଛି । ଘଟଣାସ୍ଥଳରୁ କାର୍‌ଟି ଫେରାର୍‌ ହୋଇଥିବା ବେଳେ
Read More...

ଗୋଁଣ୍ଡି ଭାଷା ଦିବସ ପାଳିତ : ଗୋଁଣ୍ଡି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଆନୁକୁଲ୍ୟରେ ମହାନ ଗୋଁଣ୍ଡି ଭାଷାବିତ, ଗବେଷକ, ଲେଖକ, ସମାଜ ସଂସ୍କାରକ ଆଚାର୍ଯ୍ୟ ଡା.ମୋତିରାବେନ କଙ୍ଗାଲିଙ୍କ ୭୪ତମ ଜୟନ୍ତୀ ପାଳିତ ହୋଇଯାଇଛି । ଗୋଁଣ୍ଡି ଭାଷା ବ୍ୟାକରଣ,
Read More...

ଟିକେ ଆଶ୍ୱସ୍ତି, ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା : ଗତ ୨୪ ଘଂଟାରେ ୩୬୨୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ୩୬୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୫୧୫ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୫୩୦୬ ରହିଥିବା ବେଳେ ନୂଆ
Read More...

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ଯିବାଆସିବା ସୁବିଧା ସମ୍ପର୍କିତ ଏକ ବୈଠକ…

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଆଇଏସ୍‌ଏଫ୍‌ର ସିଏଏସ୍‌ଓ ସୁଧୀର କୁମାରଙ୍କ ଆବାହକତ୍ୱରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ଯିବାଆସିବା ସୁବିଧା ସମ୍ପର୍କିତ ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଥିବା ବେଳେ ବୈଠକକୁ ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ
Read More...

ଡୁଙ୍ଗୁରିପାଲି ବ୍ଲକରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ ତ୍ୱରାନ୍ୱୀତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମକୁ ତ୍ୱରାନ୍ୱୀତ କରିବାକୁ ପ୍ରୟାସ ଆରମ୍ଭ କରାଯାଇଅଛି । ପ୍ରାଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା, ଶିଶୁ ସୁରକ୍ଷା, ସଡକ ସୁରକ୍ଷା ବିଷୟରେ
Read More...

ପର୍ଲିମାଲ ଗ୍ରାମରେ ବାଲ୍ୟ ବିବାହକୁ ବନ୍ଦ କଲା ବଲାଙ୍ଗିର ଚାଇଲ୍ଡ ଲାଇନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପର୍ଲିମାଲ ଗ୍ରାମରେ ଜଣେ ନାବାଳିକା ଝିଅକୁ ତା’ର ପିତାମାତା ସର୍ଗିଗୁଡା ଗାଁର ଜଣେ ବରପାତ୍ର ସହ ବିବାହ କରାଇବାକୁ ଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ବଲାଙ୍ଗିର ୟୁଥ୍‌ ଫର୍‌ ଚିଲ୍ଡଡ୍ରେନ୍‌ ଗାଁରେ ପହଂଚି ବେଆଇନ ବାହାଘରକୁ ରୋକିବା
Read More...

ଆଗଲପୁର ବ୍ଲକ ବରିଷ୍ଠ କିରାଣୀ ସୁରେନ୍ଦ୍ର କୁମାର ବାଗଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ବରିଷ୍ଠ କିରାଣୀ ସୁରେନ୍ଦ୍ର କୁମାର ବାଗ(ସୁରୁ)ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଆଗଲପୁର ବ୍ଲକ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି । ସ୍ଥାନୀୟ ଠିକାଦାରପଡ଼ା ନିବାସୀ ବାଗ ଅବସର ଗ୍ରହଣ କରି ନିଜ ପଡ଼ାକୁ ଆସିବା ବେଳେ ତାଙ୍କୁ ବାଜା ବଜାଇ
Read More...

ରେଣ୍ଡୋ ମାଝୀ ମାଟିକୁ ଚିହ୍ନିବ ସାରା ବିଶ୍ୱ

ମ.ରାମପୁର, (ହେମନ୍ତ ସାହୁ) : ଏକଦା ସ୍ୱାଧୀନତା ସଂଗ୍ରାମ କରି ନିଜ ଜୀବନକୁ ଉତ୍ସର୍ଗ କରିଥିବା କଳାହାଣ୍ଡିର ପ୍ରଥମ ସହିଦ ରେଣ୍ଡୋ ମାଝୀ ଆଉ ଲୁଚି ରହିବେନି । ଏବେ ତାଙ୍କୁ ଜାଣିବ ସାରା ବିଶ୍ୱ । ଭାରତ ସରକାର ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଭାରତ ବର୍ଷର ପଞ୍ଚସ୍ତରୀ ଜଣ ଯୁବଲେଖକଙ୍କୁ
Read More...

ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ସହ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ କେନ୍ଦ୍ର ଗୁଡ଼ିକରେ ଟୀକାକରଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଜି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ, ତରଭା, ଉଲୁଣ୍ଡା, ବିନିକା, ବୀରମହାରାଜପୁର, ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ ୧୯ଟି ବ୍ୟବସ୍ଥିତ ଟିକା କେନ୍ଦ୍ରରେ ୧୮ ରୁ
Read More...