Daily Archives

ପାର୍ଟି ପିକ୍‌ନିକ୍‌ କରିବାକୁ ଯୋଜନା କରୁଛନ୍ତି କି : ଜାଣନ୍ତୁ, ମହାରାଷ୍ଟ୍ର ଏବଂ ୟୁପିରେ ଜାରି ହୋଇଥିବା ନୂତନ…

ନୂଆଦିଲ୍ଲୀ : ପାର୍ଟି ପିକ୍‌ନିକ୍‌ କରିବାକୁ ଯୋଜନା କରୁଛନ୍ତି କି ? ଆସନ୍ତୁ ଜାଣିନେବା, ମହାରାଷ୍ଟ୍ର ଏବଂ ୟୁପିରେ ଜାରି ହୋଇଥିବା ନୂତନ ନିର୍ଦ୍ଦେଶାବଳୀ । ମହାରାଷ୍ଟ୍ରରେ କୋଭିଡ -୧୯ ମାମଲା ଏବଂ ୬୫ ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ମଧ୍ୟରେ ମହାରାଷ୍ଟ୍ର ସରକାର ଆସନ୍ତା ପର୍ବକୁ
Read More...

ନିଆଁରେ ପୋଡି ବିବାହିତା ମହିଳା ଗୁରୁତର

ଢେଙ୍କାନାଳ, (ତାପସ ଦାସ) : ନିଆଁରେ ପୋଡିହୋଇ ବିବାହିତା ମହିଳା ଗୁରୁତର । ଗୁରୁତର ମହିଳା ହେଲେ କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମର ସୁଭଦ୍ରା ଦେହୁରୀ । ସୂଚନା ଅନୁସାରେ ସକାଳେ ଘରେ ଚୁଲି ଲଗାଇ ଚା' ତିଆରି କରୁଥିବା ବେଳେ ଅସାବଧାନତା ବସତ ପ୍ରଥମେ ଲୁଗା ଓ ପରେ ହାତ, ଗୋଡରେ ନିଆଁ
Read More...

ଛତ୍ରପୁର ବ୍ଳକ୍‌ର ବିଭିନ୍ନ ନୂତନ ପ୍ରକଳ୍ପ ଗୁଡିକର ଉଦ୍‌ଘାଟନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକର ନରେନ୍ଦ୍ରପୁର ଗ୍ରାମର ଶତ-ପ୍ରତିଶତ ପାନୀୟ ଜଳ ପ୍ରକଳ୍ପ, ବିପୁଳିଙ୍ଗି ପଞ୍ଚାୟତର ତେଲାପଲ୍ଲୀ ଓ ବିପୁଳିଙ୍ଗି ଗ୍ରାମର ଶତ-ପ୍ରତିଶତ ପାନୀୟ ଜଳ ପ୍ରକଳ୍ପ, ମିଶନଶକ୍ତି ଗୃହ, କୋଠଘର, ରାଜନାପଲ୍ଲୀ ଗ୍ରାମର କୋଠ ଘରର ଶୁଭ ଉଦ୍‌ଘାଟନୀ
Read More...

କୃଷିକ୍ଷେତ୍ରରେ ଜୈବିକ ସାର ପ୍ରୟୋଗ, ମାଟି ମା’ ଓ ପରିବେଶ ସୁରକ୍ଷା : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଚଉଦ ଡିସେମ୍ବର ଜାତୀୟ କୃଷକ ଦିବସ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଗୁଆଲିପଡା ପଂଚାୟତ ଗୁଡପାଇଲ ଗ୍ରାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀ କୃଷକମାନଙ୍କ
Read More...

ଶିଶୁ କବିତା ସଙ୍କଳନ ଝୁମୁରୁ ଝାଇଁ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଚାଟିଁପଲା ଗ୍ରାମର ସୁନାମଧନ୍ୟ ଶିଶୁ ସାହିତ୍ୟିକ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଶିଶୁ କବିତା ସଂକଳନ ଝୁମୁରୁ ଝାଇଁ ଉନ୍ମୋଚିତ ହୋଇଯାଇଛି । ରବିବାର ଦିନ ନନ୍ଦନକାନନ ନିକଟସ୍ଥ ତିଳୋତ୍ତମା କଲ୍ୟାଣ
Read More...