Daily Archives

ସମ୍ପତ୍ତି ପାଇଁ ବଡ଼ ଭଉଣୀକୁ ଜିବନ୍ତ ଜାଳିଦେଲା ସାନ ଭଉଣୀ

ହାଇଦ୍ରାବାଦ : ସମ୍ପତ୍ତି ପାଇଁ ବଡ଼ ଭଉଣୀକୁ ଜିବନ୍ତ ଜାଳିଦେଲା ସାନ ଭଉଣୀ । ଏହି ଘଟଣାରେ ସେ ନିଜେ ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଅମାନୁଷିକ ଘଟଣା ଘଟିଛି ତେଲେଙ୍ଗାନାର ମେଡକ ଜିଲା ସ୍ଥିତ ୱାଡ଼ିଆରାମ ଗାଁରେ । ପୁଲିସ ସୂଚନା ଅନୁସାରେ ସ୍ୱାମୀ କିଛି ବର୍ଷ ପୂର୍ବରୁ
Read More...

ଗେଟ୍‌ ପରୀକ୍ଷା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କଲେ, ଫେବୃଆରୀ ୫ରେ ହେବ ପରୀକ୍ଷା

ନୂଆଦିଲ୍ଲୀ : କୋଭିଡ -୧୯ ସହ ଜଡିତ ପ୍ରତିବନ୍ଧକ ହେତୁ ଫେବୃଆରୀ ୫ରେ ହେବାକୁ ଥିବା ଇଞ୍ଜିନିୟରିଂ ପରୀକ୍ଷାରେ ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ (ଗେଟ୍‌ ୨୦୨୨)କୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ଗୁରୁବାର ମନା କରି ଦେଇଛନ୍ତି । ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ
Read More...

୧୫ ଦିନରେ ବରକୁ ପରିବର୍ତ୍ତନ କରୁଥିବା ନବବଧୂ, ରାଜସ୍ଥାନ-ମଧ୍ୟପ୍ରଦେଶର ୭ ପୁଅଙ୍କୁ କରି ସାରିଛନ୍ତି ବିବାହ

ଜବଲପୁର : ୨୮ ବର୍ଷ ବୟସ୍କା ଉର୍ମିଲା ଅହିରୱାର । ଏ ହେଉଛନ୍ତି ସେଇ ନବବଧୂ, ଯିଏ ୧୫ ଦିନରେ ବର ପରିବର୍ତ୍ତନ କରନ୍ତି । ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ସାତ ଜଣ ଯୁବକଙ୍କୁ ସେ ବିବାହ କରିଥିବା ଆଲୋଚନା ହେଉଛି । ବାସ୍ତବରେ, ଉର୍ମିଲା ଜଣେ ଲୁଟେରା ନବବଧୂ, ଯିଏ ତାଙ୍କ ଗ୍ୟାଙ୍ଗ ସହିତ ନକଲି
Read More...

ଯୋଗୀ ଆଦିତ୍ୟନାଥ ପାଞ୍ଚ ବର୍ଷର ସଫଳତା ବିଷୟରେ ସରକାରଙ୍କ ରିପୋର୍ଟ କାର୍ଡ ଉପସ୍ଥାପନ କଲେ

ଲକ୍ଷ୍ନୌ : ଲକ୍ଷ୍ନୌର ବିଜେପି ପାର୍ଟି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ପାଞ୍ଚ ବର୍ଷର କାର୍ଯ୍ୟକାଳର ସଫଳତା ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ପାଞ୍ଚ ବର୍ଷ ପୂର୍ବେ ବିଜେପି ରାଜ୍ୟବାସୀଙ୍କ ସାମ୍ନାରେ କିଛି
Read More...

ସିଭିଲ୍ କୋର୍ଟ ପରିସରରୁ ଏସି କେବୁଲ ଚୋରି ଘଟଣାରେ ୨ ଗିରଫ

ବଲାଙ୍ଗିର, (କେପିନ୍‌ଏସ୍‌) : ସିଭିଲ୍ କୋର୍ଟ ପରିସରରୁ ଏସି କେବୁଲ ଚୋରି ଘଟଣାରେ ୨ ଜଣଙ୍କୁ ଟାଉନ୍‌ ପୋଲିସ୍‌ ଗିରଫ କରିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ସିଭିଲ୍ କୋର୍ଟ ପରିସରରୁ ଗତ ୧ ତାରିଖ ରାତିରେ ୫୫ ଗୋଟି ଏସି କେବୁଲ୍‌ ଚୋରି ହୋଇଥିବା ନେଇ ଗତକାଲି ଜିଲ୍ଲା
Read More...

ପ୍ରବଳ ଜାଡରେ ମଧ୍ୟ ଉଷ୍ମତା ଦେଲାଣି ବରଗଡ଼ ପଞ୍ଚାୟତ ନିର୍ବାଚନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ଏଇ ଯାଏଁ ସରିନି ଶୀତ, ହେଲେ ଜିଲ୍ଲା ରାଜନୀତିକୁ ଉଷ୍ମ କରୁଛି ପଞ୍ଚାୟତ ନିର୍ବାଚନ । ଖାସ୍‌ କରି ଜିଲ୍ଲା ପରିଷଦ ଆସନ ଉପରେ ରହିଛି ତିନିଦଳର ନଜର । ଚଳିତ ଥର ପ୍ରଚାର ଉପରେ କଟକଣା ଲାଗିଥିବାରୁ ନେତା ଏବେ ଘର ଘର ବୁଲି ଭୋଟ ମାଗୁଛନ୍ତି । ଦଳୀୟ
Read More...

ପ୍ରକୃତି ଓ ଜୈବବିବିଧତାର ସଂରକ୍ଷଣ ପାଇଁ ଆର୍ଦ୍ରଭୂମିର ପୂଜାର୍ଚ୍ଚନା କଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଫେବୃଆରୀ ଦୁଇ ତାରିଖ ବିଶ୍ୱ ଆର୍ଦ୍ରଭୂମି ଦିବସ ପାଳିତ ହୋଇଯାଇଛି । ଟ୍ରଷ୍ଟର ଆବାହକ ପ୍ରକୃତିପ୍ରେମୀ ତଥା ଗଛ ହସିଲେ ଜଗତ ହସେ ପୁସ୍ତକର ସ୍ରଷ୍ଟା ଆଇନଜୀବୀ ହୃଷୀକେଶ ପାଢ଼ୀ ର୍ବମାନର
Read More...

ସାରା ଜଗତ୍‌ ତାହାକୁଁ ଶୂଇନ୍‌ ଶୂଇନ୍‌ ଲାଗୁଥାଏ

କବାଡ଼ି ବାଲା ଥର୍‌ ଥର୍‌ କରି ଯୁଖୁଛେ ବହି ପତର୍‌ । କେତେବେଲେ ନେଇଁ ସରୁଛେ… । ଘଂଟା ତିନେ ଯୁଖ୍‌ଲା ଉତ୍‌ରୁ ପାଁଚ ଶ’ ବୟାନବେ କେଜି ହେଲା । କେଜି କେ ପାଁଚ୍‌ ଟଁକା ଭଉ ଥି ଭଡେ଼ା ଭଡେ଼ା ପଏସା ଗନିଦେଲା ଆର୍‌ ଟ୍ରଲି ରିକ୍‌ସା ଥି ବହି ପତର୍‌ ଲଦି କରି ଭାଗ୍‌ଲା । ମାଷ୍ଟର୍‌ ବୁଢ଼ା
Read More...

ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କୁ ଏକ୍ସନ କମିଟି ପକ୍ଷରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ସଂଧ୍ୟା ୭ଟା ସମୟରେ ବଲାଙ୍ଗିର ଏକ୍ସନ କମିଟିର ଏକ ପ୍ରତିନିଧି ମଣ୍ଡଳ ବଲାଙ୍ଗିରର ଗର୍ବ ଓ ଗୌରବ ପଦ୍ମଶ୍ରୀ ସମ୍ମାନରେ ବିଶିଷ୍ଟ ସାହିତ୍ୟିକ କୋସଲି ଅଭିଧାନ ଲେଖକ ନରସିଂହ ପ୍ରସାଦ ଗୁରୁଙ୍କୁ ତାଙ୍କର ବାସଭବନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
Read More...

ରେଳ ବଜେଟରେ ଓଡ଼ିଶାକୁ ୯୭୩୪ କୋଟି : ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରେଳ ବଜେଟରେ ଓଡ଼ିଶାକୁ ୯୭୩୪ କୋଟି ଟଙ୍କା ମିଳିଥିବା ବେଳେ ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ୩୫୧ କୋଟିର ଅନୁଦାନ ମିଳିଛି ।
Read More...