Daily Archives

ବିପ୍ଲବୀ ସୁଭାଷ ବୋଷ

ଆଜି ଆମ ପ୍ରିୟ ସ୍ଵାଧୀନତା ସଂଗ୍ରାମୀ ସୁଭାଷ ବୋଷଙ୍କ ଜନ୍ମ ଜୟନ୍ତୀ । ଯାହା କଥାରେ ମେଘାସନରେ ମେଘ ଗର୍ଜୁ ଥିଲା, ମହାନଦୀରେ ରକ୍ତର ଢେଉ ଉଠୁଥିଲା, ସେ ଥିଲେ ସୁଭାଷ ବୋଷ । ଯାହାର ଜନ୍ମ ଅଛି ମୁତ୍ୟୁ ନାହିଁ । ୧୮୯୭ ଜାନୁୟାରୀ ୨୩ ତାରିଖ କଟକର ଓଡ଼ିଆ ବଜାରରେ ଜନ୍ମ । ବାପା ସୁନାମ ଧନ୍ୟ
Read More...

ଏକାଦଶାହରେ କବି ସୁଭାଷଙ୍କୁ ଶ୍ରଦ୍ଧାଞ୍ଜଳି

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ନିକଟସ୍ଥ ଛତିଶଗଡ ରାଜ୍ୟ ବିର୍ଣ୍ଣିପାଲିଠାରେ ପ୍ରିୟ କବି ଡା. ସୁବାଷ ଚନ୍ଦ୍ର ସାହୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ସହ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଶିକ୍ଷାବିତ୍‌ ଚନ୍ଦ୍ରଶେଖର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

କୋଭିଡ ବିପକ୍ଷରେ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ତଥା ଆମ ରାଜ୍ୟ ଓଡିଶାରେ ସାମ୍ପ୍ରତିକ କୋଭିଡ ଓ ଓମିକ୍ରୋନ୍‌ର ବୃଦ୍ଧିକୁ ଆଖିରେ ରଖି ଓଡିଶା ସରକାର ରାଜ୍ୟବାସୀ ମାନଙ୍କର ଜୀବନ ଜୀବିକା ଆଉ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଏହି ଉଦ୍ୟମରେ ରାଜ୍ୟ ସରକାର ବିଭିନ୍ନ ସମାଜସେବୀ
Read More...

ଶିବସେନା ନେତା ସଞ୍ଜୟ ରାଉତ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ମୁଁ ଲେଖି ଦେଉଛି ଗୋଆରେ ବିଜେପି ଜିତିବ ନାହିଁ

ପାନାଜୀ : ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ଗୋଆରେ ବିଜେପି ଜିତିବ ନାହିଁ । ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ, ପୂର୍ବତନ ଗୋଆ ସିଏମ ମନୋହର ପାରିକରଙ୍କ ପୁଅ ଉତ୍କଳ ପାରିକର ଏବଂ ପୂର୍ବତନ ବିଜେପି ସିଏମ୍‌ ଲକ୍ଷ୍ମୀକାନ୍ତ ପର୍ସେକର ଉଭୟ ବିଜେପି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୭ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୯ ଜଣ, ବଲାଙ୍ଗିର ବ୍ଲକରୁ ୮ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୩୦ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୧୬ ଜଣ, ବେଲପଡା
Read More...

ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ମମତା : କହିଲେ, ବଙ୍ଗଳା ପାଇଁ କେନ୍ଦ୍ରର ଏତେ ଆଲର୍ଜି କାହିଁକି ?

କୋଲକାତା : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ସାରା ଦେଶରେ ପରାକ୍ରମ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ବେଙ୍ଗଲ ସିଏମ୍‌ ମମତା ବାନାର୍ଜୀ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ବଙ୍ଗଳା ପାଇଁ କେନ୍ଦ୍ରର
Read More...

ସୋନପୁର ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ତରଫରୁ ବୀରସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଦିନରେ ଆର୍‌ଏସ୍‌ଏସ୍‌ ତରଫରୁ ପଟାଭାଡି ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିକୁ ସଫା କରାଯାଇ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ମଙ୍ଗୁ ସେଠୀଙ୍କ ଦ୍ୱାରା ପୁଷ୍ପମାଲ୍ୟ ପ୍ରଦାନ ଓ ସଂଘର
Read More...

ଗୋପାଳପୁରରେ ହାତୀ ଆତଙ୍କରେ ୧ ମୃତ

ଢେଙ୍କାନାଳ, (ତାପସ ଦାସ) : ହାତୀ ଆକ୍ରମଣ ଏବଂ ହାତୀ ମୃତ୍ୟୁ ଘଟଣା ଧୀରେ ଧୀରେ ବଢିବାକୁ ଲାଗିଥିବା ବେଳେ ବନ ବିଭାଗର ଅପାରଗ ହେଉ କିମ୍ବା ସ୍ଥାନୀୟ ପ୍ରଶାସନର ନିଷ୍କ୍ରିୟତାରୁ ସାଧାରଣ ଲୋକ ବଳି ପଡୁଥିବା ବେଳେ ପୁଣି ଏହିପରି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ
Read More...

ୟୁପି ନିର୍ବାଚନ : ସମାଜବାଦୀ ପାର୍ଟିର ଷ୍ଟାର ପ୍ରଚାରକଙ୍କ ପ୍ରଥମ ତାଲିକା ପ୍ରସ୍ତୁତ : ବିଜେପି ଛାଡିଥିବା ଦୁଇଜଣ…

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ନିଜର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ସମାଜବାଦୀ ପାର୍ଟି ପ୍ରଥମ ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକାରେ ଏସ୍‌ପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସମେତ ୩୦ ଜଣ ପ୍ରଚାରକଙ୍କ
Read More...

ଗନ୍ଧରେଲରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ ଏଆଇଡିଏସ୍‌ଓ ତରଫରୁ ‘ପ୍ରଭାତ ଫେରି’…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ ଏଆଇଡିଏସ୍‌ଓ ତରଫରୁ ‘‘ପ୍ରଭାତ ଫେରି’’ ଅନୁଷ୍ଠିତ ହୋଇ ସ୍ଥାନୀୟ ଗନ୍ଧରେଲରେ ଗ୍ରାମ ପରିକ୍ରମା କରାଯାଇଛି । ଏଆଇଡିଏସ୍‌ଓର ସଭାପତି ରାଜେନ୍ଦ୍ର ରଣାଙ୍କ ସଭାପତିତ୍ୱରେ ଏଥିରେ ଏଆଇଡିଏସ୍‌ଓର ରାଜ୍ୟ
Read More...