Monthly Archives

January 2022

ସୁବର୍ଣ୍ଣପୁର ଜିଲ୍ଲାରେ ନିର୍ବାଚନ ପାଇଁ ବହୁ ସଂଖ୍ୟାରେ ନାମାଙ୍କନ ପତ୍ର ଦାଖଲ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଚତୁର୍ଥ ଦିନରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲୁରହିଛି । ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ
Read More...

ଖପ୍ରାଖୋଲ ରାଜନୀତି ସରଗରମ, ସରପଞ୍ଚ ଆଶାୟୀ ଅଧିକ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ରାଜନୀତି ସରଗରମ ହୋଇପଡିଛି । ଚଳିତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ଅଧିକ ଆଶାୟୀ ପ୍ରାର୍ଥୀ ଥିବା ଦେଖିବାକୁ ମିଳିଛି । ନାମାଙ୍କନ ପତ୍ର ଦାଖଲର ୪ର୍ଥ ଦିନରେ ସରପଞ୍ଚ ପଦ ପାଇଁ ୪୮ ଜଣ, ସମିତି
Read More...

ଚତୁର୍ଥ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ୨୦୫ଜଣ

ଦେଓଗାଁ, (ମନୀଷ କୁମାର ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିନରେ ୩୮ଜଣ ସରପଞ୍ଚ ପଦ ପାଇଁ, ୨୨ଜଣ ସମିତି ସଭ୍ୟ ପଦ ପାଇଁ ଓ ୧୪୫ଜଣ ୱାର୍ଡସଭ୍ୟ ପଦ ପାଇଁ ମୋଟ ୨୦୫ଜଣ ମନୋନୟନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ୪ ଦିନରେ ୮୪ ଜଣ ସରପଞ୍ଚ ଓ ୫୦ ଜଣ
Read More...

କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇନାହିଁ, କୃଷକ କେବଳ ଯନ୍ତ୍ରଣା ପାଇଛି : ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ସିଦ୍ଧୁ

ଚଣ୍ଡୀଗଡ଼ : ବିଜେପି ଏବଂ ମୋଦୀ ସରକାରଙ୍କ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ପଞ୍ଜାବ କଂଗ୍ରେସ କହିଛି ଯେ, କେନ୍ଦ୍ରର କୃଷକ ବିରୋଧୀ ନୀତି କୃଷକ ସମ୍ପ୍ରଦାୟକୁ ଗୁରୁତର ଅସୁବିଧାରେ ପକାଇଛି । ବୁଧବାର ଦିନ ମିଳିତ ସାମ୍ବାଦିକ ସମ୍ମିଳନୀରେ
Read More...

ସମିତି ସଭ୍ୟା ପଦ ପାଇଁ ବ୍ଲକ ଅଧ୍ୟକ୍ଷଙ୍କ ଧର୍ମପତ୍ନୀଙ୍କ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଧର୍ମପତ୍ନୀ ଦୀପାଳି ନାୟକ ଗଡ଼ରକ୍ଷା କରିବା ପାଇଁ ଗଞ୍ଜାମ ବ୍ଲକ କରପଡ଼ା ପଞ୍ଚାୟତର ସମିତି ସଭ୍ୟା ପଦ ପାଇଁ ଗତକାଲି କାଙ୍କ ସ୍ୱାମୀଙ୍କ ସହ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବ୍ଲକ ଗୋଷ୍ଟୀ
Read More...

ଉତ୍ତରପ୍ରଦେଶରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଲେ ପ୍ରିୟଙ୍କା ମୋର୍ଯ୍ୟ

ଲକ୍ଷ୍ନୌ : ତାତୁଛି ରାଜନୀତି, ପାଖେଇ ଆସୁଛି ନିର୍ବାଚନ । ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ପାଖେଇ ଆସୁଛି, ସେତିକି ସରଗରମ ହେବାରେ ଲାଗୁଛି ରାଜନୀତି ଜଗତ । ନେତାଙ୍କ ଦଳ ପରିବର୍ତ୍ତନ ଖବର ଆହୁରି ସରଗରମ କରିବାରେ ଲାଗିଛି । କଂଗ୍ରେସର ପୋଷ୍ଟର ଗାର୍ଲ ଭାବେ
Read More...

ଓଡିଶା ସମେତ ୧୦ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବଢ଼ୁଛି

ନୂଆଦିଲ୍ଲୀ : ଓମିକ୍ରନ ସଂକ୍ରମଣ ୧୦ଟି ରାଜ୍ୟ ଦେଶ ପାଇଁ ଚିନ୍ତା ବଢ଼ାଉଛି । ୧୦ ରାଜ୍ୟ ଭିତରେ ଓଡିଶା ସହ ଦିଲ୍ଲୀ, କର୍ଣ୍ଣାଟକ ଭଳି ରାଜ୍ୟ ଗୁଡ଼ିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସ୍ଥିତି
Read More...

ମା’ କୁସୁମେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଢେଙ୍କାନାଳ, (ତାପସ ଦାସ) : ଗନ୍ଦିଆ ବ୍ଲକ ସନ୍ଥପୁର ଗ୍ରାମପଞ୍ଚାୟତର ଡାଳସିଂହ ମାର୍ଥାପୁର ମା' କୁସୁମେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କଙ୍କା ଓ ଚିରୁଲେଇ ଗ୍ରାମର ଦୁଇ ଦଳ ଭିତରେ ପ୍ରତିଯୋଗିତା ହେବାକୁ ଥିବା ସୂଚନା ରହିଛି । ଏହି
Read More...

କପିଲାଭଟା ପଞ୍ଚାୟତର ସମିତି ସଭ୍ୟ ସକାଶେ ଯୁବ ସ୍ୱେଚ୍ଛାସେବୀ କେଦାର ଭୋଇଙ୍କ ନାମାଙ୍କନ ପତ୍ର ଦାଖଲ

ବଙ୍ଗୋମୁଣ୍ଡା, (ମନିଷ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତର ସମିତି ସଭ୍ୟ ସକାଶେ ଯୁବ ସ୍ୱେଚ୍ଛାସେବୀ କେଦାର ଭୋଇ ତାଙ୍କର ନାମାଙ୍କନ ପତ୍ର ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ଗତକାଲି ଦାଖଲ କରିଛନ୍ତି । ଅଞ୍ଚଳରେ ଦେଖା ଦେଉଥିବା
Read More...

ଚତୁର୍ଥ ଦିନରେ ୧୪୬ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଚତୁର୍ଥ ଦିନରେ ୧୮ ସରପଞ୍ଚ, ୧୫ ସମିତିସଭ୍ୟ ଓ ୧୧୩ ୱାର୍ଡସଭ୍ୟ ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତ ନିମନ୍ତେ ପାର୍ଥୀ ପତ୍ର ଦାଖଲ କରିଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
Read More...