Daily Archives

ମ.ରାମପୁର ବ୍ଲକ : ଚତୁର୍ଥ ଦିନରେ ୯୮ ନାମାଙ୍କନ ପତ୍ର ଦାଖଲ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକରେ ଦିନକୁ ଦିନ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ଆଜି ଚତୁର୍ଥ ଦିନରେ ଏହି ବ୍ଲକରେ ସରପଞ୍ଚ ପଦ ପାଇଁ ୯, ସମିତି ସଭ୍ୟ ପାଇଁ ୨୪ ଓ ୱାର୍ଡ ସଭ୍ୟ ପାଇଁ ୬୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି ।
Read More...

ରାଜ୍ୟରେ ଗତ ୨୪ ଘଂଟାରେ ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୯ ହଜାର ୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୯୭୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୯୭୦୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୬୯୯ ଜଣ
Read More...

ମ.ରାମପୁର ଜିଲ୍ଲାପରିଷଦ ଜୋନ୍ କ : ବିଜେଡ଼ିରୁ ପୁଷ୍ପେନ୍ଦ୍ର, ବିଜେପିରୁ ଶ୍ରୀକାନ୍ତ, କଂଗ୍ରେସରୁ ଦୁଷ୍ମନ୍ତ ଓ ବିଜେଡ଼ି…

ମ.ରାମପୁର, (ହେମନ୍ତ ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସହରରୁ ଗାଁ ସବୁଠି ରାଜନୈତିକ ପାଣିପାଗ ଉଷ୍ମ ରହିଥିବା ବେଳେ ସମସ୍ତଙ୍କ ନଜର ମ.ରାମପୁର ଜିଲ୍ଲା ପରିଷଦ ଜୋନ୍ 'କ' ଉପରେ ରହିଥିଲା । ବିଜେଡ଼ି ଦଳରୁ ଆଶାୟୀଙ୍କ ଲମ୍ବା ତାଲିକା ରହିଥିଲା ଏବଂ ନାନା କଳ୍ପନା ଜଳ୍ପନା ବି
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ନିର୍ବାଚନ ପାଇଁ ବହୁ ସଂଖ୍ୟାରେ ନାମାଙ୍କନ ପତ୍ର ଦାଖଲ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଚତୁର୍ଥ ଦିନରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲୁରହିଛି । ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ
Read More...

ଖପ୍ରାଖୋଲ ରାଜନୀତି ସରଗରମ, ସରପଞ୍ଚ ଆଶାୟୀ ଅଧିକ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ରାଜନୀତି ସରଗରମ ହୋଇପଡିଛି । ଚଳିତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ଅଧିକ ଆଶାୟୀ ପ୍ରାର୍ଥୀ ଥିବା ଦେଖିବାକୁ ମିଳିଛି । ନାମାଙ୍କନ ପତ୍ର ଦାଖଲର ୪ର୍ଥ ଦିନରେ ସରପଞ୍ଚ ପଦ ପାଇଁ ୪୮ ଜଣ, ସମିତି
Read More...

ଚତୁର୍ଥ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ୨୦୫ଜଣ

ଦେଓଗାଁ, (ମନୀଷ କୁମାର ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିନରେ ୩୮ଜଣ ସରପଞ୍ଚ ପଦ ପାଇଁ, ୨୨ଜଣ ସମିତି ସଭ୍ୟ ପଦ ପାଇଁ ଓ ୧୪୫ଜଣ ୱାର୍ଡସଭ୍ୟ ପଦ ପାଇଁ ମୋଟ ୨୦୫ଜଣ ମନୋନୟନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ୪ ଦିନରେ ୮୪ ଜଣ ସରପଞ୍ଚ ଓ ୫୦ ଜଣ
Read More...

କୃଷକଙ୍କ ଆୟ ଦ୍ୱିଗୁଣିତ ହୋଇନାହିଁ, କୃଷକ କେବଳ ଯନ୍ତ୍ରଣା ପାଇଛି : ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ସିଦ୍ଧୁ

ଚଣ୍ଡୀଗଡ଼ : ବିଜେପି ଏବଂ ମୋଦୀ ସରକାରଙ୍କ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ପଞ୍ଜାବ କଂଗ୍ରେସ କହିଛି ଯେ, କେନ୍ଦ୍ରର କୃଷକ ବିରୋଧୀ ନୀତି କୃଷକ ସମ୍ପ୍ରଦାୟକୁ ଗୁରୁତର ଅସୁବିଧାରେ ପକାଇଛି । ବୁଧବାର ଦିନ ମିଳିତ ସାମ୍ବାଦିକ ସମ୍ମିଳନୀରେ
Read More...

ସମିତି ସଭ୍ୟା ପଦ ପାଇଁ ବ୍ଲକ ଅଧ୍ୟକ୍ଷଙ୍କ ଧର୍ମପତ୍ନୀଙ୍କ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଧର୍ମପତ୍ନୀ ଦୀପାଳି ନାୟକ ଗଡ଼ରକ୍ଷା କରିବା ପାଇଁ ଗଞ୍ଜାମ ବ୍ଲକ କରପଡ଼ା ପଞ୍ଚାୟତର ସମିତି ସଭ୍ୟା ପଦ ପାଇଁ ଗତକାଲି କାଙ୍କ ସ୍ୱାମୀଙ୍କ ସହ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବ୍ଲକ ଗୋଷ୍ଟୀ
Read More...

ଉତ୍ତରପ୍ରଦେଶରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଲେ ପ୍ରିୟଙ୍କା ମୋର୍ଯ୍ୟ

ଲକ୍ଷ୍ନୌ : ତାତୁଛି ରାଜନୀତି, ପାଖେଇ ଆସୁଛି ନିର୍ବାଚନ । ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ପାଖେଇ ଆସୁଛି, ସେତିକି ସରଗରମ ହେବାରେ ଲାଗୁଛି ରାଜନୀତି ଜଗତ । ନେତାଙ୍କ ଦଳ ପରିବର୍ତ୍ତନ ଖବର ଆହୁରି ସରଗରମ କରିବାରେ ଲାଗିଛି । କଂଗ୍ରେସର ପୋଷ୍ଟର ଗାର୍ଲ ଭାବେ
Read More...