Monthly Archives

January 2022

ବରିଷ୍ଠ ସାମ୍ବାଦିକ ସଂଜୀବ ଯୋଶୀଙ୍କ ପରଲୋକ

ଭବାନୀପାଟଣା, (ପି.କେ. ସାହୁ) : ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ଯୋଶୀଙ୍କ ଗତକାଲି ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ଗତ କିଛିଦିନ ଧରି ସେ ପୀଡ଼ିତ ଥିଲେ ଏବଂ ଚିକିତ୍ସିତ ହେଉଥିଲେ । ଗତକାଲି ହଠାତ ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ତେବେ
Read More...

ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ମା’ ମଙ୍ଗଳା ଦଳ ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍‌.ଏ.ସି. ଅନ୍ତର୍ଗତ କପିଳ-ହରିଜନ ସାହିଠାରେ ମା’ଶ୍ୟାମାକାଳୀ ହ୍ୟାଣ୍ଡ ବଲ୍ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ସୂର୍ଯ୍ୟ ନାୟକ ସ୍ମାରକୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ବେଗୁନିଆପଡାର ମା’ମଙ୍ଗଳା ଦଳ ବିଜେତା
Read More...

ରାଜ୍ୟସ୍ତରୀୟ ଶହିଦ୍ ଦିବସ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ତିଥିରେ ଓଡ଼ିଶା ବିଧାନସଭା ପ୍ରାଙ୍ଗଣରେ ରାଜ୍ୟସ୍ତରୀୟ ଶହିଦ୍ ଦିବସ ପାଳନ କରାଯାଇଛି । ଓଡ଼ିଶାର ମହାମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ
Read More...

ବଲାଙ୍ଗିର ସହରର ବେଶ୍‌ ଜଣାଶୁଣା ସମାଜସେବୀ ସୁମନ୍ତ ଭୋଇ ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବେଶ୍‌ ଜଣାଶୁଣା ରୁଗୁଡ଼ିପଡ଼ା ନିବାସୀ ସମାଜସେବୀ ସୁମନ୍ତ ଭୋଇ(୫୬)ଙ୍କ ଦେହାନ୍ତ ଖବର ଆଜି ସକାଳୁ ସାରା ବଲାଙ୍ଗିର ସହରକୁ ସ୍ତବ୍ଧ କରି ପକାଇଛି । ସୂଚନା ଅନୁସାରେ ରାଜହଂସ ବସ୍‌ର ମାଲିକ ସୁମନ୍ତ ଗତକାଲି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ
Read More...

ଗାନ୍ଧୀ ସ୍ମୃତି କମିଟି ତରଫରୁ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି : ଗାନ୍ଧୀଙ୍କୁ ହତ୍ୟା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ବଲାଙ୍ଗିର ଗାନ୍ଧୀ ସ୍ମୃତି କମିଟି ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଗାନ୍ଧୀଙ୍କୁ ହତ୍ୟା କରାଯାଇପାରେ କିନ୍ତୁ ଗାନ୍ଧୀଙ୍‌ଙ୍କ ବିଚାରକୁ ହତ୍ୟା କରାଯାଇ ପାରିବ ନାହିଁ ବୋଲି ଉପସ୍ଥିତ
Read More...

ଲୁଟ୍‌ ଘଟଣାରେ ୬ ଜଣ ଲୁଟେରାଙ୍କୁ ଗିରଫ୍‌ କଲା ଟାଉନ୍‌ ଥାନା ପୋଲିସ, ୫ ହଜାର ଟଙ୍କା ଜବତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୁଟ୍‌ ଘଟଣାରେ ୬ ଜଣ ଲୁଟେରାଙ୍କୁ ଟାଉନ୍‌ ପୋଲିସ ଗିରଫ୍‌ କରିଥିବା ବେଳେ ସେମାନଙ୍କଠାରୁ ୫ ହଜାର ଟଙ୍କା ଉଦ୍ଧାର କରାଯାଇଥିବା ଏସ୍‌ଡିପିଓ ତୋଫାନ୍‌ ବାଗ ସୂଚନା ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସ୍ଥାନୀୟ ରୁଗୁଡ଼ିପଡ଼ା ନିବାସୀ ଚନ୍ଦ୍ରଚୂଡ଼
Read More...

ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ରୌପ୍ୟ ଜୟନ୍ତୀ ଉତ୍ସବ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ରୌପ୍ୟ ଜୟନ୍ତୀ ଉତ୍ସବ ସ୍ଥାନୀୟ ଆମ୍ବପୁଆସ୍ଥିତ ପ୍ରତିଷ୍ଠାନର କେନ୍ଦ୍ରୀୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରବିବାର ପୂର୍ବାହ୍ନରେ ଆୟୋଜିତ ଏହି ଉତ୍ସବରେ ପ୍ରତିଷ୍ଠାନର ସଭାପତି ବିଜୟ କୁମାର ରଥ ଅଧ୍ୟକ୍ଷତା
Read More...

ବ୍ରହ୍ମପୁରରେ ‘ରାଷ୍ଟ୍ରପିତାଙ୍କ ଅସମ୍ମାନ-ସହିବ ନାହିଁ ହିନ୍ଦୁସ୍ତାନ’ର ପ୍ରତିବାଦ ସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ରବିବାର ନବୀନ ଭବନଠାରେ ‘ରାଷ୍ଟ୍ରପିତାଙ୍କ ଅସମ୍ମାନ-ସହିବ ନାହିଁ ହିନ୍ଦୁସ୍ଥାନ’ ଶୀର୍ଷକରେ ଏକ ନୀରବ ପ୍ରତିବାଦ ସଭାର ଆୟୋଜନ କରାଯାଇଛି । ନବୀନର ସମ୍ପାଦକ ତଥା ହିନ୍ଦ୍‌ ମଜଦୁର ସଭାର ରାଜ୍ୟ
Read More...

କଂଟାବାଂଜି–ତୁରେକେଲା ରେଲସେକ୍ସନର ବ୍ରିଜ ନଂ.୨୭୩ ନିକଟରୁ ଏକ ମୃତ କଂକାଳ ପୋଲିସ ଦ୍ୱାରା ଉଦ୍ଧାର : ୭ ଜଣଙ୍କ ଦ୍ୱାରା…

କଂଟାବାଂଜି, (ମନିଷ କୁମାର ହଂସ) : କଂଟାବାଂଜି- ତୁରେକେଲା ରେଲସେକ୍ସନର କି.ମି. ଖମ୍ବ ନଂ. ୧୬୭୧/୧ ଓ ୧୬୭/୨ର ମଧ୍ୟରେ ଥିବା ବ୍ରିଜ ନଂ. ୨୭୩ ନିକଟରୁ କଂଟାବାଂଜି ଟାଉନ ପୋଲିସ ଏବଂ ଜି.ଆର.ପି. ପୋଲିସ ଜେସିବି ଦ୍ୱାରା ଏକ ମୃତ ଦେହର କଙ୍କାଳ ମାଟି ତଳୁ ଆଜି ଉଦ୍ଧାର କରିଛି । ମୃତକର ଭାଇ
Read More...

ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିମୁଣ୍ଡା ପିଏଚ୍‌ସିରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଡାକ୍ତର ଶେଖର ପଧାନ, ସମ୍ମାନିତ ଅତିଥି କଏଁଟୁ ବିଶ୍ୱାଲ, ଲେକୃ ତ୍ରିପାଠୀ, ଡା.
Read More...