Daily Archives

ଗତ ୨୪ ଘଂଟାରେ ୧୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୬ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୮୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ରାସ୍ତା କଡ଼ରେ ଘଂଚ ଅନାବନା ଘାସ ବୁଦା : ଯାତାୟତ ବାଧାପ୍ରାପ୍ତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲାରୁ ଲାଠୋର, ତୁରେକେଲାରୁ କଣ୍ଟାବାଞ୍ଜି ତଥା ତୁରେକେଲାରୁ ମହଖଣ୍ଡ ଯିବା ରାସ୍ତା କଡ଼ରେ ଘଂଚ ଅନାବନା ଘାସ ବୁଦା ସବୁ ରହିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି । ଏହାଫଳରେ ଅନେକ ଗୋଲେଇ ରାସ୍ତା ପାଖରେ ଯାନବାହାନ ଯିବା ଆସିବା
Read More...

ସଡକ ଦୁର୍ଘଟଣାରେ ଡ୍ରାଇଭର ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ସନ୍ତୋଷୀ ମା' ମନ୍ଦିର ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଟ୍ରକ ଚାଳକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଖବର ନେବାରେ ଜଣାପଡିଛି ଏପି୨୭ୟୁ୭୬୩୯ ନମ୍ବର ବିଶିଷ୍ଟ ରୋଡ଼ ରିପାୟରିଂ ପାଇଁ ଏକ ଟ୍ରକ
Read More...

ଗାଁ ମଝିରେ କମ୍ୟୁନିଟି ହଲ ନିର୍ମାଣ ନେଇ ବଢୁଛି ଅସନ୍ତୋଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ପୋଡ଼ାଗଡ଼ ଗ୍ରାମର ମଧ୍ୟଭାଗରେ କମ୍ୟୁନିଟି ହଲ ନିର୍ମାଣ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗ୍ରାମର ମୁଖ୍ୟରାସ୍ତାରେ ପିଲର ଉଠାଇବା ପାଇଁ ଗର୍ତ୍ତ ଖୋଳିବା ଆରମ୍ଭ ହେବା ପରେ ଗ୍ରାମରେ ଏକ
Read More...

ଶକ୍ତି ସଂରକ୍ଷଣ ହେଲେ ପରିବେଶ ସୁରକ୍ଷିତ ରହିବ : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ ଡିସେମ୍ବର ୧୪ ତାରିଖରୁ ସବୁଜ ଡେଲାଙ୍ଗ ଟ୍ରଷ୍ଟ, ପକ୍ଷରୁ ଶକ୍ତି ସଂରକ୍ଷଣ ହେଲେ ପରିବେଶ ସୁରକ୍ଷିତ ରହିବ ଅଭିଯାନ ଆରମ୍ଭ ହୋଇଯାଇଅଛି । ଟ୍ରଷ୍ଟର ପ୍ରତିଷ୍ଠାତା ଶିଶୁ ସାହିତ୍ୟିକ, କବି,
Read More...

ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ନିର୍ମାଣ, ପୁନରୁଦ୍ଧାର ଓ ଉନ୍ନତିକରଣ ପ୍ରକଳ୍ପକୁ ମଞ୍ଜୁର କଲେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ୪ ଲେନ ବିଶିଷ୍ଟ କେସିଙ୍ଗା ଆରଓବି ୪ ଲେନ ସଡ଼କ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରି ଦେଇଛନ୍ତି। ଓଡ଼ିଶାର କଳାହାଣ୍ଡି ଜିଲ୍ଲା କେସିଙ୍ଗାର ୨୦୧ ନମ୍ବର ଜାତୀୟ ରାଜପଥ (ବର୍ତ୍ତମାନର ଜାତୀୟ ରାଜପଥ ସଂଖ୍ୟା
Read More...

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ବିଚାରପତି ଦିଲ୍ଲିପ କୁମାର ବିଶ୍ୱାଳ ଏକ ଦୁଷ୍କର୍ମ ମାମଲାରେ ଜଣଙ୍କୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି । ସୂଚନାରୁ ପ୍ରକାଶ ଯେ, ବାଲିଗୁୁଡା ଥାନା ଅନ୍ତର୍ଗତ ପରମପାଙ୍ଗା
Read More...

ମହିଳା ମହବିଦ୍ୟାଳୟରେ ସ୍ୱାଗତୋତ୍ସବ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ନୂତନ ଛାତ୍ରୀଙ୍କ ଉଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ (ସଭାପତି) ଅନୁଷ୍ଠିତ
Read More...

ରୂପେ ଡେବିଟ କାର୍ଡ ଏବଂ କମ ଟଙ୍କାର ଭୀମ-ୟୁପିଆଇ କାରବାର (ପି୨ଏମ)କୁ ପ୍ରୋତ୍ସାହନ ଲାଗି ବିଶେଷ ଯୋଜନାକୁ କ୍ୟାବିନେଟ…

● ଗୋଟିଏ ବର୍ଷ ଲାଗି ଏହି ଯୋଜନା ପାଇଁ ୧,୩୦୦ କୋଟି ଟଙ୍କା ବ୍ୟୟବରାଦ● ଏହି ଡିଜିଟାଲ ପଦ୍ଧତିରେ ପେମେଣ୍ଟ ବ୍ୟବସ୍ଥା ଫଳରେ ଔପଚାରିକ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ପ୍ରଣାଳୀ ଠାରୁ ବାହାରେ ଥିବା ନାଗରିକମାନଙ୍କ ନିକଟରେ ଡିଜିଟାଲ ଅର୍ଥପଇଠ ସୁବିଧା ସୁଲଭ ହେବ ନୂଆଦିଲ୍ଲୀ, (ପିଆଇବି) :
Read More...

୨୦୨୧-୨୬ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର କାର୍ଯ୍ୟକାରିତାକୁ କ୍ୟାବିନେଟ ଅନୁମୋଦନ

• ରାଜ୍ୟମାନଙ୍କୁ ୩୭,୪୫୪ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ସମେତ ମୋଟ ୯୩,୦୬୮ କୋଟି ଟଙ୍କାର ଖର୍ଚ୍ଚ ଅଟକଳ• ୨.୫ ଲକ୍ଷ ଏସସି ଏବଂ ୨ ଲକ୍ଷ ଏସଟି ଚାଷୀଙ୍କ ସମେତ ଉପକୃତ ହେବେ ପ୍ରାୟ ୨୨ ଲକ୍ଷ ଚାଷୀ• ଦୁଇଟି ଜାତୀୟ ପ୍ରକଳ୍ପ – ରେଣୁକାଜି (ହିମାଚଳ ପ୍ରଦେଶ) ଏବଂ ଲଖୱାର (ଉତ୍ତରାଖଣ୍ଡ)କୁ
Read More...