Daily Archives

ଗତ ୨୪ ଘଂଟାରେ ୧୦ ହଜାର ୨୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦ ହଜାର ୨୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୦୬୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୩୧୭୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୬୨ ଜଣ
Read More...

ମକର ମକର ବାସିବ

ଆନଂଦ ଚଂଦ୍ର ସାହୁ ଭଲ କଲଆଜି ମକର ସଂକ୍ରାନ୍ତି ବୋଲିମନେ ପକେଇଲ । ତମ ଇଚ୍ଛାକୁଶହେ ସଲାମ୍‌ ହୋ’ବିଶ୍ୱାସ କର,ତମ ଭାବର ଭଉଁରିରେମୁଁ ଚକାମାରି ବସିଛି…ତୁମ ଆବେଗକୁ ଛୁଇଁବା ପାଇଁଆହୁରି ଆହୁରି ନିଜକୁତୟାର୍‌ କରୁଛି । ମକର ବସିବାକୁ କହୁଛ ତ’ମନା ନାଇଁ….ନିର୍ମାୟା ନଈରେନିର୍ଲୋଭ
Read More...

ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସଂପର୍କରେ ସମୀକ୍ଷା ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଚାଲୁ ରହିଥିବା ସମସ୍ତ ରେଳ ପ୍ରକଳ୍ପ ପାଇଁ ଥିବା ଜମି ଅଧିଗ୍ରହଣ ଓ ଏ କ୍ଷେତ୍ରରେ ଥିବା ସମସ୍ତ ଅସୁବିଧା ଦୂର କରିବା ଦିଗରେ ଏକ ସମୀକ୍ଷା ବୈଠକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ
Read More...

ଜାଲ ପ୍ରମାଣ ଦେଇ ସାଜିଲେ ବିଦ୍ୟୁତ କର୍ମଚାରୀ ଘଟଣା : କାର୍ଯ୍ୟାନୁଷ୍ଠାନ ବଦଳରେ ଚୁପ୍‌ ପ୍ରଶାସନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜଣଙ୍କର ପ୍ରମାଣ ପତ୍ରକୁ ଚଞ୍ଚକତା କରି ଅନ୍ୟ ଜଣେ ଚାକିରି ହାତେଇବା ପରି ସଂଗୀନ ଅଭିଯୋଗ କିଛି ଦିନ ତଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରୁ ହୋଇଥିଲା । ତେବେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୋଶଲ ସମନ୍ୱୟ ସମିତି ପକ୍ଷରୁ
Read More...

ରୁଗ୍‌ଣ ନିମ୍ନ ପ୍ରାଥମିକ ବିଦ୍ୟାଳୟ ପ୍ରତି ପ୍ରଶାସନର ଦୃଷ୍ଟି ପଡିବ କେବେ ?

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ଏହି ସ୍ଥଳେ ଆଜି ବି ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ଶିକ୍ଷା ବ୍ୟବସ୍ଥା ପ୍ରତି ଉପହାସ ସୃଷ୍ଟି କରୁଛି । ଏପରି ଏକ ଦୃଷ୍ଟାନ୍ତ
Read More...

ଭୀମ ଭୋଇ ମେଡ଼ିକାଲ କଲେଜ୍‌ ହସ୍ପିଟାଲରେ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଟଙ୍କା ଲୁଟ ମାମଲାରେ ଗିରଫ ଅଭିଯୁକ୍ତଙ୍କୁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମ ଭୋଇ ମେଡ଼ିକାଲ କଲେଜ୍‌ ହସ୍ପିଟାଲରେ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଟଙ୍କା ଲୁଟ ହୋଇଥିବା ମାମଲାରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବଲାଙ୍ଗିର ଟାଉନ ପୋଲିସ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଗତ ୧୨ତାରିଖ ଦିନ ଦ୍ୱିପହରରେ ଭୀମ ଭୋଇ
Read More...

ନିର୍ବାଚନ ସମୟରେ ୩ ବର୍ଷରୁ ଅଧିକ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଜିଲ୍ଲାପାଳ କେବେ ବଦଳି କରିବେ ?

ପାଟଣାଗଡ଼, (ଗୋରେଖନାଥ ବରିହା) : ଏବେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । ତେବେ କିଛି ଅଧିକାରୀ ୩ ବର୍ଷ କ'ଣ ୧୦/୧୫ ବର୍ଷ ଧରି ପାଟଣାଗଡ଼ ଉପଖଣ୍ଡ ବେଲପଡା, ଖପ୍ରାଖୋଲ ଆଦି ବ୍ଳକର ବିଭିନ୍ନ ବିଭାଗରେ ଗୋଟିଏ ସିଟ୍‌ରେ ରହିଲେଣି । ଏହି
Read More...

ଓଡ଼ିଶାର ବରପୁତ୍ର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାର ବରପୁତ୍ର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗତକାଲି ବିଭାଗୀୟ ସମ୍ମିଳନୀ କକ୍ଷଠାରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କୋଭିଡ୍ ମାର୍ଗଦର୍ଶିକାର କଡାକଡି ଅନୁପାଳନ ସହ ରାଜା
Read More...

ଆଜି ପାଇଁ ବଲାଙ୍ଗିର ଜିଲ୍ଲାରେ କରୋନା ପରୀକ୍ଷା କେନ୍ଦ୍ର ଗୁଡ଼ିକର ତାଲିକା ଜାରି କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପାଇଁ ବଲାଙ୍ଗିର ଜିଲ୍ଲାରେ କରୋନା ପରୀକ୍ଷା କେନ୍ଦ୍ରଗୁଡ଼ିକର ତାଲିକା ଜାରି କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାର ପ୍ରତ୍ୟେକ ବ୍ଲକ ତଥା ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଂଚଳରେ ମୋବାଇଲ୍‌ ଟେଷ୍ଟିଂ ଭେନ୍‌ ପହଂଚି କରୋନା ଟେଷ୍ଟ କରାଯିବ ବୋଲି ଜିଲ୍ଲା
Read More...

ବିର୍କେଲ ଗ୍ରାମରେ ଚାଷୀଙ୍କ ସୁଖ ଦୁଃଖ ବୁଝିଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗତକାଲି ଲୋଇସିଂହା ବ୍ଲକ ବିର୍କେଲ ଗ୍ରାମକୁ ପହଂଚି ଚାଷୀଙ୍କ ସୁଖ ଦୁଃଖର ସାଥୀ ହୋଇ ଛିଡା ହୋଇଛନ୍ତି । ଏହା କୌଣସି ରାଜନୈତିକ ସଭା କିମ୍ବା କର୍ମୀ ସମ୍ମିଳନୀ ନଥିଲା । ବିନା କାର୍ଯ୍ୟକ୍ରମରେ ଏଠାରେ ପହଂଚି ଥିଲେ ବିଧାୟକ
Read More...